ପ୍ରଥମଥର ଜେଲ୍ରେ ଗୋପାଳଙ୍କୁ ଭେଟିଲେ ପରିବାର ଲୋକେ
କଟକ ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍ରେ ୮ ଦିନ ରହିବା ପରେ ବୁଧବାର ତାଙ୍କ ପରିବାର ଲୋକେ ଭେଟିବାକୁ ଆସିଥିଲେ। ଯାହାକି ଗୋପାଳ ଗିରଫ ହେବା ପରେ ଏହା ପ୍ରଥମଥର ଭେଟ। ଗୋପାଳଙ୍କୁ…
ମଝିଘରିଆଣୀ ଦର୍ଶନ ସାରି ଫେରୁଥିଲେ: ଅଟୋକୁ ପିଟିଲା ଟ୍ରକ, ଚାଲିଗଲା ୫ ଜୀବନ
ରାୟଗଡ଼ା ଅଫିସ,୨୨ା୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାଠାରୁ ୪ କିମି ଦୂରରେ ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି। ଅଟୋରେ ମୋଟ୍ ୮ ଯାତ୍ରୀ ଥିଲେ। ସମସ୍ତ ଗୁରୁତରଙ୍କୁ…
ଶିକ୍ଷକ ଅଭାବ ନେଇ ବିଇଓଙ୍କୁ ଅଭିଯୋଗ
କଣ୍ଟିପାଳ,୨୨ା୨(ଡି.ଏନ୍.ଏ.): ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବରିଡିହା ୟୁଜିୟୁପି ସ୍କୁଲରେ ଶିକ୍ଷକ ଅଭାବ ଜନିତ ସମସ୍ୟା ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ସଂଖ୍ୟା ୨୦୬ ରହିଥିବାବେଳେ ଶିକ୍ଷାଦାନ…
ଜଳୁଛି ଜଙ୍ଗଲ, ଚିନ୍ତାରେ ବନ ବିଭାଗ
କେନ୍ଦୁଝର,୨୨ା୨(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲ (ଏନ୍ଏଚ୍ ୨୦)ରେ ନିଆଁ ଲଗାଯାଇଥିବା ଚାରିଆଡ଼େ ଧୂଆଁମୟ ହୋଇ ବାୟୁ ପ୍ରଦୂଷଣ ହେବା ସହ ଗଛଲତା ପୋଡ଼ିଯାଇଛି। ନିଆଁ ଲିଭା ନ ଗଲେ ଚାରି ଆଡ଼କୁ ବ୍ୟାପି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଆଶଙ୍କା…
ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ
ବେଗୁନିଆପଡ଼ା,୨୨ା୨(ଡି.ଏନ୍.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ ସରକାରୀ ଅଧିକାରୀ ଖାଇବାକୁ ମୁହଁ ଫେରାଇ ଦେବେ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା…
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଛତ୍ରପୁର,୨୨ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ପରେ ତାକୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି…
ରାଜ୍ୟ ଭାଜପା ଏସ୍ସ ମୋର୍ଚ୍ଚା ସମ୍ପାଦକ ହେଲେ କୃଷ୍ଣ ନାୟକ
ଛତ୍ରପୁର,୨୨।୨(ଡି.ଏନ୍.ଏ.): ରାଜ୍ୟ ଭାଜପା ଏସ୍ସି ମୋର୍ଚ୍ଚାର ସମ୍ପାଦକ ଭାବେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର କୃଷ୍ଣ ଚନ୍ଦ୍ର ନାୟକ ନିଯୁକ୍ତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଅଳର ନେତା ଓ କର୍ମୀ ତାଙ୍କୁ ଶୁଭେଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା
ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭବାନୀପାଟଣା ଟାଉନ ଥାନାକୁ ହଠାତ ଆସି ସେ ଆତ୍ମସମର୍ପଣ କରିଥିବା…
କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ
ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍ଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ପୋଲିସର ଅବହେଳା ଏବଂ ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡ଼ିଥିଲା। ଉକ୍ତ…
ମଣ୍ଡିରୁ ଧାନ ଉଠୁନି, ରାଜପଥ ଅବରୋଧ
ବାଉଁଶୁଣୀ,୨୨।୨(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ମଙ୍ଗଳବାର ଚାଷୀଙ୍କ ପକ୍ଷରୁ ବାଉଁଶୁଣୀ ଛକଠାରେ ବୌଦ୍ଧ-ବଲାଙ୍ଗୀର ୫ ୭ ନ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ…
କଳା, ସଂସ୍କୃତିର ଅପୂର୍ବ ନିଦର୍ଶନ
ବରଗଡ଼ ଅଫିସ,୨୨।୨: ବରଗଡ଼ ବ୍ଲକ ଖଲିଆପାଲିରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସମାରୋହ ଅବସରରେ ଜଳନ୍ଧର ଦରବାର ଉଦ୍ଘାଟିତ ହୋଇଛି। ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।…
ଜୀବେ ନିଷ୍ଠୁରତା ନିରାକରଣ ଆଇନ ସଚେତନତା
ରାୟଗଡ଼ା ଅଫିସ,୨୨।୨: ରାୟଗଡା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇଙ୍କ ଆବାହକତ୍ୱରେ ଓ ଜିଲାପାଳ ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଜୀବେ ନିଷ୍ଠୁରତା ଆଇନ…

