ଚୌଦ୍ୱାର ପରେ ଓଡ଼ିଶାର ଆଉ ଏକ ଜେଲରୁ ବିଚାରାଧୀନ କଏଦୀ ଫେରାର
ସୋର,୨୨।୧୦: ଓଡ଼ିଶାରେ ପୁଣି ଏକ ଜେଲ୍ରୁ କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ସୋର ଉପ-ଜେଲ୍ରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଦୀପକ ରୟ ନାମକ ଏହି ବିଚାରାଧୀନ କଏଦୀ (ଚୋରି ମାମଲାରେ…
ପାରିବାରିକ କଳହରୁ ବାପା-ମାଆଙ୍କୁ ହାଣିଦେଲା ପୁଅ; ଦୁହେଁ ଗୁରୁତର
ଚାନ୍ଦବାଲି,୨୨।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ପୁଅ ନିଜ ବାପା ଓ ମାଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛି। ଆକ୍ରମଣରେ ବୃଦ୍ଧ ବାପା ଓ ମାଆ…
ନୂଆପଡ଼ା ଉପନିର୍ବାଚନ: ଆଜି ଯାଞ୍ଚ; ୨୪ରେ ପ୍ରତ୍ୟାହାର
ଭୁବନେଶ୍ୱର/ ନୂଆପଡ଼ା, ୨୨।୧୦ (ରବିନାରାୟଣ ଜେନା/ ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତାହାକୁ ନେଇ ସେତିକି ରାଜନୈତିକ ଉଷ୍ମତା ବଢୁଛି। ୨୦ ତାରିଖ ସୁଦ୍ଧା ୧୯ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥତ୍ପତ୍ର ବୁଧବାର…
ବ୍ରିଜ୍ରୁ ଖସିପଡ଼ିଲା ବାଇକ୍: ଯୁବକ ମୃତ
ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯୁବକ ଜଣକ ଭାରସାମ୍ୟ ହରାଇ ବାଇକ୍…
ଧର୍ମଶାଳାରେ ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଅଟକ
ଧର୍ମଶାଳା,୨୨।୧୦: ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ନେବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କଣ୍ଟାମାଳିଆ-ଥାନୁଆଳ ରାସ୍ତାରେ ଏହି ଅପହରଣ ଉଦ୍ୟମ ହୋଇଥିଲା, କିନ୍ତୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି…
ଆଇନଜୀବୀ ପୀତବାସ ହତ୍ୟା ମାମଲା: ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଅଟକ
ଗଞ୍ଜାମ, ୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ପୋଲିସ୍ ବ୍ରହ୍ମପୁରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୋଲିସ୍ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଏକ…
ମାନୁନି ଇସ୍କନ, ପୁଣି ଚିଠି ଲେଖିଲେ ଗଜପତି ମହାରାଜା, ଆପତ୍ତି ଉଠାଇ…
ଭୁବନେଶ୍ୱର,୨୧।୧୦: ମାନୁନି ଇସ୍କନ। ପୁଣି ଥରେ ଗଜପତି ମହାରାଜା ଚିଠି ଲେଖିଛନ୍ତି। ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁ ନ ଥିବା ନେଇ ଇସ୍କନ ଜଣାଇଛି। ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ବୋଲି ଲେଖିଛି।…
କାମାକ୍ଷାନଗରରେ ବାଘ ଆତଙ୍କ: ଗାଁ ନିକଟରେ ମିଳିଲା ପାଦଚିହ୍ନ
କାମାକ୍ଷାନଗର,୨୧।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ପୁଣି ଥରେ ବାଘ ଆତଙ୍କ ଦେଖାଦେଇଛି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ଅଧୀନ ଖଟଖୁରା ଗାଁର ଧାନ ବିଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଦିନ ତଳେ ବାଘଟି କଣ୍ଟାରିପାଟ ଜଙ୍ଗଲରେ ଏକ ଷଣ୍ଢକୁ…
ନୂତନ ସଂଯୋଗୀକରଣ ରାସ୍ତା ନିର୍ମାଣ ଦାବି
ଖଡ଼ିଆଳ,୨୧ା୧୦ (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ ୱେ ସହ ଏନ୍ଏଚ୍ ୩୫୩କୁ ତିଖାଲି ପ୍ରକଳ୍ପର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି। ଏହା ହେଲେ ଜିଲାର ୫…
ବାପା ଟଙ୍କା ପଠାଇଛନ୍ତି ଚପଲ କିଣିବା କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଫୋନ୍ ଟ୍ରାକ୍ କରି…
ଦାରିଙ୍ଗବାଡି,୨୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରାଇଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ…
ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା
କେସିଙ୍ଗା,୨୧।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ସ୍ଥିତ ଜୁଗୁଲା ଡଙ୍ଗର ପରିସରରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ ମଙ୍ଗଳବାର ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଲସି ଗ୍ରାମର ଆଡ଼କଟା ଠାରୁ…
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ବାଇକ୍: ଚାଲିଗଲା ଦୁଇ ଜୀବନ
ଚମ୍ପୁଆ,୨୧।୧୦: କେନ୍ଦୁଝର ଜିଲା ୫୨୦ ନମ୍ବର ଜାତୀୟ ରାଜପଥ ମରସୁଆଁ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ…
Archives


