ଆମ ଜିଲା ଖବର

କୁଆଁରୀ ଝିଅଙ୍କୁ ସୁରକ୍ଷା ଦିଅନ୍ତି ପାଳଭୂତ

ଗୋପ,୨।୧୧(ଭାରତୀ ଭୂଷଣ ଉପାଧ୍ୟାୟ) ଦୁଇ ଶହ ବର୍ଷ ଧରି ଗୋପ ବ୍ଲକ ଅଧୀନ ମହଲପଡ଼ା ପଞ୍ଚାୟତ ଓରେଇ ଗ୍ରାମରେ ବଞ୍ଚିଛି ପାଳଭୂତ ପରମ୍ପରା। ଗ୍ରାମରେ ଏହା ଏକ ଭିନ୍ନ ପରମ୍ପରା ଭାବରେ ଦେଖିବାକୁ ମିଳେ। ଏହି ପାଳଭୂତ ପରମ୍ପରାର ମୁଖ୍ୟ...

ବଦଳିଲା ରାଉରକେଲା ବିମାନ ଚଳାଚଳ ସମୟ, ନଭେମ୍ବର ୬ରୁ…

ରାଉରକେଲା,୨।୧୧(ସଙ୍ଗୀତା ଜେନା): ୨୦୨୩ ଜାନୁଆରୀ ମାସରେ ରାଉରକେଲାକୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେଲା। ଏହା ଅପରାହ୍ନ ୫ଟା ସମୟରେ ହେଉଥିଲା। ହେଲେ ନଭେମ୍ବର ମାସ ୬ରୁ ଏହାର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟସାରଣୀ ଅନୁଯାୟୀ,ଉଡ଼ାଣ କୋଲକାତାରୁ ଦିନ...

‘ଗାଁକୁ ପକ୍କାରାସ୍ତା ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ନାହିଁ’

ଦଶମନ୍ତପୁର, ୨।୧୧(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣାବାଡ଼ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୌଡ଼ ରାମଜି ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁକୁ ୪ ଚକିଆ ଯାନ ଆସିପାରୁ ନାହିଁ। ଏପରିକି ଗାଁକୁ ଆମ୍ବୁଲାନ୍ସ ଆସିବାକୁ...

୧୪ ହାତୀ, ୬ କଲରାପତରିଆ ଗାଏବ

ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ ବାଘଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ହାତୀ ଓ ବାଘଙ୍କ ସମ୍ପର୍କରେ ବନ ବିଭାଗ...

କାମରେ ଲାଗୁନି ମିଶନ ଶକ୍ତି ଗୃହ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ସୃଦୃଢ଼ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ଗୃହ ନିର୍ମାଣ କରି ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ଜମି ସମସ୍ୟା...

ବିପଦସଙ୍କୁଳଭାବେ ଗାଡ଼ିରେ ନିଆଯାଉଛି ଜିନିଷ,ସାଇଡ ଦେଲାବେଳକୁ ଘଟୁଛି ଦୁର୍ଘଟଣା

ତେନ୍ତୁଳିଖୁଣ୍ଟି, ୨।୧୧(ଚିଦାନନ୍ଦ ସାହୁ):ତେନ୍ତୁଳିଖୁଣ୍ଟି ବ୍ଲକର ୧୦ରୁ ଅଧିକ ଚାଉଳ ମିଲ ରହିଛି। ସେଠାରୁ ଖୁଲୁମଖୁଲାଭାବେ ଦିନରେ କୁଣ୍ଡା ଚାଲାଣ ହେଉଛି। ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡକୁ ଓଭରଲୋଡିଂ କରି କୁଣ୍ଡା ଚାଲାଣ କରାଯାଉଛି। ମୁଖ୍ୟ ରାସ୍ତାରେ ଯାତାୟାତବେଳେ ଗାଡ଼ିକୁ ସାଇଡ ଦେଲାବେଳକୁ...

ଆହାର କେନ୍ଦ୍ରକୁ ସ୍ବାଗତ, ଜମି ହସ୍ତାନ୍ତରକୁ ବିରୋଧ

ଖଇରା, ୨।୧୧(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବପୁରାତନ ଖଇରା ହାଇସ୍କୁଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ବିଦ୍ୟାଳୟର କିଛି ଜମିକୁ କିଛି ଦିନ ତଳେ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିବା...

ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍‌ ମାନ୍ୟତା

ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା କଥା ସେହି ଅନୁଯାୟୀ ବିକାଶ ହୋଇପାରୁ ନାହିଁ।...

ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର

ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର ହୋଇଛି। ଗତ ୧୯ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଦେଇଥିବା ନିର୍ଦ୍ଦେଶ...

ସୁବର୍ଣ୍ଣରେଖାର ୪ ବାଲି ସଇରାତ ବନ୍ଦ

ଜଳେଶ୍ୱର, ୨ା୧୧(ରବିନାରାୟଣ ପାତ୍ର) ଏନ୍‌ଜିଟିର ରୋକ ଓ ଅନ୍ୟ ବିଭିନ୍ନ କାରଣରୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଥିବା ମୋଟ ୨୩ଟି ବାଲି ସଇରାତରୁ ଚଳିତବର୍ଷଠାରୁ ୪ଟିକୁ ବନ୍ଦ କରାଯାଇଛି। ନୂଆ ଆଇନ ଅନୁଯାୟୀ ୧୯ଟି ସଇରାତରୁ ବାଲି...

ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ ରଖି ଲୋକେ ଶୀତବସ୍ତ୍ର କିଣିବା ଆରମ୍ଭ କଲେଣି। ବ୍ରହ୍ମପୁରର ଏସ୍‌ଏସ୍‌ଭିଟି ପଡିଆରେ...

ଧାନକ୍ଷେତରେ ଗୋରୁ ଚରାଇଲେ ଚାଷୀ

ପାରଳାଖେମୁଣ୍ଡି/ମୋହନା,୨ା୧୧ (ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତି ଦେଖିବାକୁ ମିଳିଛି। ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି। ବର୍ଷାଭାବ ଯୋଗୁ ଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ମନୋଭାବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri