ଆମ ଜିଲା ଖବର

‘ମାଟିଯାତ୍ରା’ରେ ପ୍ରକୃତିର ଉପାସନା

ଉମରକୋଟ, ୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଅଧିବାସୀମାନେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରା ବହୁ ନିଆରା ଢଙ୍ଗ ରେ ପାଳନ କରନ୍ତି। ଆଦିବାସୀମାନେ ପ୍ରକୃତିର ଉପାସକ ହୋଇଥିବାରୁ ପ୍ରକୃତି ଭିତରେ ମଧ୍ୟ ଈଶ୍ୱରଙ୍କ ଉପସ୍ଥିତିକୁ ବିଶ୍ୱାସ…

ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଘେରିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି୬।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟରେ ସ୍ବଚ୍ଛ ଭାରତ ଯୋଜନା ନାମରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ବୁଧବାର ଘେରିଛନ୍ତି ଗ୍ରାମବାସୀ। ବ୍ୟକ୍ତିଙ୍କ କାର୍ଯ୍ୟାକଳାପରେ ବିଶ୍ୱାସ ନ କରି ତାଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସ ଓ ସରପଞ୍ଚଙ୍କୁ…

କୋଟିଆର ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ

କୋରାପୁଟ,୬ା୪(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଏବେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଉଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ…

ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଓଆର୍‌ଏସ୍‌ ବୋହିନେଲେ

ବଅଁରପାଳ, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ମହୀଧରପୁର ଫାଣ୍ଡି ଭଗାମଣ୍ଡା ପୋଲ ନିକଟରେ ବୁଧବାର ଏକ ଓଆର୍‌ଏସ୍‌ ବୋଝେଇ ମିନିଟ୍ରକ୍‌ ଓଲଟି ପଡ଼ିଥିବା ବେଳେ ଲୋକେ ସେଥିରୁ ଓଆର୍‌ଏସ୍‌ ବୋହି ନେବା ଚର୍ଚ୍ଚାର ବିଷୟ ହୋଇଛି। ଖବରପାଇ ମହୀଧରପୁର ଫାଣ୍ଡି ପୋଲିସ…

ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ବଇଣ୍ଡା, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ କିଛି ମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ ଠିକ୍‌ ଭାବେ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ବେଳେ ଅନେକ…

ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଅନୁଗୋଳ ଅଫିସ, ୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ବଅଁରପାଳ ବ୍ଲକ ତଳମୂଳ ଅଞ୍ଚଳର ସୁବାଶିଷ ଦାସଙ୍କ ସ୍ତ୍ରୀ ଶିକ୍ଷା ପଟ୍ଟନାୟକ(୧୯)ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ…

ପୁନରୁଦ୍ଧାର ହୋଇପାରୁନି ପରିତ୍ୟକ୍ତ ଦୁଇ ପୋଖରୀ

ପାରଳାଖେମୁଣ୍ଡି,୬।୪(ଡି.ଏନ୍‌.ଏ.): ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରନ୍ତି କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି। ପାରଳାଖେମୁଣ୍ଡି ସହରର ମଝିରେ ରହିଥିବା…

ପ୍ରବଳ ବର୍ଷାରେ ପୂର୍ତ୍ତ ବିଭାଗ କୋଠା ଛାତ ପଡ଼ିଲା

ଭଞ୍ଜନଗର, ୬ା୪(ଡି.ଏନ.ଏ): ଭଞ୍ଜନଗର କଲେଜ ରୋଡରେ ପ୍ରାୟ ସାଢେ ୩ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ କୋଠା ନିର୍ମାଣ ଚାଲିଛି। ମଙ୍ଗଳବାର ଅପରାହ୍ନରେ ଦ୍ୱିତୀୟ ମହଲା ଛାତ ପଡୁଥିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ…

୫ ଦିନରେ ୨୪୪୨ ମାମଲା

ବାରିପଦା ଅଫିସ,୬ା୪: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲାରେ ଏପ୍ରିଲ…

‘ଯ’ ନଦୀରେ ନୂତନ ପୋଲ ନିର୍ମାଣ

ଧାମନଗର, ୬।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ଦୀର୍ଘବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା…

ଏନ୍‌ଏମ୍‌ଏମ୍‌ଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ

ନାଉଗଁା,୬ା୪(ସ୍ବ.ପ୍ର): ଭାରତ ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଗୁରୁତ୍ୱପୂନ୍ନ ଯୋଜନା। ଏହାର ସଫଳ ରୂପାୟନ କରାଯିବା ସହ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ୨୦୨୨ ମେ…

ସମୁଦ୍ରରେ ହ୍ରାସ ପାଉଛି ମତ୍ସ୍ୟ ସମ୍ପଦ

ପାରାଦୀପ,୬ା୪(ସ୍ବ.ପ୍ର.): ଅଣସଙ୍ଗଠିତ କ୍ଷେତ୍ରରେ ସର୍ବାଧିକ ରୋଜଗାର ମାଧ୍ୟମ ଥିବା ମତ୍ସ୍ୟ ଶିଳ୍ପ ଏବେ ବିପଦରେ। କାରଣ ସମୁଦ୍ରରେ ଏବେ ମାଛ ବଂଶ ଲୋପ ପାଇବାରେ ଲାଗିଛି। ଯେଉଁଥିପାଇଁ ସମୁଦ୍ରରେ ମାଛଧରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ରୋଜଗାର ବିହୀନ ହେବାରେ ଲାଗିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?