ଛେଳିପଲ ସହ ଗାଁକୁ ଚାଲିଆସିଥିଲା କୁଟୁରା: ଛେଳି ମାଲିକ ଘରେ ରଖିଥିବା ଖବର ପାଇ…
ବଣାଇଁ, ୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜାମୁଡ଼ିହି ସେକ୍ସନର ଝିରପାଣି ଗ୍ରାମରୁ ସୋମବାର ଏକ କୁଟୁରା ଛୁଆକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା କୁଟୁରା ଛୁଆଟି ପ୍ରାୟ ଦୁଇ ମାସ…
ସ୍କୁଟିରେ ଯାଉଥିବାବେଳେ ମା’ ଝିଅଙ୍କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଘଟିଲା …
ବଲାଙ୍ଗୀର, ୯।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମା’ ଝିଅଙ୍କ ଜୀବନ ଯାଇଥିଲା। ଏହି ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ବଲାଙ୍ଗୀର ସହରର ମହାଦେବ ମନ୍ଦିର ଛକରେ…
ଦିଗପହଣ୍ଡି ବସଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ ; ପ୍ରତିବାଦରେ ୪ ଘଣ୍ଟା ରାସ୍ତାରୋକୋ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ
ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗଞ୍ଜାମ ଜିଲାର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ଏହି ବସଷ୍ଟାଣ୍ଡ ଇଲାକାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି । ଏଠାରେ ୪ ଟି ପ୍ରମୁଖ…
ଦୂରଦୃଷ୍ଟି ସମ୍ପନ୍ନ ନାରୀ ନେତ୍ରୀ ଥିଲେ ନନ୍ଦିନୀ ଦେବୀ: ଶିକ୍ଷକ ସମାଜ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ
ଭଞ୍ଜନଗର,୯/୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଗବେଷଣା ପରିଷଦ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଏବଂ ଘୁମୁସର ଗବେଷଣା ପରିଷଦ ପକ୍ଷରୁ ମିଳିତ ଭାବେ…
ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆ ପଦକ୍ଷେପ: ଆଧୁନିକ ଦୈନିକ ବଜାର ଉଦ୍ଘାଟିତ
ପଦ୍ମପୁର,୯।୬(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧୀନରେ ନିର୍ମିତ ଆଧୁନିକ ଦୈନିକ ବଜାର ଆଜି ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯାଇଛି। ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବଜାରର ଉଦ୍ଘାଟନ କରିଥିଲେ। ପଦ୍ମପୁର…
ଏମିତି ବି ଆସେ ମୃତ୍ୟୁ…ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖି ସକାଳେ ଶୋଇଲେ ଆଉ ଉଠିଲେନି ସଂଗ୍ରାମିକା..
ପୁରୀ,୯।୬( ଅଜିତ୍ କୁମାର ମହାନ୍ତି ): ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ସଂଗ୍ରାମିକା ତାଙ୍କ ମା’ ବାପାଙ୍କ ସହ ଭଢା ଘରେ ରହୁଥିଲେ । ତେବେ ଶନିବାର ରାତି…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା
ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର ମଇଁଷି ପଲ ନେଇ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗହୀରକୁ ଯାଇଥିଲେ। ବିଲରେ ମଇଁଷି…
୩ ଇଞ୍ଜିନିୟର ସସ୍ପେଣ୍ଡ୍: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ, ବରଗଡର…
ବରଗଡ/ଭୁବନେଶ୍ୱର,୯।୬(ପ୍ରେମାନନ୍ଦ ଖମାରୀ): ଜଳ ସମ୍ପଦ ବିଭାଗର ୩ ଇଞ୍ଜିନିୟରଙ୍କୁ ସସ୍ପେଣ୍ଡ କରାଯାଇଛି। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲଙ୍କୁ କେନାଲ…
ମୋବାଇଲ ମରାମତି ଖର୍ଚ୍ଚ ମାଗିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ, ଫେରାର୍ ଥିବା ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବଞ୍ଚୋ/ଆନନ୍ଦପୁର/ହାଟଡିହୀ , ୯।୬(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ) : କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଉଲ୍ଲୋଳ ଗ୍ରାମରେ ମୋବାଇଲ ଚୋରି ଘଟଣାକୁ ନେଇ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଘଟଣାରେ ଆନନ୍ଦପୁର ଏସଡିପିଓଙ୍କ ହସ୍ତକ୍ଷେପ ପରେ ଦୀର୍ଘ…
କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ, ବାପା-ପୁଅ….
ଆଳି,୯।୬(ବନମାଳୀ ସେନାପତି): କୂଅ ସଫା ବେଳେ ସ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ।…
ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ
ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ ଭୁସଂସ୍କାର ଆଇନ ପ୍ରଣୟନ ଠାରୁ ଆରମ୍ଭ କରି ଓଡ଼ିଶାର ଉନ୍ନତି ପାଇଁ ବିଭିନ୍ନ…
ଫଳକକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ: ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉତ୍ତେଜନା
ଖଲ୍ଲିକୋଟ, ୯।୬(ପ୍ରଶାନ୍ତ କୁମାର ମିଶ୍ର) : ଖଲ୍ଲିକୋଟ ବ୍ଲକରେ ରବିବାର ଦୁଇଟି ଫଳକ ଯୋଗୁ ସାଂସଦଙ୍କ କର୍ମୀ ଓ ବିଧାୟକଙ୍କ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତେବେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ ଟି…

