ଆମ ଜିଲା ଖବର

୩ ମାସରେ ବି ଅପ୍‌ଡେଟ ହେଉନି ନିଲାମ ଖଣି

ନୟାଗଡ଼ ଅଫିସ,୨୭।୪: ନିଲାମ ଖଣିକୁ ୩ ମାସ ମଧ୍ୟରେ ମାପଚୁପ କରାଯାଇ ଅପ୍‌ଡେଟ କରାଯିବାର ସରକାରୀ ନିୟମ ରହିଛି ା ହେଲେ ନୟାଗଡ଼ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଶୀତଳଭଣ୍ଡାରରେ ପଡି ରହୁଛି । ଏଣୁ ମୟୂରଝାଲିଆ ଓ ପୁଅଁାଣିଆ ପରି ପାହାଡ଼ରେ…

ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ ସାହୁ ଏବଂ ଜିଲାପାଳ ସରୋଜ କୁମାର ସେଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ତୁମ୍ବିତୋଫାନ…

୧୮ ବର୍ଷ ହେଲା ଅପେକ୍ଷା

ଢେଙ୍କାନାଳ ଅଫିସ, ୨୭।୪: ଜିଲା ସଦର ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍‌ ଚଳାଚଳ ସୁଗମ କରାଇବା ସ୍ବପ୍ନ ଦେଖାଇଛନ୍ତି ସରକାର। ଓଡ଼ିଶାର ୨୨ ଜିଲାରେ ୫୫ଟି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ, ଯେଉଁଠାରେ ବସ୍‌ ରହଣି ସମେତ ଯାତ୍ରୀଙ୍କ…

କାର୍ଯ୍ୟକ୍ଷମ ହେଉନି ୩୮ ଲକ୍ଷର କୋଠା

ବଇଣ୍ଡା, ୨୭ା୪ (ଡି.ଏନ.ଏ.): ଚୋରା ମଦ କାରବାର ରୋକିବାକୁ ଅବକାରୀ ଥାନାର ନୂଆ କାର୍ଯ୍ୟାଳୟ ନିର୍ମାଣ ହେଲା। ରାଜ୍ୟ ରାଜକୋଷରୁ ଏଥିପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହେଲେ ୩ବର୍ଷ ହେଲା କୋଠା ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନି…

୧୨୫ ଏସି, ୨ ଲିଫ୍ଟ ଅଚଳ

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ସୀମା ଟପିଛି। ଜିଲା ସ୍ବାସ୍ଥ୍ୟସେବାର ପ୍ରମୁଖ ପ୍ରତିଷ୍ଠାନ ବୋଲାଉଥିବା ଏହି ମେଡିକାଲରେ ୧୨୫ ଏସି ଏବଂ ୨ ଲିଫ୍ଟ ଅଚଳ ହୋଇପଡ଼ିଛି। ୮୦ ଷ୍ଟାବିଲାଇଜର ମଧ୍ୟ ଖରାପ ହୋଇଯାଇଛି। ଅସହ୍ୟ…

ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଥାନା ଆଗରେ ଧାରଣା

ଶେରଗଡ଼, ୨୭ା୪(ଡି.ଏନ.ଏ.): ଶେରଗଡ ବ୍ଲକର ସୁନାନ୍ତର ଛକରେ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ଘଟି ୧୩ଜଣ ଆହତ ହୋଇଥିଲେ। ସୁନାନ୍ତର ଗ୍ରାମର ଆହତ ଗନ୍ତାୟତ ଗୌଡଙ୍କ ଏତଲାକୁ ଭିତ୍ତି କରି ଶେରଗଡ଼ ପୋଲିସ ମାମଲା ରୁଜୁ କରି ଗୋଟିଏ ଗୋଷ୍ଠୀର ୧୩…

ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ

ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ବାସୁଦେବପୁର ପୋଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ୪୮୬ ଗ୍ରାମର ସୁନା…

ବକେୟା ଚାଉଳ ଦାବିକଲେ ହିତାଧିକାରୀ

ଚମ୍ପୁଆ,୨୭ା୪(ଡି.ଏନ୍‌.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର ଅଧିକାରୀ ବୁଧବାର ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ହିତାଧିକାରୀ ବକେୟା ଚାଉଳ ପ୍ରଦାନ…

ସ୍ବାମ-ପିପିଳି ରାସ୍ତା ମରଣଯନ୍ତା

ପାଟଣା,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ପିପିଳିଆ ପୂର୍ତ୍ତ ବିଭାଗର ୧୦ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥା ରାସ୍ତାରୁ ପିଚୁ ତାଡ଼ି ଅଧପନ୍ତରିଆ ଭାବେ ଛାଡ଼ି ଦେଇଛି। ଫଳରେ ମେଟାଲ ଉଠି ଦୈନିକ ଦୁର୍ଘଟଣା ଘଟୁଛି।…

୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ ସ୍ମାର୍ଟ…

ବିଡିଓ, ଭେଣ୍ଡରଙ୍କୁ ଜବାବ ତଲବ

କୋରେଇ,୨୭ା୪(ଡି.ଏନ.ଏ.): ଜାଲ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ବିଲ କରି ଟିକସ ଫାଙ୍କି ଅଭିଯୋଗ ଘଟଣାରେ ଯାଜପୁର ଜିଲା କୋରେଇ ବିଡିଓ ହରଡ଼ଘଣାରେ ପଡିଛନ୍ତି। ଏନେଇ ସିଟିଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଆଞ୍ଚଳିକ ଅଧିକାରୀ ତଦନ୍ତ କରି ଗତ ୬ ତାରିଖରେ କୋରେଇ ବିଡ଼ିଓକୁ…

ରେଙ୍ଗାଲି କେନାଲ ନିର୍ମାଣ ପାଇଁ ଘର ଉଚ୍ଛେଦ

କାଳିଆପାଣି,୨୭ା୪(ଡି.ଏନ.ଏ.): ରେଙ୍ଗାଲି କେନାଲ ନିର୍ମାଣରେ ସମସ୍ୟା ଉପୁଯାଉଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ବୁଧବାର ଭାଙ୍ଗିଦେଇଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କେନାଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?