ଆମ ଜିଲା ଖବର

ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ କଲେଜ…

ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଥାନାରେ ୨୧ଜଣ ପୋଲିସ ନିୟୋଜିତ ହେବେ। ଏଥିସହ ଗୋଟିଏ ସପ୍ତାହ କୌଣସି ଏକ…

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା କମ୍‌ ମାର୍କ ଆସିବାର ଭୟ ରହୁଥିଲା। ଆଶାୟୀଙ୍କ ମନ ମୁତାବକ ସାର୍ଟିଫିକେଟରେ ମାର୍କ ଚଢ଼ାଇ…

କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୋଗରାଇ,୨୬ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ମାରିବା ସହିତ ଭୟଭୀତ କରି ଲକ୍ଷାଧିକ ଟଙ୍କା ଏବଂ…

ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ନେଇ ବିବାଦ

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ନେଇ ନଦୀଗାଁ ଓ ଫଳପୁର ଦୁଇ ମୌଜା ମଧ୍ୟରେ ବିବାଦ ଉପୁଜିଛ। ଏ ନେଇ ବୁଧବାର ନଦୀଗାଁ ପଞ୍ଚାୟତବାସୀ ଓ ପାଖ ଗ୍ରାମର ଗ୍ରାମବାସୀମାନେ…

୩ ଚୋର ଗିରଫ: ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ

ପଦ୍ମପୁର,୨୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ଗଞ୍ଜାମ ଜିଲାର ଆସ୍କା ଥାନା ଅଞ୍ଚଳରୁ ୩ ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମନେ ହେଲେ ଆସ୍କା…

ଝାରସୁଗଡ଼ା ଉପନିର୍ବାଚନ: ପ୍ରଚାର ଜୋରଦାର

ଝାରସୁଗୁଡ଼ା ଅଫିସ ୨୬।୪: ଝାରସୁଗଡ଼ା ଉପନିର୍ବାଚନକୁ ଆଉ ମାତ୍ର ୧୪ ଦିନ ଥିବା ବେଳେ ପ୍ରଚାର ସରିବାକୁ ରହିଛି ୧୨ ଦିନ । ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡା…

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ରେ ଏକ ମାମଲା…

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୬।୪: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ୫ ସଦସ୍ୟ ପଦ ଖାଲି ପଡ଼ିବା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ…

ଅବହେଳିତ ପାତାଳି ଶ୍ରୀକ୍ଷେତ୍ର

ସୋନପୁର,୨୬।୪ (ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟ ସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପାତାଳି ଶ୍ରୀକ୍ଷେତ୍ରର ରହିଛି ଅନେକ ଖ୍ୟାତି। କିମ୍ବଦନ୍ତୀ କହେ, ଏଠି ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ୧୪୪ ବର୍ଷ…

ଜଣେ କର୍ମଚାରୀରେ ଚାଲୁଛି ଆର୍‌ଆଇ ଅଫିସ

ଅମରପାଲି,୨୬।୪ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନରେ ଥିବା ସୁବଳୟା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ(ଆରଆଇ ଅଫିସ)ରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ କାମରେ ସମସ୍ୟା ହେଉଛି। ଫଳରେ ବିଭିନ୍ନ କାମରେ ଏହି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ଉପଯୁକ୍ତ ସେବା…

୩ ରଥର ୯ ତୁମ୍ବ ଗୋଲେଇ ସରିଲା

ପୁରୀ ଅଫିସ,୨୬।୪: ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?