ଆମ ଜିଲା ଖବର

କେନାଲ ସଫେଇ ନାମରେ ଚାଲିଛି ଘାସକଟା

ସାଲେପୁର,୭ା୭(ଅରବିନ୍ଦ ଭୂୟାଁ): ଆଗକୁ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ କେନ୍ଦ୍ରାପଡ଼ା କେନାଲ ସମେତ ଶାଖା କେନାଲଗୁଡ଼ିକୁ ସଫେଇ କରାଯାଉଛି। ସରକାରଙ୍କ ପକ୍ଷରୁ ଜଳସେଚନକୁ ଅଧିକ ଗୁରୁତ୍ୱ ଦେଇ କେନାଲଗୁଡିକୁ ସଫେଇ କରିବା ନିମନ୍ତେ ଅର୍ଥ ମଞ୍ଜୁର କରାଯାଉଥିବାବେଳେ ସଫେଇ କରୁଥିବା…

ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇଁ ହଟହଟା

କଟକ,୭ା୭ (କାର୍ତ୍ତିକ ସାହୁ): ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଂସ୍କାର ଆଣୁଥିବା ଡିଣ୍ଡିମ ପିଟୁଛି। ହେଲେ ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରି କି ବଲାଙ୍ଗୀର,…

ନୀଳଗିରିରେ ନରବଳି ଉଦ୍ୟମ

ନୀଳଗିରି,୭ା୭(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତର କଇଁଫୁଲିଆରେ ନିଛାଟିଆ ରାସ୍ତାରୁ ଜଣେ ଯୁବକଙ୍କୁୁ ଟେକି ନେଇ ନରବଳି ଉଦ୍ୟମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତନ୍ତ୍ର ସାଧନା ପାଇଁ ଜଣେ ତାନ୍ତ୍ରିକ ଓ ତାଙ୍କର ୪…

ତାଳଧ୍ୱଜ ରଥର ଭୋଇ ସେବକଙ୍କ ମୃତ୍ୟୁ

ପୁରୀ,୭ା୭(ଅଜିତ୍‌ ମହାନ୍ତି):ଚଳିତବର୍ଷ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ରଥ ଟଣା ସମୟରେ ଏକ ଅଘଟଣ ଘଟିଥିଲା। ଯେଉଁଥିରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଭୋଇ ସେବକ ନକୁଳ ଭୋଇଙ୍କ ସମେତ କେତେଜଣ ଭକ୍ତ ଆହତ ହୋଇଥିଲେ। ତେବେ ଆହତ ହୋଇଥିବା ଭୋଇ ସେବକ…

୧୫ରେ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ

କଟକ,୭ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୧ ପାଇଁ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ ନିମନ୍ତେ ୮୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଓପିଏସ୍‌ସି କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ହେବ…

ନାବାଳିକାଙ୍କୁ ଧରି ମୁସଲମାନ ଯୁବକ ଫେରାର

କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ମୁସଲମାନ ଯୁବକ ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସହାୟତା କରିଥିବା ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁବା…

ମଦ ଜବତ କରି ଥାନାକୁ ଆଣିଲେ ଗ୍ରାମବାସୀ

ଜୁନାଗଡ଼,୬।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁସଡର ଗ୍ରାମରେ ବେଆଇନ ମଦ କାରବାର ଜୋରସୋରରେ ଚାଲିଛି। ଏପରି କି ଏହାକୁ ନେଇ ଗତ କିଛି ମାସ ତଳେ ଗ୍ରାମବାସୀ ଜିଲାପାଳ, ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ…

ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା

ରାଉରକେଲା,୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ୩୫ ଫୁଟ୍‌ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍‌ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍‌ଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।…

ବିଦ୍ୟାଳରେ ତାଲା ପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୬ା୭(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ବାଛୋଳ ପଞ୍ଚାୟତ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ଅମର ଦାସଙ୍କ ବଦଳିକୁ ବିରୋଧ କରି ଗୁରୁବାର ଗ୍ରାମବାସୀ, ଅଭିଭାବକ ଓ…

ନାମଲେଖା ଫି ନେଇ ଅସନ୍ତୋଷ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଖୁଣ୍ଟପାଲିସ୍ଥିତ ବାବା ବାଲୁଙ୍କେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଫି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅଭିଭାବକମାନେ…

ଜୋର ଧରିଲା ବିବାଦ: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଏତଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ବିରୋଧ କରିଛି। ଗୁରୁବାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ଭାରତ ମୁକ୍ତି ମୋର୍ଚ୍ଚା…

୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୭(ଅରୁଣ କୁମାର ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷିଛି। ମାତ୍ର ୧୦ ମିନିଟ୍‌ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଉକ୍ତ ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?