ଆମ ଜିଲା ଖବର

ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା କାର୍ଯ୍ୟ ନିମ୍ନମାନର

ବରୀ,୨୯ା୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ଗୋଳକୁଣ୍ଡ-ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଭାଗ ତରଫରୁ ୩୩ କୋଟି ୫୦ ଲକ୍ଷ ୮୧୩ ଟଙ୍କା ମଞ୍ଜୁର କରାଯାଇଛି। ହେଲେ…

ଅନିୟମିତତା: ୨ ପ୍ରମୁଖ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଯାଜପୁର,୨୯ା୯(ହର୍ଷବର୍ଦ୍ଧନ ବେହେରା) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ (ବିଲ୍ଡିଂ ଏବଂ ବ୍ରିଜେସ)ର ଚିଫ୍‌ ଇଞ୍ଜିନିୟର ବା ମୁଖ୍ୟଯନ୍ତ୍ରୀ ରମେଶ କୁମାର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିସିପ୍ଲିନାରି ପ୍ରୋସିଡିଂ) ଗ୍ରହଣ କରାଯାଇଛି। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟରେ ଅଧୀକ୍ଷଣ…

୩୧ କେଜି ଲଡୁ ୨୨ ଲକ୍ଷରେ ନିଲାମ

ତାଳଚେର,୨୯।(ମନୋଜ ନନ୍ଦ):ତାଳଚେର ଗଣପର୍ବର ଅନ୍ତିମ ପର୍ଯ୍ୟାୟରେ ଗୁରୁବାର ଗଜାନନଙ୍କ ଆଜ୍ଞାମାଳ ଓ ୩୧.୬୦ କେଜି ଲଡୁ ନିଲାମ ଅତି ଆଡମ୍ବର ପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ…

୨୪ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି…

ଢେଙ୍କାନାଳ ସହରରେ ହେଟା ଆତଙ୍କ

ଢେଙ୍କାନାଳ,୨୯ା୯ (ରତନ ନାୟାର):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍‌ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି…

ବ୍ରିଜ୍‌ ଉପରୁ ଡେଇଁ ନିଖୋଜ

ସୁନାବେଡ଼ା,୨୮ା୯(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ବାପୁଜୀ କଲୋନିରେ ରହୁଥିବା ଚଣ୍ଡାଳ ଗରଡ଼ା(୬୧) ବୁଧବାର ରାତିରେ ଘରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଚଣ୍ଡାଳଙ୍କ କୌଣସି ପତ୍ତା ପାଇ ନ ଥିଲେ। ଗୁରୁବାର ଟିମ୍ବର ବ୍ରିଜ୍‌…

ସ୍ବାଭାବିକ ହେଉନି ରେଳସେବା

କୋରାପୁଟ, ୨୮ା୯(ଅମିତାଭ ବେହେରା): କୋରାପୁଟ ଜିଲାର ଜରଟି ଗ୍ରାମ ନିକଟରେ ଗତ ରବିବାର ଭୋରରେ ଘଟିଥିବା ଭୂସ୍ଖଳନକୁ ଇତି ମଧ୍ୟରେ ୫ ଦିନ ବିତିଯାଇଛି। ତଥାପି ସ୍ବାଭାବିକ ହୋଇପାରି ନାହିଁ ରେଳ ସେବା ା ରେଳ ଲାଇନ ମରାମତି କାର୍ଯ୍ୟରେ ବର୍ଷା…

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ

ରେଢ଼ାଖୋଲ,୨୮ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପ୍ରଧାନ (୫୪)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁଟାସିଂହା ଗ୍ରାମର ଅଶ୍ବିନୀ ବଘାର (୨୭) ଓ ମହେଶ ବଘାର (୨୫)। ମିଳିଥିବା…

ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ,୨୮ା୯(ଦ୍ବିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମ ବାଉରୀ ସାହିରେ ୨୦୧୭ ଏପ୍ରିଲ ୩୦ରେ ତାସଖେଳକୁ କେନ୍ଦ୍ର କରି ଶୁକଦେବ ନାଇକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଛତ୍ରପୁର ଅତିରିକ୍ତ…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ପାରଳାଖେମୁଣ୍ଡି,୨୮ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଆର.ଉଦୟଗିରି ଥାନା ଅଧୀନ ବାଦପୁର ଗ୍ରାମରେ ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲା ଦୌରାଜଜ୍‌ ପ୍ରଣବ କୁମାର ରାଉତରାୟ। ଅଭିଯୁକ୍ତ ସ୍ବାମୀ ହେଲେ ସୁବାସ ଚନ୍ଦ୍ର ନାୟକ। ୨୦୧୯ ଏପ୍ରେଲ…

୨ ଭାଜପା ବିଧାୟକ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର,୨୮।୯(ସୁନିତ୍‌ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା…

ବସ୍‌ ମାଲିକ ସଂଘର ବୈଠକ

ପୁରୁଷୋତ୍ତମପୁର,୨୮।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଗୁରବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?