ଆମ ଜିଲା ଖବର

ଜ୍ଞାନମନ୍ଦିରରେ ଲାଗିଲା ନିଆଁ

କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ଯୋଗୁ ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ କେନ୍ଦ୍ର…

୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। ଫଳରେ…

ମା’ ତାରାତାରିଣୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ନେଇ ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଆସନ୍ତା ୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀ ମନ୍ଦିରରେ ହେବ ଷୋଡ଼ଶ ଉପଚାର ପୂଜା। ଏଥିପାଇଁ ବୁଧବାର ଗଞ୍ଜାମ ଜିଲାପାଳ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ସୁଧୁରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ସେବା, ଏସ୍‌ପିଙ୍କୁ ଭେଟିଲେ ଉପଭୋକ୍ତା

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ): ସରକାରଙ୍କ ପକ୍ଷରୁ ଟେଲିକମ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଛି। ହେଲେ ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହରରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି। ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି…

ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ତଥାପି…

ଦବିଲା ଟ୍ରେନ୍‌ ଲାଇନ୍‌, ଅଟକିଲା ଟ୍ରେନ୍‌

ବାଲେଶ୍ୱର,୪ା୧୦(ମାନସ ବିଶ୍ୱାଳ): ଟ୍ରେନ୍‌ ଲାଇନ୍‌ ଦବିଲା ପରେ ଅଟକି ରହିଲା ଟ୍ରେନ୍‌। ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଦବିଗଲା। ଅଧା ବାଟରେ ଅଟକିଲା ଟ୍ରେନ୍‌। ସୂଚାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ପ୍ରବଳ ବର୍ଷା ହୋଇଥିଲା।…

ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,ବିଦ୍ୟୁତ ସେବା ଠପ୍‌ ହେବା ଆଶଙ୍କା

ଛତ୍ରପୁର,୪।୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ ଠିକା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା ଦେଖାଯିବା ସହ ବିଦ୍ୟୁତ ସେବା ଠପ୍‌ ହେବା…

ହିଟ୍‌ ଆଣ୍ଡ ରନ୍‌: ଅଜଣା ଗାଡି ଧକ୍କାରେ ୨ମୃତ

କୁଚିଣ୍ଡା,୪।୧୦(ବିରଞ୍ଚି ଦର୍କା): କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ପଣ୍ଡରିକଟା ଗ୍ରାମର ଦଧି ଦର୍କା(୭୦) ଓ ପାରୁଆଭାଡି ଗ୍ରାମର…

୧୬୦ ଚୋରି ମୋବାଇଲ ଜବତ କଲାଣି ଗଞ୍ଜାମ ପୋଲିସ

ଛତ୍ରପୁର,୪।୧୦(ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ମୋବାଇଲ ଚୋରି ଉପରେ ଧରପଗଡ଼ କରି ସଫଳତା ପାଇଛି। ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ମୋବାଇଲ ହଜିବା ଓ ଚୋରି ନେଇ ବିଭିନ୍ନ ଥାନାରେ ୧୪୮ ଟି ମାମଲା ରୁଜୁ ହୋଇଥିଲା। ଏନେଇ ପୋଲିସ…

୩ମାସର ଦରମା ନ ମିଳିବାରୁ ଟିଟାନିୟମ କମ୍ପାନୀର କର୍ମଚାରୀଙ୍କ ଆନ୍ଦୋଳନ

ଛତ୍ରପୁର,୪।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସରାଫ ଟିଟାନିୟମ କମ୍ପାନୀର କର୍ମଚାରୀ କରିଛନ୍ତି ଆନ୍ଦୋଳନ। ତିନି ମାସ ହେଲା ଦରମା ମିଳୁ ନ ଥିବାରୁ ଆଜି ଶାନ୍ତିପୂର୍ଣ୍ଣ ଭାବେ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଭୂ-ବିସ୍ଥାପିତ କଲ୍ୟାଣ ସମିତି।…

ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ୍‌

କଟକ,୪ା୧୦(କାର୍ତ୍ତିକ ସାହୁ)ଏସ୍‌ସିବି ମେଡିକାଲରେ କ୍ରମାଗତ ୨ ଦିନ ଧରି ବିଦ୍ୟୁତ୍‌ ବିଭ୍ରାଟ ଓ ତା’ପରେ ଗୋଟିଏ ଦିନ ଜଳଯୋଗାଣ ବିଭ୍ରାଟକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ବିଧାୟକ ସୌଭିକ୍‌ ବିଶ୍ୱାଳ। ଏଭଳି ବିଭ୍ରାଟ ଘଟଣାକୁ ନେଇ ବିଧାୟକ ସୌଭିକ୍‌ ଏସ୍‌ସିବି…

ନର୍ଦ୍ଦମାପାଣିରେ ମୂର୍ତ୍ତି ବିସର୍ଜନ

ଯୋଡା,୪ା୧୦(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ଆମ୍‌ ବାଗାନଠାରେ ଏକ କୃତ୍ରିମ ପୋଖରୀ କରାଯାଇଛି। ଏହି ପୋଖରୀରେ ପ୍ରତିବର୍ଷ ଠାକୁରଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?