ଫୁଲୁଛି ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ;୪ ପ୍ରମୁଖ ଡ୍ୟାମ୍ର ଜଳସ୍ତର ବୃଦ୍ଧି
ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଗୋଟିଏ ଡ୍ୟାମରୁ ଜଳ ନିଷ୍କାସନ କରାଯାଇ ନାହିଁ। ଡ୍ୟାମରୁ ନିଷ୍କାସିତ ପାଣି, ବର୍ଷା…
ବରଗଡ଼ ଜିଲାରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ
ବରଗଡ଼/ଗାଇସିଲେଟ୍/ବରପାଲି/ଅତାବିରା/ପଦ୍ମପୁର, ୩।୮(ପ୍ରେମାନନ୍ଦ ଖମାରୀ/ବେଦପ୍ରକାଶ କଲେତ୍/ଚିତ୍ତରଞ୍ଜନ ସାହୁ/ ହୃଷିକେଶ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ୨ଦିନ ହେଲା ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। କେଉଁଠାରେ ପୋଲ ଉପରେ ଆଣ୍ଠୁଏ ପାଣି ବହୁଛି…
ଝରିଗାଁ ବ୍ଲକର ୪୬ ଗାଁକୁ ନାହିଁ ରାସ୍ତା
ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ୬୨.୩୭% ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସରକାର ସେମାନଙ୍କୁ ସ୍ବାସ୍ଥ୍ୟ,…
ମୋ ଘର ଯୋଜନା ପ୍ରତି ଆଗ୍ରହୀ ନାହାନ୍ତି ହିତାଧିକାରୀ
ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏହି ଯୋଜନାର ସୁବିଧା ନେବା ପାଇଁ ହିତାଧିକାରୀଙ୍କ ଆଖିଦୃଶିଆ ସଂଖ୍ୟା ଛୁଇଁପାରିନାହିଁ।…
ମୌଳିକ ସୁବିଧାରୁ ବଞ୍ଚିତ ନୂଆଗାଁ
ବାଲିମେଳା,୩ା୮(ଶିବଦତ୍ତ ସାହୁ): ବିକାଶର ଶବ୍ଦ ବୁଝାଇବା ପାଇଁ ସେମାନଙ୍କର ପଖରେ କେହି ନାହାନ୍ତି। ହେଲେ ସେଠାକାର ଲୋକେ ବୁଝନ୍ତି କେବଳ ସମସ୍ୟାର ଭାଷା। ଅଞ୍ଚଳର ବିକାଶ ନେଇ ଗ୍ରାମବାସୀ ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆଗରେ ବହୁବାର ନେହୁରା ହୋଇଛନ୍ତି ।…
ମହାନଦୀ ବନ୍ୟାଜଳ ଘେରରୁ ଜଣେ ଉଦ୍ଧାର, ୧ ନିଖୋଜ
ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )ମହାନଦୀ ମଧ୍ୟଭାଗରେ ଥିବା କୁଦରେ ବୁଧବାର ୨ଜଣ ଗାଈ ଚରାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମେଣ୍ଢା ଫସି ରହି ଯାଇଥିଲେ। ଗାଈ, ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ମହାନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁ ଏଭଳି…
ଅସଲି ବସ୍ତାରେ ନକଲି ସାର
ଉମରକୋଟ, ୩।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ କୋପେନା ଗ୍ରାମର ସାର ବ୍ୟବସାୟୀ ସୁଦେଇ ମାଳି ସ୍ଥାନୀୟ ଅଞ୍ଚଳ ଚାଷୀଙ୍କୁ ଡିଏପି ସାର ନାମରେ ଖାଲି ମାଟି ଓ ପଥର ଗୁଣ୍ଡ ବିକ୍ରି କରି ଠକିଥିବା ଚାଷୀ ଅଭିଯୋଗ…
ଓଏଏସ୍ ପାଇଲେ ବୋରିଗୁମ୍ମାର ସଂଗ୍ରାମ
ବୋରିଗୁମ୍ମା, ୩।୮(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକକୁ ଗର୍ବିତ କରିଛନ୍ତି ମାଳଦା ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମର ସଂଗ୍ରାମ ଭୂମିଆ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ସେ ୪୨୫…
ମହାପ୍ରଭୁଙ୍କ ସ୍ଥାନରେ ଅପରାଧର ସ୍ଥାନ ନାହିଁ
ପୁରୀ,୩।୮(ଅଜିତ୍ ମହାନ୍ତି)ପୁରୀ ପୋଲିସକୁ ଏକ ସଫଳତା ମିଳିଛି। ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ସଦର ଥାନା ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମର ଶ୍ରୀଧର ଜେନା…
କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା
ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ ଗାଁକୁ ଯାଇଥିବା ମାଟି ରାସ୍ତା କାଦୁଅରେ ପଚପଚ। ବର୍ଷା ଦିନେ ଗାଁକୁ ଚାରିଚକିଆ ଗାଡି…
ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି
ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )କଟକ ଜିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଭଜନ ମଣ୍ଡପ ଓ ମନ୍ଦିରରେ ମହାନଦୀର ପ୍ରଥମ ବନ୍ୟାଜଳ ବୁଧବାର ରାତିରେ ପଶିଛି। ସନ୍ଧ୍ୟା ସୁଦ୍ଧା ମନ୍ଦିର ସମ୍ମୁଖରେ ଥିବା ସମସ୍ତ ପାହାଚ ବୁଡ଼ିଯିବା ସହ ମନ୍ଦିର ବେଢ଼ା…
ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ
କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି।…
Archives


