ଆମ ଜିଲା ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ

ବାରିପଦା,୩।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): କଟକ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ସୋମବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ବିଚାରପତି ଏହାର ବିଚାର କରି ଅଭିଯୁକ୍ତ ବାରିପଦାର ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୂର୍ବତନ…

ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲାଗିଛି ଗାଁରେ ଉତ୍ତେଜନା: ପୋଲିସ ମୁତୟନ

ତିହିଡ଼ି,୩ା୬(ସଞ୍ଜିତ ବଳ): ତିହିଡ଼ି ଓ ପୀରହାଟ ଥାନା ଅଧୀନ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏବେବି ଉତ୍ତେଜନା ଦେଖାଦେଇଛି। ତିହିଡ଼ି ଥାନା ଅଧୀନ ଅଚକ ପଞ୍ଚାୟତରେ ନିର୍ବାଚନ ଚାଲିଥିବା ବେଳେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ବିରୋଧୀ ଦଳର…

ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼: ଧରାପଡ଼ିଲେ ଅଭିଯୁକ୍ତ

କଟକ,୩ା୬ (କାର୍ତ୍ତିକ ସାହୁ): ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍‌ ଦ୍ୱାରା ଜଣେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଗୌରଚନ୍ଦ୍ରପୁରର ପ୍ରବୀଣ କୁମାର ସାହୁ(୪୮)। ସୂଚନା ଅନୁସାରେ, ଅତ୍ୟାଧୁନିକ ଜ୍ଞାନ…

ବିଦ୍ୟୁତ୍‌ ତାର ଲାଗି ହରିଣ, କୁଟୁରାର ଚାଲିଗଲା ଜୀବନ

ଗଞ୍ଜାମ,୩ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଫରେଷ୍ଟ ଅଧୀନ ଲାଉପୁଟ ଗ୍ରାମ ସ୍ଥିତ ଏକ ନିର୍ଜନ ସ୍ଥାନରେ ବିଦ୍ୟୁତ୍‌ ତାର ଲାଗି ଏକ ହରିଣ ଏବଂ କୁଟୁରାର ମୃତ୍ୟୁ ଘଟିଛି। କେତେକ ଦୁର୍ବୃତ୍ତ ଏହି ବିଦ୍ୟୁତ୍‌ ତାର ବିଛେଇ ଥିବା ଜଣାପଡିଛି।…

ଗଣତି ପରେ ବିଜୟ ଉତ୍ସବ ପାଳନ କରିପାରିବେନି, ଲାଗିଲା କଟକଣା

ପୁରୀ,୩।୬: ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ କଟକଣା ଲାଗିଛି। ବାଣ ଟ୍ରାଜେଡିକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ…

ଗଞ୍ଜାମରେ ଭୋଟ ଗଣତି ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଛତ୍ରପୁର,୩।୬(ସନ୍ତୋଷ ପାଢ଼ୀ )- ଆସନ୍ତାକାଲି ଭୋଟଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ରେ ଜିଲା ପୋଲିସ, ଦ୍ୱିତୀୟରେ…

ମଙ୍ଗଳବାର ଭୋଟ ଗଣତି: ଶେଷ ପର୍ଯ୍ୟାୟରେ ଗଞ୍ଜାମ ଜିଲା ପୋଲିସର ପ୍ରସ୍ତୁତି

ଛତ୍ରପୁର ୩।୬ (ଦିଲୀପ କୁମାର ସାମଲ): ଆସନ୍ତାକାଲି ଗଞ୍ଜାମ ଜିଲାର ଛତ୍ରପୁର ଅନଶ୍ଲୋ ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ବିଧାନସଭା ପାଇଁ ଭୋଟ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକୁ ସୁରୁଖୁରରେ ସମ୍ପାଦନ…

ଦିଲ୍ଲୀପ ହତ୍ୟା ଘଟଣାରେ ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ, ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପିଙ୍କ ସୂଚନା

ଛତ୍ରପୁର /ଖଲ୍ଲିକୋଟ,୩।୬ (ଦିଲୀପ କୁମାର ସାମଲ/ ପ୍ରଶାନ୍ତ କୁମାର ମିଶ୍ର/ସନ୍ତୋଷ ପାଢ଼ୀ): ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସା ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।…

ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ…

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ଭିତର ବେଢାର ଫଟୋ ଭାଇରାଲ

ପୁରୀ,୩ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ବାରଂବାର ସୁରକ୍ଷା ଉଲଂଘନ ଯେଉଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିର ବେଢାରେ ଦୁଇଜଣ…

ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଦୋକାନ ମାଲିକ ନୀତିଦିନ…

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?