ଆଜି ହେରାପଞ୍ଚମୀ -ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ
ପୁରୀ,୨୦।୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ…
ଶିକ୍ଷକ ଅବସର ପରେ ଏଡେଡ୍ ହାଇସ୍କୁଲରେ ନିଯୁକ୍ତି ନାହିଁ: ଶିକ୍ଷକ ଅଭାବରେ ଶିକ୍ଷାଦାନ ବ୍ୟାହତ
କେସିଙ୍ଗା, ୨୦।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରକାରୀ ଅନୁଦାନପ୍ରାପ୍ତ (ଏଡେଡ୍) ଓ ନୂତନ ଏଡେଡ୍ ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କ ଅବସର ପରେ ନୂତନ ନିଯୁକ୍ତି ହେଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ…
ନିଖୋଜ ଥିଲେ ବୃଦ୍ଧ ପୋଖରୀରୁ ମିଳିଲା ମୃତଦେହ
ଦିଗପହଣ୍ଡି,୨୦।୭,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ଗ୍ରାମର ଭାସ୍କର ବରାଡ଼(୮୨) ଶନିବାର ସାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ମୃତଦେହ…
ଜଗା ଦର୍ଶନ ପାଲଟିଲା ଶେଷ ଯାତ୍ରା, ଚା’ କପ୍ ଧରି ଟ୍ରେନ୍ରେ ଚଢ଼ୁଥିବା ସମୟରେ…
ଛତ୍ରପୁର, ୨୦।୭ (ଦିଲ୍ଲୀପ ସାମଲ): ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ୍ରେ ଘରକୁ ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଛି। ଛତ୍ରପୁର ରିକାପଲ୍ଲୀ ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର ସେନାପତି (୭୦) ଟ୍ରେନ୍ରେ ଚଢ଼ୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ୍ ଚକା…
କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ, ଚାପା ଉତ୍ତେଜନା
ବରଗଡ଼୨୦।୭(ପ୍ରେମାନନ୍ଦ ଖମାର): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତ ସେଠାରେ ରହିଥିବା ଏକ ଷ୍ଟୁଲ…
ଗଞ୍ଜେଇ ବ୍ୟବସାୟୀଙ୍କ ମାଡ଼ରେ ୩ ପୋଲିସ ଆହତ
ହରଭଙ୍ଗା,୨୦।୭(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ହାଟଗାଁଠାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ…
ବଡ଼ବାପା, ଦାଦା ସାଜିଲେ ରାକ୍ଷସ: ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି ନାବାଳିକା
ବ୍ର୍ରହ୍ମପୁର,୨୦।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ପୁଣି ଯୌନଶୋଷଣ ଘଟଣା ସାମନାକୁ ଆସିଛି। ଦୁଇ ନାବାଳିକା ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି। ଗୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଅଭିଯୋଗରେ ବଡ଼ବାପା…
ଭାଜପାରେ ମିଶିପାରନ୍ତି ବିକ୍ରମ: ଗଞ୍ଜାମ ନୁହେଁ, ସବୁଠି ….
ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ରାଜ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେବେ ବିକ୍ରମ ଭାଜପାରେ ମିଶିବେ ସେନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ…
ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ
ଲଡର୍ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍ ଖେଳି ୧୭ଟି ଚୌକା ସହାୟତାରେ ୧୩୨ ରନ୍ କରି କ୍ରିଜ୍ରେ ରହିଛନ୍ତି। ଏପରିକି…
ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ
ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼ ସହରରେ ମଶାଲ ଶୋଭାଯାତ୍ରା ହୋଇଥିବାବେଳେ ଇସ୍ତଫା ଦାବି କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ
ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପାଣି ଛଡା ଯାଇଛି । ଏହାଦ୍ବାରା ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ…
ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ
କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ଜଣଙ୍କୁ ରବିବାର ଅଟକ ରଖାଯାଇଛି। ଅଭିଯୁକ୍ତମାନେ ହେଲେ ହମିଦ ବିବି…

