ଆମ ଜିଲା ଖବର

୧୧ ଦଫା ଦାବି ନେଇ ଗର୍ଜିଲା ଜୀବିକା ମିଶନ ଇସି ସଂଘ: ୧୩ରୁ ବିଧାନସଭା ଆଗରେ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାର ଜୀବିକା ମିଶନ ଇସି(ଏକ୍‌ଜିକ୍ୟୁଟିଭ କମିଟି) ସଂଘ ପୁନର୍ଗଠନ ନିଷ୍ପତ୍ତି ନେବା ପରେ ଆନ୍ଦୋଳନ ତେଜି ଉଠିଛି। ଏ ନେଇ ବୁଧବାର ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ…

ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍‌ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି…

ଘରକୁ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ମହିଳାଙ୍କ ଜୀବନ

ଲାଞ୍ଜିଗଡ, ୨୯।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ବସନ୍ତପଡା ଗ୍ରାମ ବୁଲାଣିରେ ଏକ ଅଜଣା ଗାଡି ଚାପାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ମହିଳା ଜଣକ ଡେଙ୍ଗସର୍ଗି ଗାଁର ବୃକୁଳି ମାଝୀ (୪୦) ବୋଲି…

ବ୍ୟାଙ୍କ ଶାଖା ପରିଚାଳକଙ୍କୁ ୨ ବର୍ଷ କାରାଦଣ୍ଡ

ବରଗଡ଼,୨୯।୧(ପ୍ରେମାନନ୍ଦଖମାରୀ): ବରଗଡ଼ ଜିଲା ଦହିତା ସ୍ଥିତ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ (ବିଏଜିବି)ର ପୂର୍ବତନ ଶାଖା ପରିଚାଳକ କ୍ଷୀରୋଦ କୁମାର ଷଡ଼ଙ୍ଗୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଏକ ଲାଞ୍ଚ ମାମଲାର ଶୁଣାଣି କରି ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜଜ୍(ସ୍ବତନ୍ତ୍ର…

ବରଗଡ଼ ଜିଲାର ବିକାଶ ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କର

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନ ୧୦ଟାରେ ଜିଲା ପରିଷଦର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର…

ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ

ସମ୍ବଲପୁର, ୨୯।୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଦିନକ ବ୍ଯବଧାନରେ ପୁଣି ଏକ ହାତୀର ମୃତ୍ୟୁ ଖବର ମିଳିଛି। ସମ୍ବଲପୁର ସଦର ରେଞ୍ଜ ଯାଦୁଲୁଇସିଂ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ତେବେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ହାତୀଟିର…

କେସିଙ୍ଗା ମହାବିଦ୍ୟାଳୟରେ ୪୪ତମ ବାର୍ଷିକୋତ୍ସବ ପାଳିତ

କେସିଙ୍ଗା,୨୯ା୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ…

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୪ ସପ୍ତାହ ମଧ୍ୟରେ ମାମଲା ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟଣାଗଡ ୨୯।୧ (ସଚ୍ଚିଦାନନ୍ଦ ମହାକୁର): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ହୃଷିକେଶ…

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ, ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟା ନ ଯିବା ନେଇ ହୋହଲ୍ଲା

ଥୁଆମୂଳ ରାମପୁର,୨୯ା୧ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହଠାରେ ବୁଧବାର ଦ୍ୱିମାସିକ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଏମ୍‌ପି ବ୍ଲକ ପ୍ରତିନିଧି…

ଗିନିଜ ବୁକ ଅଫ୍‌ ରେକର୍ଡରେ ସାମିଲ କଳାକାରଙ୍କୁ ଭବ୍ୟ ସ୍ବାଗତ

କେସିଙ୍ଗା ୨୯।୧(ତୁମେଶ୍ୱର ସାହୁ):କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର ଗିନିଜ ବୁକରେ ସ୍ଥାନ ପାଇଥିବାରୁ ରେଳବାଇ ଷ୍ଟେଶନରେ ବୁଧବାର ଭବ୍ୟ ସ୍ବାଗତ ଓସମ୍ବର୍ଦ୍ଧନା କରାଯାଇଛି। ଦିଲ୍ଲୀର ଇଣ୍ଡିଆ ଗେଟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି…

କୋରାପୁଟରେ ପିଏମ କିଷାନରେ ୫୯୫୦୮ ହିତାଧିକାରୀ ସାମିଲ

କୋରାପୁଟ,୨୯।୧(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭା ଗୃହରେ ବୁଧବାର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦିଶା ଅଧୀନରେ ଜିଲାର ସାମଗ୍ରିକ ବିକାଶ ନେଇ କାର୍ଯ୍ୟ କରାଯଉଥିବା…

ପାଠ ନ ଆସିବାରୁ ସ୍କୁଲ ଚାଉଳ ଘର ସଫାକରିବାକୁ ପଠାଇଥିଲେ ଶିକ୍ଷୟିତ୍ରୀ, ପରେ ଯାହା ଘଟିଲା ଦୁଇଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା

ପିପିଲି,୨୯।୧: ପୁରୀ ଜିଲା ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?