ଆମ ଜିଲା ଖବର

ଦିନ ଦ୍ୱିପହରରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିଭତ୍ସ ହତ୍ୟା

ଖଲ୍ଲିକୋଟ,୫।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଜେଲ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ବୁଧବାର ଗାଁ ନିକଟରେ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୪ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ…

ପୁରୀ ବେଳାଭୂମିରେ ବିବାହ ମଣ୍ଡପ, ଭାଇରାଲ ହେଉଛି

ପୁରୀ,୫।୩: ପୁରୀ ବେଳାଭୂମିରେ ବିବାହ ମଣ୍ଡପ ହେବାକୁ ଚାଲିଛି ଡେକରେଶନ୍‌। ଏଭଳି ମଣ୍ଡପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଡେକୋରେଶନ ବନ୍ଦ କରିବାକୁ ବଳିଆପଣ୍ଡା ପୋଲିସର ନିର୍ଦ୍ଦେଶ ଳଦେଇଛି। ବେଳାଭୂମିରେ ବିବାହ କି ବ୍ରତଘର ପାଇଁ…

କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ….

ଭୁବନେଶ୍ୱର,୫।୩: ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ଏମ୍‌ପି ଅନୁଭବ ମହାନ୍ତି ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ରାତି ପାହିଲେ ନିର୍ବନ୍ଧ ଆଉ ୧୧ ତାରିଖରେ ବାହାଘର । ଏହାକୁ…

ଅତାବିରାରେ ସିବିଆଇ ଚଢାଉ: ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ଚାଲିଛି ତନାଘନା, ଠିକାଦାରଙ୍କ ପୁଅକୁ ଉଠାଇ ନେଲା ସିବିଆଇ

ସରଣ୍ଡା, ୫।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପରମାନପୂର୍ ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ବୁଧବାର ସିବିଆଇ ଚଢାଉ ଚାଲିଛି। ବେଆଇନ ଟଙ୍କା କାରବାର ଅଭିଯୋଗକୁ ନେଇ ତନାଘନା କରୁଛି ସିବିଆଇ । ବିଶ୍ଵସ୍ତ ସୂତ୍ରରୁ ଜଣା…

ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ (ଗଣ୍ଠିପୋକ) ବ୍ୟାପି ବସିଛନ୍ତି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା…

ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ

ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ଭିତରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର…

ପୁଣି ଲଜ୍ଜ୍ୟା: ନାବାଳିକାଙ୍କୁ ଗର୍ଭବତୀ କଲେ ନାବାଳକ, ଚାରିଆଡେ ଚର୍ଚ୍ଚା…

ଭଦ୍ରକ,୫।୩(କାଳୀପଦ ରାୟ): ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗରେ ନାବାଳକ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ନୟାକଣୀଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭଲପାଇ ଶାରୀରିକ ସମ୍ପର୍କ ରଖିଥିଲେ ସେହି ଗ୍ରାମରେ ଜଣେ ନାବାଳକ। ନାବାଳିକା ଜଣଙ୍କ ଆଠ ମାସର ଗର୍ଭବତୀ ଥିବାର ଜଣାପଡିଛି। ଏନେଇ…

ଦୁଇ ପରିବାର ମଧ୍ୟରେ ମାରପିଟ: ୧ ମୃତ, ୪ ଆହତ

ବଲାଙ୍ଗୀର,୫।୩:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଠଗାଁରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମଙ୍ଗଳବାର ରାତିରେ ଅଠଗାଁର ଦୁଇ ପଡୋଶୀ ବାଗ ପରିବାର ଓ ରଣା…

ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ ଦୁଇ ଛାତ୍ରମାନଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ନିକଟ…

ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ପୂଜାହେଲା ନାଟକ ବହି

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖରୁ ୧୩ ଦିନ ଧରି ଅନୁଷ୍ଠିତ ହେବ। ସେ ସମୟରେ ରୁଦ୍ରକାଳୀ ନାଟ୍ୟ ସଂଘ ତରଫରୁ ଉପେନ୍ଦ୍ର ପରିଡ଼ାଙ୍କ ଦ୍ୱାରା ରଚିତ ସାମାଜିକ…

ତୁରୁବୁଡିରେ ବୋମା ମାଡ଼

ପାତ୍ରପୁର,୪ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଖାରିଆଗୁଡା ଫାଣ୍ଡି ତୁରୁବୁଡି ଗ୍ରାମରେ କୌଣସି ଘଟଣାକୁ କେନ୍ଦ୍ର କରି ବୋମାମାଡ଼ ହେଇଛ। ବସଷ୍ଟାଣ୍ଡ ନିକଟରେ ଅନ୍ୟ ଗ୍ରାମର କେତେ ଜଣ ଲୋକ ପହଞ୍ଚି ସରୋଜ ସାହୁଙ୍କ ଦୋକାନକୁ ଲକ୍ଷ କରି ଗୋଟିଏ ବୋମା…

ଦଳିତ ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ ହେବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନୂଆପଡ଼ା,୫।୩ (ମକାରୁ ବେମାଲ): ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ପାଇଁ ଜିଲା ଡମ ଗଣ୍ଡା ସମାଜ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଅନୁସୂଚିତ ଜାତି ରାଜ୍ୟ ସାଧାରଣ ସମ୍ପାଦକ ଫକିର ମୋହନ ଜଗତଙ୍କ ନେତୃତ୍ୱରେ ମଙ୍ଗଳବାର ରାଷ୍ଟ୍ରପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?