କଳାହାଣ୍ଡିରେ ବଳ ଗୋଟାଉଛି ଭାଜପା: ବିଜେଡି ଛାଡ଼ି ସାମିଲ ହେଲେ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଓ୍ବାର୍ଡ ସଦସ୍ୟ
ଭବାନୀପାଟଣା,୬ା୩(ଉତ୍ତମ କୁମାର ଦାଶ): ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦଳର ଲୋକପ୍ରିୟତା ବଢୁଥିବା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା…
ଓଡିଶାରେ କଫି ଚାଷ ପାଇଁ ରହିଛି ବୃହତ ସମ୍ଭାବନା : କଫି ବୋର୍ଡ ଅଧ୍ୟକ୍ଷ
କୋରାପୁଟ,୬।୩(ଅମିତାଭ ବେହେରା): କୋରାପୁଟ ଜିଲାର ଅନୁକୂଳ ଜଳବାୟୁ ଏବଂ ଭିତ୍ତିଭୂମି ସୁବିଧା ଯୋଗୁ ଭାରତୀୟ କଫି ବୋର୍ଡ ଓଡିଶାରେ, ବିଶେଷକରି କୋରାପୁଟ ଅଞ୍ଚଳରେ କଫି ଚାଷକୁ ଅଧିକ ବିସ୍ତାରିତ କରିବା ପାଇଁ ଯୋଜନା କରୁଛି ବୋଲି କଫି ବୋର୍ଡର ଅଧ୍ୟକ୍ଷ ଏମ.ଜେ.…
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା
ଚନ୍ଦାହାଣ୍ଡି୬।୩(ଦିଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟରେ ଆଜି ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗୌରହରି ନାୟକଙ୍କ ସଭାପତିତ୍ୱରେ ଯାଦବମାଝୀ ବସ ଷ୍ଟାଣ୍ଡଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକତ୍ରିତ ହୋଇ…
ଜଗନ୍ନାଥ ମନ୍ଦିର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ ରାଜସ୍ବ ମନ୍ତ୍ରୀ
ରାଇକିଆ,୬।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟରେ ଆୟୋଜକ କମିଟି ଏବଂ ଦଳୀୟ କର୍ମୀମାନେ…
ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ: ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଶେଷ
ପାଟଣାଗଡ଼,୬ା୩(ସଚ୍ଚିଦାନନ୍ଦ ମହାକୁର): ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଗୁରୁବାର ବୟାନ ରେକର୍ଡ ଶେଷ ହୋଇଛି। ତଦନ୍ତକାରୀ ସଂସ୍ଥାର ଦସ୍ତାବିଜ ଏବଂ ସାକ୍ଷୀଙ୍କ ତଥ୍ୟ ଆଧାରରେ…
ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଛି ଭାଜପା ସରକାର: ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ
ବଲାଙ୍ଗୀର, ୬।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜେଡି ପକ୍ଷରୁ ଗୁରୁବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଓ ପ୍ରତିବାଦ ସଭା କରାଯାଇଥିଲା। ପୂର୍ବରୁ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା ।…
ରାସ୍ତା କାମ ବେଳେ ତାଡ଼ିଦେଲେ ପାଣିପାଇପ୍, ପିଇବା ପାଣି ପାଇଁ ଗ୍ରାମବାସୀ ଡହଳବିକଳ
କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଉପାଡ଼ି ଦେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ବସୁଧାର ପାଣିପାଇପ୍। ଏବେ ପାନୀୟ ପ୍ରକଳ୍ପ ଅଚଳ। ଫଳରେ ମାସେ ହେଲାଣି ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମବାସୀ ପିଇବା ପାଣି ଏବେ…
ସୁଧୀର ବେହେରା ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବଲାଙ୍ଗୀର,୬ା୩(ସୁନୀଲ କୁମାର ମହାନ୍ତି): ୨୦୨୨ରେ ସଂଘଟିତ ସୁଧୀର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନି ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା ଓ ଶିବ ନାଗ।…
ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବିଜେଡି କର୍ମୀ
ପାଟଣା,୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିଜେଡି ତରଫରୁ ବିଜୁ ଜୟନ୍ତୀକୁ ଭାଜପା ସରକାର ସରକାରୀ ଛୁଟି ଓ ପଞ୍ଚାୟତିରାଜ ଦିବସ ରୂପେ ପାଳି ନ ଥିବାରୁ ପ୍ରତିବାଦ ସଭା ସହ ପ୍ରଧାନମନ୍ତ୍ରୀ…
ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ
ଖୋର୍ଦ୍ଧା,୬ା୩ (ପ୍ରଭାତ ପାଣିଗ୍ରାହୀ): ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଏବଂ ଛୁଟି ବାତିଲ କରିବା ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ତରଫରୁ ଆନ୍ଦୋଳନ ଚାଲିଛି। ଖୋର୍ଦ୍ଧା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର…
ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ
ଯାଜପୁର,୬।୪: ଯାଜପୁର ଜିଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବାଣଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି। ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି।…
ସୂଚନାଦାତାଙ୍କ ତଥ୍ୟ ରହିବ ଗୁପ୍ତ, ସତର୍କ ରହିଲେ ଅନ୍ଲାଇନ୍ ଠକେଇରୁ ମିଳିବ ମୁକ୍ତି
ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଭଞ୍ଜନଗର ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଇବର ଠକେଇରୁ କିଭଳି ମୁକୁଳିବା, ଭାରତର ଯେ କୌଣସି ସ୍ଥାନରେ କିଭଳି ଏତଲା ଦେଇପାରିବା, ଅନ୍ଲାଇନ ଏତଲା କିଭଳି ଦିଆଯିବ ଏବଂ ନୂଆ ଆଇନ…

