ପାଣିରେ ବୁଡ଼ିଗଲେ ୩ ଶିଶୁ
ହାଟଡିହୀ,୩୦ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା…
ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ
ଗଞ୍ଜାମ,୩୦।୭: ଗଞ୍ଜାମ ଜିଲା ସଦର ଥାନା ଗୌତମୀରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଳା କାରନାମା ପାଇଁ ମା’ ବାପା ବଷ ପିଇ ଦେଇଚନ୍ତି। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର…
ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ହାୱଡା- ମୁମ୍ବାଇଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୧୮ଟି ବଗି କ୍ଷତି ହୋଇଥିବା ବେଳେ ଦୁର୍ଘଟଣାରେ ୬ ଗୁରତର ହୋଇଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବର୍ତ୍ତମାନ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨…
ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ, ୭ ଦିନ ଭିତରେ ଉତ୍ତର ନ ଦେଲେ…
ଭୁବନେଶ୍ୱର,୩୦।୭: ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ…
ରତ୍ନଭଣ୍ଡାର ଭିତରେ ଅଛିକି ଗୁପ୍ତ ସୁଡଙ୍ଗ, କାହିଁକି ଏମିତି କହିଲେ ଜଷ୍ଟିସ ରଥ
ପୁରୀ,୩୦।୭: ଭିତର ରତ୍ନଭଣ୍ଡାର ଭିତରେ ସୁଡଙ୍ଗ ଅଛି, ଓ ତା’ ଭିତରେ ଆହୁରି ଅଧିକ ମୂଲ୍ୟବାନ ଅଳଙ୍କାର ରହିଛି। ପୂର୍ବରୁ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ, ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ଅଧିକ ରହସ୍ୟ ବଢ଼ାଇଛି…
ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରି କହିଥିଲେ ଏମିତି, ପରେ…
କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏଭଳି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହାକୁ ନେଇ ପୋଲିସ…
ବୈତରଣୀରେ ବଢୁଛି ଜଳସ୍ତର
ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ସୋମବାର ସନ୍ଧ୍ୟା ସୁଦ୍ଧା ୧୭.୨୪…
ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ
ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି। ଫଳରେ…
ବିପଦ ସଂକେତ ଟପିଲା ଜଳକା: ବନ୍ୟା ଆଶଙ୍କାରେ ଭୟଭୀତ ନଦୀକୂଳିଆବାସୀ
ରୂପସା, ୩୦।୭(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଚଳିତ ବର୍ଷ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛି l ମଙ୍ଗଳବାର ମଥାନୀଠାରେ ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି…
ମହାନଦୀରେ କୂଳ ଛୁଇଁଲା ବନ୍ୟା ପାଣି
ଆଠମଲ୍ଲିକ,୩୦ା୭ (ଉଦୀପ୍ତ ପୁରୋହିତ): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଡ୍ୟାମ୍ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଯୋଗୁ ମହାନଦୀରେ ପାଣି ବଢ଼ିବାରେ ଲାଗିଛି। ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ହୀରାକୁଦର ପାଣି ପହଞ୍ଚିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି।…
ବରଗଡ଼ର ୨ ବାନ୍ଧଶିଳ୍ପୀଙ୍କୁ ସନ୍ଥ କବୀର ହ୍ୟାଣ୍ଡଲୁମ୍ ଆୱାର୍ଡ
ବରଗଡ଼଼,୩୦।୭(ପ୍ରେମାନନ୍ଦ ଖମାରୀ):ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଦ୍ୱାରା ବରଗଡ଼ ଜିଲାର ୨ବାନ୍ଧଶିଳ୍ପୀ(ବୁଣାକାର) ସନ୍ଥ କବୀର ହ୍ୟାଣ୍ଡଲୁମ୍ ଆୱାର୍ଡ-୨୦୨୩ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବରଗଡ଼ ବାନ୍ଦୁଟିକ୍ରା ନିବାସୀ ରାମକୃଷ୍ଣ ମେହେର ଏବଂ ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ହରିଲାଲ…
ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ
କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪…
Archives


