ଆମ ଜିଲା ଖବର

ନାରୀ ନିର୍ଯାତନାର ପ୍ରତିବାଦ କରି ଯୁବଛାତ୍ରର ବିକ୍ଷୋଭ

ଛତ୍ରପୁର,୨୫ା୬(ଦିଲ୍ଲୀପ ସାମଲ): ରାଜ୍ୟ ବା ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଥିବା ନାରୀ ନିର୍ଯାତନା, ବଳାତ୍କାରର ଆଜି ଛତ୍ରପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏନେଇ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର…

ରୋଷେଇ କରିବା ବେଳେ ଲାଗିଥିଲା ଶାଢ଼ିରେ ନିଆଁ, ଏସ୍‌ସିବିରେ ଚାଲିଗଲା ଚିକିତ୍ସାଧୀନ ପୂଜାଙ୍କ ଜୀବନ

ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ସୋମବାର ସଂନ୍ଧ୍ୟାରେ ଜଣେ ମହିଳା ଶାଢିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ। ମଙ୍ଗଳବାର ଅପରାହ୍ନରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବ୍ରାହ୍ମଣୀଗାଁ ଥାନା…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ…

ହାତୀ ଘଉଡ଼ାଇବାକୁ ଯାଇଥିଲେ ଗଜସାଥୀ, ଶୁଣ୍ଢରେ କଚାଡ଼ି ଜୀବନ ନେଇଗଲା…

ଛେଣ୍ଡିପଦା,୨୫।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡ଼ା ବନାଞ୍ଚଳର କତଡା ଡ଼ଙ୍ଗାଧର ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗଜସାଥୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କତଡ଼ା ଗାଁର ଯୁଗଳ…

ଜଙ୍ଗଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଅସୁସ୍ଥ

ଆନନ୍ଦପୁର,୨୫ା୬(ସୁଶାନ୍ତ କୁମାର ସାହୁ): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ବାଲିଡାହି ଗାଁର ଗୋଟିଏ ପରିବାର ଜଙ୍ଗଲି ଛତୁ ଖାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ଶନିବାର ଜଙ୍ଗଲରୁ ଆଣିଥିବା ଛତୁ ଖାଇବା ପରେ ପରିବାରର ୪…

କାର୍‌ ସହ ପିଟି ହେଲା ଆଉ ଏକ କାର୍‌, ରାସ୍ତା ମଝିରେ…

ଗଞ୍ଜାମ,୨୫ା୬: ଗଞ୍ଜାମ ଚମାଖଣ୍ଡି ଥାନା ଆଗରେ ବୁଧବାର ଗୋଟିଏ କାରକୁ ଆଉ ଗୋଟିଏ କାର୍‌ ଧକ୍କା ଦେବାରୁ ହୁତୁହୁତୁ ହୋଇ ଜଳିଗଲା। ଜଳି ଯାଇଥିବା ୨ଟି କାର୍‌ରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଭୋଗରାଇ,୨୫ା୬(ପ୍ରଦୀପ ଦାସ): ସରକାର ଚାଷୀଙ୍କଠାରୁ ଟାର୍ଗେଟ୍‌ ଅନୁଯାୟୀ ରବିଧାନ କିଣୁ ନ ଥିବାରୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିର ହଜାର ହଜାର ଧାନ ଚାଷୀ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଉଁଶଡିହା ଛକରେ ସକାଳ ସାଢ଼େ…

ଗୋଚର ଜମି ଚିହ୍ନଟ କରିବାକୁ ଦାବି

କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବ୍ଲକର ରେଗଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ରେଗଡାଠାରେ ଥିବା ଦୁଇଶହ ଏକରରୁ ଊଦ୍ଧର୍‌ବ ଗୋଚର…

ଗୋପାଳପୁର ଛାତ୍ରୀ ଗଣବଳାତ୍କାର ବିରୋଧରେ ଧାରଣା

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମ୍‌ପାଟଣାରେ ବୁଧବାର ବିଜୁ ଯୁବ – ଛାତ୍ର ଜନତା ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଛାତ୍ର ଆନ୍ଦୋଳନ ଗୋପାଳପୁର ଛାତ୍ରୀ ଗଣବଳାତ୍କାର ଏବଂ କ୍ରମ ବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା…

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍‌ ପାଇପ୍‌ ପକାଯାଇ ମରାମତି କରାଯାଇଛି।…

ମଣ୍ଡିରୁ ଉଠୁନି ଧାନ: ରାସ୍ତା ଅବରୋଧ କଲେ ଚାଷୀ

ଭେଡେନ,୨୫।୬(ହୃଷିକେଶ ଖମାରୀ): ଆଉ ୪ଦିନ ପରେ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢମାସ ପୂରିବ । ହେଲେ ଏପର୍ଯ୍ୟନ୍ତ ଜିଲାର ଚାଷୀମାନଙ୍କ ଧାନ ବିକ୍ରି ସରିନାହିଁ । ଅନ୍ୟପକ୍ଷରେ ବର୍ଷା ଆରମ୍ଭ ହୋଇଯାଇ ଥିବାବେଳେ ଖରିଫ ଚାଷ କାର୍ଯ୍ୟ…

ରକ୍ତ ଦାନ, ମହତ୍‌ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ

ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ):ରକ୍ତ ଦାନ, ମହତ୍‌ କାମ। ଜଣେ ରକ୍ତଦାନ କଲେ କେବଳ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ହେବନି, ଅନ୍ୟ ଜଣେ ସେହି ରକ୍ତ ପାଇ ଜୀବନ ବଞ୍ଚାଇପାରିବ। କନ୍ଧମାଳ ଜିଲା ଦାରିଙ୍ଗବାଡି ଏସବିଆଇର ପକ୍ଷରୁ ବୁଧବାର ଦାରିଙ୍ଗବାଡି ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?