ପ୍ରସୂତି ସହ ନବଜାତକଙ୍କ ମୃତ୍ୟୁ ଘଟଣା: ନର୍ସିଂହୋମ ସିଲ୍ କଲା ଜିଲା ସ୍ବାସ୍ଥ୍ୟ ବିଭାଗ
ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ସାହାରା ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ବିଳମ୍ବିତ ସାରେ ଜଣେ ପ୍ରସୂତି ଏବଂ ନବଜାତକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…
୧୦ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କଳାହାଣ୍ଡି ଗସ୍ତ, ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ
ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-ଆସନ୍ତା ୧୦ ତାରିଖ ରବିବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ କରି ଉପ ମୁଖ୍ୟମନ୍ତ୍ରୀ ପରିଡାଙ୍କ କଳାହାଣ୍ଡି ଗସ୍ତ ହୋଇଥିବାରୁ ଏହାକୁ ନେଇଁ…
ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ, ୨ ଯୁବକଙ୍କୁ କୋର୍ଟ ଚାଲାଣ କଲା…
ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୌରପାଳିକା ଅଫିସ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୂସି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଭବାନୀପାଟଣା…
ମାଉଜର ସହ ୨ ଗିରଫ
ଭଞ୍ଜନଗର,୮।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଗୁରୁବାର ରାତିରେ ଘୋଗଡ ସଂରକ୍ଷିତ ଜଙ୍ଗଲ ରାସ୍ତାରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ଗୋଟିଏ ମାଉଜର, ୨ ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ…
ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ: ଘଟଣା ପଛରେ…
ଦାରିଙ୍ଗବାଡି,୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଯୁବକ ହେଲେ ଉକ୍ତ ଥାନା ଦନେକବାଡି ପଞ୍ଚାୟତ…
ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….
ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ ଉନ୍ନିତ…
ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ଅଟକ ପୁରୁଷ ବନ୍ଧୁଙ୍କ ମା’ ଭଉଣୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ,୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ମୁହିଁ ଖୋଲିଛନ୍ତି ଅଟକ ପୁରୁଷ ବନ୍ଧୁଙ୍କ ମା’ ଏବଂ ଭଉଣୀ। ପୁଅକୁ ଫସାଇ ଦିଆଯାଇଥିବା ଅଟକ ଯୁବକଙ୍କ ମା’ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଉଭୟପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ। ଏହି…
ଆନ୍ଦୋଳନ ଚେତାବନୀ ଦେଲେ ଅଙ୍ଗନଓ୍ବାଡି କର୍ମୀ: ବିଭିନ୍ନ ଦାବି ପୂରଣ କର ନଚେତ୍…
କେସିଙ୍ଗା,୮।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ପୋଷଣ ଟ୍ରାକ ଏଫଆରଏସରେ ହେଉଥିବା ସମସ୍ୟା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଅଙ୍ଗନଓ୍ବାଡି କର୍ମୀମାନେ ବିଡ଼ିଓ, ସିଡିପିଓଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…
ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ ଏହି ବ୍ୟକ୍ତି: ମିଳିଲା ଏମିତି ଦଣ୍ଡ
ବ୍ରହ୍ମପୁର, ୮।୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ କୋର୍ଟରେ ଶୁକ୍ରବାର ଏକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ଶୁଣାଣି ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ଜଜ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ନିତ୍ୟାନନ୍ଦ…
ଗୋଲାପଡ଼ା ଜଙ୍ଗଲରେ ବାଘ ଆତଙ୍କ: ଟାର୍ଗେଟ୍ରେ ଗାଈ-ବାଛୁରୀ
ଭଞ୍ଜନଗର,୮/୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗୋଲାପଡ଼ା ଜଙ୍ଗଲରେ ଗୁରୁବାର ରାତିରେ ହେଟା ବାଘ ଆକ୍ରମଣରେ ଗୋଟିଏ ଗାଈ ବାଛୁରୀ ଗୁରୁତର ଭାବେ ଆହତ ହୋଇଛି। ସେହିଭଳି ମୁଜାଗଡ ରେଞ୍ଜ ଦୁର୍ଗାପ୍ରସାଦ ଠାରେ କଲରାପତରିଆ ବାଘ ଆକ୍ରମଣରେ ଆଉ…
ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କଲେ ଛାତ୍ରୀଛାତ୍ର
ତୁମୁଡିବନ୍ଧ,୮।୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା…
ନାବାଳିକା ଝିଆରୀକୁ ଗର୍ଭବତୀ କରି ବନ୍ଧାହେଲେ ପିଉସା: ଶାରୀରିକ ସମ୍ପର୍କ ପରେ ଶରୀର ଅସୁସ୍ଥ ହେବାକୁ ଜଣାପଡ଼ିଲା ସତ…
ବାଲେଶ୍ୱର, ୮।୮(ବାଞ୍ଛାନିଧି ଦେ): ବାଲେଶ୍ବରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୧୩ ବର୍ଷୀୟା ନାବାଳିକା ଝିଆରୀଙ୍କୁ ଗର୍ଭବତୀ କରିଛନ୍ତି ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟିଛି ଏଭଳି ଘଟଣା l ଅଭିଯୁକ୍ତ ପିଉସାକୁ କାବୁ…

