ଆମ ଜିଲା ଖବର

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବଡ଼ ଘୋଷଣା: ସମ୍ବଲପୁରରେ ହେବ…

ଭୁବନେଶ୍ୱର,୧୮।୮: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ରୀୟ…

ହଠାତ୍‌ ଯୁବକଙ୍କ ଉପରେ ପଡ଼ିଲା ୧୧ କେଭି ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ):୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଇଲେଭେନ କେଭି ବିଦ୍ୟୁତ ତାର ହଠାତ୍‌ ଛିଡି ପଡିଛି l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ…

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: ସରପଞ୍ଚଙ୍କୁ ତାଲା ପକାଇଲେ ଶତାଧିକ ମହିଳା

ତୁମୁଡିବନ୍ଧ,୧୮।୮(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗାର ମୋ ଉପକାରୀ ବଗିଚାର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ…

ସମ୍ବଲପୁରରେ ଲଜ୍ଜା: ନାବାଳିକାଙ୍କୁ ଗଣବଳାତ୍କାର

ସମ୍ବଲପୁର,୧୮।୮: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗକୁ ଭିତ୍ତି କରି…

ମଶାଣି ଜମିକୁ ଜବରଦଖଲ: ବାଡ଼ ଭାଙ୍ଗିଲେ ଗ୍ରାମବାସୀ

ଦାରିଙ୍ଗବାଡି, ୧୮।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତରେ ରହିଥିବା ମଶାଣି ଜମିକୁ ନେଇ ଦେଖାଯାଇଛି ଉତ୍ତେଜନା। କିଛି ବ୍ୟକ୍ତି ମଶାଣି ଜମିରେ ହଳଦୀ ଚାଷ କରୁଥିବା ଓ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ଘଟଣାକୁ ନେଇ…

ଭାଉଜଙ୍କୁ ବଳାତ୍କାର କଲେ ଦିଅର: ବିବାହ ପ୍ରଲୋଭନ ଦେଖାଇ ସବୁକିଛି…

ମୋହନା,୧୮।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦିଅର ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲେ।…

ମାଇନିଂ କମ୍ପାନୀ ସହ ମାଓବାଦୀ ଲିଙ୍କ: ମିଳିଛି ସାଙ୍ଘାତିକ ସୁରାଗ

ଭୁବନେଶ୍ୱର,୧୮।୮: ADG ଅପରେସନ ସଞ୍ଜୀବ ପଣ୍ଡା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମାଇନିଂ କମ୍ପାନୀ ସହ ମାଓବାଦୀଙ୍କ ଲିଙ୍କ ରହିଥିବା ADG ପଣ୍ଡା କହିଛନ୍ତି। ୧୦ ଟନ୍‌ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ସୁରାଗ ଲାଗିଛି। ଜିଲୋଟିନ୍‌ରୁ…

୮୦ ବର୍ଷର ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତୁଣୀ-ନାତିଙ୍କ ବୋଝ: ବୋହୂ ଶୁଦ୍ଧିକ୍ରିୟା ପାଇଁ ନାହିଁ ଟଙ୍କା

କର୍ଲାମୁଣ୍ଡା:୧୮/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ୮୦ ବର୍ଷିୟା ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତି ନାତୁଣୀଙ୍କ ବୋଝ ଲଦି ହୋଇଛି। ସୂଚନାଯୋଗ୍ୟ, ନେତ୍ରୀ…

ଆଜିଠୁ IGNOUରେ ଓଡ଼ିଆରେ ଡିଇସିଇ ପାଠ୍ୟକ୍ରମ

ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,…

ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା

କଣ୍ଟାବାଞ୍ଜି,୧୮।୮: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା ହୋଇଛି। ଉଦ୍ଧାର ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି…

ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ, ଆଉ ତା’ ପରେ…

କଟକ,୧୮ା୮: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର…

ସରକାରୀ ବସ୍‌-ହାଇୱା ମୁହାଁମୁହିଁ: ଆଉ ତା’ପରେ..

ଜି.ଉଦୟଗିରି,୧୮।୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ଡୁଗୁଡ଼ିପାରି ମୁଣ୍ଡାମାଲା ନିକଟରେ କଟକରୁ ବାଲିଗୁଡ଼ା ଆସୁଥିବା ଓଡି୦୫ବିସି-୪୧୦୬ ନମ୍ବର ବିଶିଷ୍ଟ ସରକାରୀ ଯାତ୍ରୀବାହୀ ବସ୍‌ସହ ଓଡି୩୨ଜେ-୭୬୫୫ ନମ୍ବର ବଜରଙ୍ଗ କନଷ୍ଟ୍ରକସନ ହାଇୱା ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?