ଆମ ଜିଲା ଖବର

ବୁଗୁଡା ବ୍ଲକରେ ତାଲିମ ନେବେ ୧୦ ପ୍ରଶିକ୍ଷାର୍ଥୀ ଓଏଏସ୍‌ ଅଫିସର

ବୁଗୁଡା,୨୬ା୮(କାଳିଚରଣ ଦାଶ)- ଗଞ୍ଜାମ ଜିଲାପାଳଙ୍କ ପତ୍ର ଅନୁସାରେ ଗଞ୍ଜାମ ଜିଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କିପରି…

ନୂଆଖାଇ ପୂର୍ବରୁ ୩ ହଜାର ବୋତଲ ନିଶା କଫସିରପ ଜବତ: ଧରାପଡ଼ିଲେ ୨ ଅଭିଯୁକ୍ତ

ସମ୍ବଲପୁର,୨୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ନିକଟସ୍ଥ ସୁଇଟ ଅନୁଷ୍ଠାନର ପଛପାଶର୍‌ବରେ ବୁର୍ଲାଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ନିଶା କଫସିରପ୍‌ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବୁର୍ଲାଥାନା ଅନ୍ତର୍ଗତ…

 ଧନୁ ତୀରରେ ୩ ଗୁରୁତର: ଖଟିଆରେ ବୁହାହେଲେ …

ନୂଆପଡ଼ା,୨୬।୮:(ମକାରୁ ବେମାଲ) ଧନୁ ତୀରରେ ଆକ୍ରମଣ ୩ ଗୁରୁତର। ସୁନାବେଡ଼ା ଅଭୟାରଣ୍ୟର ଯୋଗୀମୁଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଯୋଗିମୁଣ୍ଡା ଗାଁ ର ମଙ୍ଗଳୁ ପହରିଆ (୪୫),ଗୁରୁବାରି ପହରିଆ (୪୦) ଓ ସନ୍ତୋଷ ପହରିଆ (୧୨) । ଗୁରୁତର…

ମିସ୍‌ ଟିନ୍‌ ଇଣ୍ଡିଆ ଫାଇନାଲ ରାଉଣ୍ଡରେ କୋରାପୁଟ ଝିଅ

କୋରାପୁଟ,୨୬।୮(ଅମିତାଭ ବେହେରା): ଏଲି କ୍ଲବ ପକ୍ଷରୁ ଅୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତା ମିସ୍‌ ଟିନ୍‌ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କୋରାପୁଟର ଝିଅ ସୁଶ୍ରୀ ମୁଗ୍ଧଶ୍ରୀ ମିଳନିକା। ସୁଶ୍ରୀ ହେଇଛନ୍ତି ଜିଲ୍ଲା ପରିଷଦ କୋରାପୁଟରେ କାର୍ୟରତ ଥିବା ରଶ୍ମିତା ଦାସଙ୍କ ଝିଅ। ବର୍ତ୍ତମାନ…

କାହିଁକି ସୋଫିଆ କଟକ ପାଇଁ ଦୁର୍ଭାଗ୍ୟ, କହିଦେଲେ…

କଟକ,୨୬।୮:ସିଏମ୍‌ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ…

ଉମରକୋଟ ପୌର ପରିଷଦ ଅଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା

ନବରଙ୍ଗପୁର,୨୬।୮(ଶଦାଶିବ ପ୍ରହରାଜ): ନବରଙ୍ଗପୁର: ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ୧୪ କାଉନସିଲର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆସିଥିବା…

ସିରିଜ ଦୁର୍ଘଟଣା: ଟ୍ରକକୁ ପିଟିଲା ପିକଅପ, ବସ୍‌କୁ ପିଟିଲା ଟ୍ରକ, ଆଉ ତା’ପରେ..

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟ ୧୬ ନଂ ଜାତୀୟ ରାଜପଥଠାରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା l ରାସ୍ତାରେ ଏକ ଗାଈକୁ ଦେଖି ଟ୍ରକ ଡ୍ରାଇଭର ଗାଡିର ବେଗ କମାଇବା ପରେ ପ୍ରଥମେ…

ଗାଁ ମଝିରେ ପିଟାପିଟି, ଚାଷ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ବଲାଙ୍ଗୀର,୨୬/୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତୁଷୁରା ବାହାଲ ପଂଚାୟତ ଡ଼ଙ୍ଗାଘାଟ ଗାଁରେ ଚାଷ ଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫…

ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା: ସାଇକେଲ ଯାତ୍ରା କରି…

ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସଙ୍କ…

ଦିନକ ପରେ ବିରାଜମାନ ହେବେ ଗଜାନନ, ଛେଚୁଛି ବର୍ଷା, ଚିନ୍ତାରେ ଗଣେଶ ପୂଜା କମିଟି

ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ ମେଢ଼…

ଘରକୁ ଫେରୁଥିବାବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ରାଜମିସ୍ତ୍ରୀ

ଭୋଗରାଇ, ୨୬।୮( ପ୍ରଦୀପ ଦାସ ): ସୁବର୍ଣ୍ଣରେଖା ବନ୍ୟାସ୍ରୋତରେ ଭାସିଯାଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଡଙ୍ଗ ପନ୍ତେଇ ଗ୍ରାମର ରାଜମିସ୍ତ୍ରୀ ଅଚିନ୍ତ କୁମାର ପାତ୍ର (୪୪ ) ଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ମଧ୍ୟାହ୍ନରେ ସେ ଘରକୁ ଫେରୁଥିବାବେଳେ…

ଗାଁରେ ଖୁଲମ ଖୁଲା ଦେଶୀ ମଦ ବିକ୍ରି : ପ୍ରତିବାଦ କରି ଧାରଣା ଦେଲେ ଜିଲା ପରିଷଦ ସଭ୍ୟ

କର୍ଲାମୁଣ୍ଡା:୨୬/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ପକ୍ଷରୁ ବ୍ଲକର ଗାଁ ଗାଁରେ କୋଠି ଖୋଲି ଖୁଲମ ଖୁଲା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?