ଆମ ଜିଲା ଖବର

ପେନ୍‌ସିଲ ମୁନରେ ୦.୫ ସେମିର ଗଣେଶ

ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ):ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିଲାଗି ତାଙ୍କୁ ଆଠ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଇକୋ ଫ୍ରେଣ୍ଡ୍‌ଲି…

ନାବାଳିକାଙ୍କୁ ଗଣବଳାତ୍କାର କଲେ ବୟଫ୍ରେଣ୍ଡ: ମୋବାଇଲରେ ଶୁଟିଂ କରୁଥିଲେ ସାଙ୍ଗ, ଆଉ ତା’ପରେ…

ବାଲେଶ୍ୱର, ୨୭।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବିଶ୍ୱାସରେ ବିଷ ଦେଇ ପୁରୁଷବନ୍ଧୁ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଗଣବଳାତ୍କାରର ଭିଡିଓ ଭାଇରାଲ ହେବା…

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ବାଲିଗୁଡା ଉପଜିଲାପାଳ, ପର୍ଯ୍ୟଟନ କ୍ଷେତ୍ରର…

ଦାରିଙ୍ଗବାଡି, ୨୬ା୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ମଙ୍ଗଳବାର ବାଲିଗୁଡା ଉପଜିଲାପାଳ ତଥା ଆଇଏଏସ ପ୍ରଣିତା ଦାସ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ବିଡ଼ିଓ…

ହାର୍ଡକୋର୍‌ ମାଓବାଦୀ ବିଶୁ ସିଂ ଗିରଫ

ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍‌ପିଏଫ୍‌ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ।…

ଜଙ୍ଗଲକୁ ଟେକି ନେଇ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଡକାୟତି, ୪ ଅଭିଯୁକ୍ତ…

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ଛକ ନିକଟରେ ଜଣେ ପାନମସଲା ବ୍ୟବସାୟୀଙ୍କୁ ମାଡମାରି ଟଙ୍କା ଲୁଟି ନେବା ଅଭିଯୋଗରେ କେ. ନୂଆଗାଁ ପୋଲିସ ୪ ଅଭିଯୁକ୍ତଙ୍କୁ…

ଜାତୀୟ ସାମାଜିକ ଆଇକନ୍‌ ସମ୍ମାନ ପାଇବେ ଯୁବ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା

ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାତୀୟ ସାମାଜିକ ଆଇକନ ସମ୍ମାନ ପାଇବା ନେଇଁ ମନୋନୀତ ହୋଇଛନ୍ତି।ଏହି ପୁରସ୍କାର ସମାରୋହ ଆସନ୍ତା ୨୯ ଅଗଷ୍ଟରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବ।…

‘କଂଗ୍ରେସ ଶାସନକୁ ଆସିବାକୁ ସ୍ବପ୍ନ ଦେଖୁଛି’

ଭବାନୀପାଟଣା,୨୬ା୮(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟାରେ ସେ କଳାହାଣ୍ଡିର ପ୍ରବେଶପଥ ଅମାଠ ଛକଠାରେ ପହଞ୍ଚତ୍ବା ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।…

କେସିଙ୍ଗା ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ, ଗୌରବମୟ ଇତିହାସକୁ…

କେସିଙ୍ଗା,୨୮।୮(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ୪୫ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ସଭାପତିତ୍ୱ କରିବା ସହିତ ନିଜସ୍ବ…

ନ୍ୟାଶନାଲ କିକବକ୍ସିଂ ପ୍ରତିଯୋଗିତା: ଚେନ୍ନାଇ ଗସ୍ତ କଲେ ପାୟଲ-କଳ୍ପଜିତ, ଲକ୍ଷ୍ୟ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ୨୭ ରୁ ଆରମ୍ଭ ହେଉଥିବା ନ୍ୟାସନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲାରୁ ଚାରି ଜଣ ଚେନ୍ନାଇ ଗ୍ରସ୍ତ କରିଛନ୍ତି l କୋଚ ଜି ପ୍ରମୋଦ ଅପାତ ଓ ଦୁର୍ଗା ପ୍ରସାଦ ଦାସଙ୍କ ନେତୃତ୍ୱରେ…

ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା 

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ…

କୁର୍ଲୁ-ବିରି ନଦୀରେ ବନ୍ୟା: ବ୍ଲକ ସଦର ମହକୁମାଠାରୁ ୬ ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ

କୁନ୍ଦୁରା,୨୬।୮: କୋରାପୁଟ ଜିଲା କୁନ୍ଦୁରା ବ୍ଲକକୁ ଘେରି ରହିଥିବା କୁର୍ଲୁ ଏବଂ ବିରି ନଦୀ ବ୍ରିଜ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଦିଗାପୁର ନିକଟରେ ରହିଥିବା ବିରି ନଦୀ ଉପରେ ବନ୍ୟା ଜଳ…

ଚାଷଜମିରେ ରୁଆ ଚାଲିଥିଲା ଧାନତଳି, ବଜ୍ରପାତରେ ନଣନ୍ଦ, ଭାଉଜ ସମେତ ୩ ମୃତ

ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?