ଆମ ଜିଲା ଖବର

ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ: ଯୁଧିଷ୍ଠିର ସଭାପତି, ନାଗେଶ୍ବର ସମ୍ପାଦକ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଆୟୋଜିତ ସଂଘର ପରିବର୍ଦ୍ଧିତ ଆଲୋଚନା ସଭାରେ ପ୍ରଥମେ ସଂଘର ଆୟବ୍ୟୟ ଉପସ୍ଥାପନ କରାଯାଇ ଅନୁମୋଦିତ କରାଯିବା…

ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ନୂଆପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ…

ବହୁ ଦିନର ଆଶା ହେବ ପୂରଣ: କଲେଜ ଦେଇ ଖୋଲିବ ଲଣ୍ଡେଇସାହି ବାଇପାସ ରାସ୍ତା

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦାଙ୍କ ବହୁ ବର୍ଷର ବାଇପାସ ରାସ୍ତା ଆଶା ଆଗାମୀ ଦିନରେ ପୂରଣ ହେବା ସମ୍ଭାବନା ଦେଖାଦେଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ଲଣ୍ଡେଇସାହି ବାଇପାସ ରାସ୍ତା ହେବାକୁ ଥିବା…

ରାହୁଲଙ୍କ କଥା ଶୁଣବେନି ଓଡ଼ିଶାବାସୀ: ପ୍ରଦୀପ

ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏହାର କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ତଥା ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ। ଦିନ…

ମାଡ଼ମାରି ନେଇଯାଇଥିଲେ ବଳଦ, ୧୩ ବର୍ଷ ପରେ ମିଳିଲା ଏମିତି ଦଣ୍ଡ

ଦିଗପହଣ୍ଡି,୧୧୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଗତ ୨୦୧୨ ମସିହାର ଏକ ଆକ୍ରମଣ ଓ ଚୋରି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ…

ଡ୍ରେନେଜ ବ୍ୟବସ୍ଥା ଢିଲା, ନିଷ୍କାସନ ହୋଇପାରୁନି ବର୍ଷାଜଳ

ଗଞ୍ଜାମ,୧୧ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ହେବ ଗଞ୍ଜାମ ଏନ୍‌ଏସିରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଯାହା ଫଳରେ ବର୍ଷାଦିନ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ବିଭିନ୍ନ ଓ୍ବାର୍ଡର ଡ୍ରେନେଜଗୁଡ଼ିକ ଠିକ୍‌ ନ ଥିବା ଯୋଗୁ ବର୍ଷାଜଳ…

ବିରଞ୍ଚି ଥିଲେ ସମସ୍ତଙ୍କ ଆଦର୍ଶ: ସର୍ବଦା ମନେରହିବେ

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ (ଖ) ପରିଚାଳନା କମିଟି ସଭାପତି ସ୍ବର୍ଗତ ବିରଞ୍ଚି ସାହୁ(୬୯)ଙ୍କ ସ୍ମୃତିଚାରଣ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସାହୁଙ୍କ ବାସଭବନରେ ଅନୁଷ୍ଠିତ ସଭାରେ ତୈଳିକ ବୈଶ୍ୟ ହଳଦିଆ…

ଅଭିଶପ୍ତ ଜୀବନ ବିତାଉଛନ୍ତି ୪ ଗାଁର ଅଧିବାସୀ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୂଲାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁର ୪ ପଡ଼ା ଗାଁର ଅଧିବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି। ସୂଚନା ଅନୁଯାୟୀ ଗୋନ୍ଦଳାବାହାରା, ଭାଲୁପାଣି, ବାଉଁଶଡୋଙ୍ଗରି ଓ…

ଡ୍ରାଇଭର ଆନ୍ଦୋଳନ ପଛରେ ଏହି ଦଳର ହାତ: ମନ୍ତ୍ରୀ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୧୧।୭: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଶୁକ୍ରବାର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି। ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି…

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ

ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି ଦଣ୍ଡ ଦେଇଥିବା ଘଟଣା ଏବେ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।। ଏହିଭଳି ଘଟଣା ଦେଖିବାକୁ…

ବ୍ୟବସାୟୀଙ୍କ ଘରେ ଅବକାରୀ ଚଢାଉ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ସଦର ଥାନା ଭାଟପୁର ଗାଁରେ ଶୁକ୍ରବାର ଏକ ବଡ଼ ଧରଣର ଅବକାରୀ ଚଢ଼ାଉ ହୋଇଛି। ବ୍ରାଉନ ସୁଗାର କାରବାର ନେଇ ଜଣେ ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ…

ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ଭାଜପା ନେତା କହିଲେ, ଆଜି ବି କଂଗ୍ରେସ…

ଭୁବନେଶ୍ୱର,୧୧।୭: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଉପରେ ବର୍ଷିଛି ଭାଜପା। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ ବୋଲି ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ରାଜ୍ୟରେ କଂଗ୍ରେସ ଆଜି ବି ହତାଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri