ଆମ ଜିଲା ଖବର

ରାତିରେ ଖାଇପିଇ ଶୋଇଥିଲେ ପଦ୍ମଲୋଚନ, କାମୁଡ଼ିଦେଲା ରଣାସାପ: ଆଉ ତା’ପରେ ଘଟିଲା…

ଖଇରା,୯।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଚାନ୍ଦଗୋଛି ଗ୍ରାମର ପଦ୍ମଲୋଚନ ପତି(୮୭) ଘରେ ଶୋଇଥିବାବେଳେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଏକ ରଣାସାପ ଦଂଶନ କରିଥିଲା। ଗୁରୁତର…

ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ପରେ ଅସନ୍ତୋଷ: ଅନ୍ତେବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି ସେଠାରେ…

କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର…

ଗାଧୋଇବାବେଳେ ବନ୍ୟା ପାଣିରେ ଭାସିଯାଇଥିଲେ ବୃଦ୍ଧ: ଦିନକ ପରେ ମୃତଦେହ ଉଦ୍ଧାର

ଅମରପାଲି,୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ବେଳେ ବନ୍ୟାପାଣି ରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) । ମୁରଲୀ…

୨୬ ବର୍ଷରେ ତୁଳସୀ ନଗର ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ସାଜିଛି ତ୍ୱରଣ ଆଲୋକା ମାଳା

ବଲାଙ୍ଗିର,୮। ୧୦ (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ସହର ତୁଳସୀ ନଗର ଠାରେ ଧୁମ୍ ଧାମରେ ଆରମ୍ଭ ହୋଇଛି ମା ଲକ୍ଷ୍ମୀଙ୍କ ପୂଜା। ଚଳିତ ବର୍ଷ ୨୬ ବର୍ଷରେ ପଦାର୍ପଣ କରିଛି ତୁଳସିନଗରର ଗଜଲକ୍ଷ୍ମୀ ପୂଜା। ରବିବାର ଜଳସ ଶୋଭା ଯାତ୍ରା…

ଶିଶୁଙ୍କ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ, ସିଡିପିଓଙ୍କୁ ଦାବିପତ୍ର 

ଦିଗପହଣ୍ଡି,୮। ୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଉତ୍ପାଦକ ସଂଘ ଏବଂ ଏମ୍ଏସ୍ଏମ୍ଇ ଗୋଷ୍ଠୀ ଦ୍ଵାରା ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁ ଙ୍କୁ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ ଦେଖା ଦେଇଥିବା ଜଣାପଡିଛି…

ରାସ୍ତାରେ ଯାଉଥିଲେ ଲୋକେ, ହଠାତ କାମୁଡ଼ିବାକୁ ଗୋଡ଼ାଇଲା କୁକୁର; ୪ ଆହତ

ହିଞ୍ଜିଳିକାଟୁ,୮।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶିକିରି ଗ୍ରାମରେ ବୁଧବାର କୁକୁର କାମୁଡ଼ାରେ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଶୁଭେନ୍ଦୁ ଦାସ (୧୫),ପପୁ ବରଡ(୨୮) କ୍ରିଷ୍ଣା ଦାସ(୧୬ )ଓ କୈଳାସ ବେହେରା (୫୬)। ଶିକିରି ଗାଁର…

ଅନାସ୍ଥା ପରେ ଦାୟିତ୍ୱ ନେଲେ କୁନ୍ଦୁରା ବ୍ଲକ ନୂତନ ଅଧ୍ୟକ୍ଷ  

କୁନ୍ଦୁରା,୮।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ କୁନ୍ଦୁରା ବ୍ଲକ ଇତିହାସରେ ପ୍ରଥମ ଥର ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ତରୁଣୀସେନ ବିଷୋୟୀ। ଗତ ଦୁଇ ମାସ ଧରି ଧରି ଚାଲିଥିବା ବାଦ…

ନୂଆପଡ଼ା ଉପନିର୍ବାଚନ ପାଇଁ ବିଶାଳ ଟିମ୍ ପଠାଇଲେ ନବୀନ, ତିନି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ

ଭୁବନେଶ୍ୱର,୮।୧୦: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଗାମୀ ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକରେ…

ପାଟଣାର ସାମାଜିକ କର୍ମୀ ରାହସ ବିହାରୀଙ୍କ ବିୟୋଗ, ଶୋକବ୍ୟକ୍ତ କଲେ…

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ଜଣା ଶୁଣା ଧର୍ମପରାୟଣ ଓ ସାମଜିକ କର୍ମୀ ରାହସ ବିହାରୀ ଦାଶ ଙ୍କ ବୁଧବାର ସକାଳ ୮ ଟାରେ ରେ ବିୟୋଗ ଘଟିଛି । ମୃତ୍ୟୁ ବେଳେକୁ…

SI ନିଯୁକ୍ତି ଦୁର୍ନୀତି ମାମଲା: ୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ, ମିଳିବ କଠୋର ଦଣ୍ଡ

ବ୍ରହ୍ମପୁର,୮।୧୦: ଓଡ଼ିଶାରେ ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ୧୧୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟ ଖାରଜ କରିଛନ୍ତି। କୋର୍ଟ ଏହି ସମସ୍ତ…

ଚାଷ ଜମିରୁ ପାଣି ମୋଟର ଚୋରି କରି ନେଇଗଲେ, ଗଞ୍ଜାମର ଚାଷୀ ହନ୍ତସନ୍ତ

ଗଞ୍ଜାମ,୮।୧୦ (ଅଖିଳ ତରାଇ) : ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ହରିପୁର ବୁରୁଡି ଅଞ୍ଚଳରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ରାତିରେ କେହି ଦୁର୍ବୃତ୍ତ ଚାଷ ଜମିରୁ ପାଣି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?