ଆମ ଜିଲା ଖବର

ଛୁଟିର ସୁଯୋଗ ନେଇ ବିଦ୍ୟାଳୟ ଶ୍ରେଣୀଗୃହ ତାଲାଭାଙ୍ଗି ଚୋରି, ସୁରକ୍ଷା ବଢ଼ାଇବାକୁ ରମ୍ଭା ଥାନାରେ…

ଗଞ୍ଜାମ,୮।୧୦(ଅଖିଳ ତରାଇ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଚୋରି ହୋଇଛି। ଦଶହରା ଛୁଟି ସରିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏକ ଶ୍ରେଣୀଗୃହର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବହିପତ୍ର ଏବଂ କିଛି…

ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା: ଦାରିଙ୍ଗବାଡ଼ି ଓକିଲ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ

ଦାରିଙ୍ଗବାଡି, ୮।୧୦(ଅରୁଣ ସାହୁ ): ବ୍ରହ୍ମପୁରଠାରେ ବରିଷ୍ଠ ଓକିଲ ତଥା ଓକିଲ ସଙ୍ଘର ରାଜ୍ୟ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ…

ବ୍ରହ୍ମପୁର ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ କୋରାପୁଟ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

କୋରାପୁଟ,୮ା୧୦(ଅମିତାଭ ବେହେରା): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ବୁଧବାର କୋରାପୁଟ ବାର୍‌ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା, କୋର୍ଟ ସମ୍ମୁଖ ଠିଆ ହୋଇ ପ୍ରତିବାଦ କରିଛନ୍ତି ଓଡ଼ିଶା ରାଜ୍ୟ ବାର୍‌…

ଆଇନଜୀବୀଙ୍କୁ ଗୁଳିକରି ହତ୍ୟା ଘଟଣା: ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲା ଓକିଲ ସଂଘ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ଗଞ୍ଜାମ ଜିଲାର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁରରେ ଗୁଳିକରି ହତ୍ୟା କରାଯିବା ଘଟଣାରେ ପ୍ରତିବାଦ ସ୍ବରୂପ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ବୁଧବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।…

କାର୍ତ୍ତିକ ମାସ ପାଇଁ ବଟେଶ୍ୱର ପୀଠ ଚଳଚଞ୍ଚଳ: ଜୋର୍‌ଦାର ଚାଲିଛି କାର୍ଯ୍ୟ

ଗଞ୍ଜାମ,୮ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ଜିଲା ପ୍ରସିଦ୍ଧ ପବିତ୍ର ବଟେଶ୍ୱର ଶୈବପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ସୋମବାର ଉକ୍ତ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ।…

ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଔତଳ ଗାଁରେ। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ…

ରାତ୍ର ଜଗୁଆଳ-ଝାଡୁଦାର ନିଯୁକ୍ତିରେ ଅନିୟମିତତା: ସ୍କୁଲରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା

ଅମରପାଲି,୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି କ୍ଲଷ୍ଟରର ଅଚଣ୍ଡାସ୍ଥିତ ସରକାରୀ ଉନ୍ନୀତ ହାଇସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଏସ୍‌ଏଚ୍‌ଜି ମହିଳା। ଫଳରେ ସ୍କୁଲ ଭିତରକୁ ଯାଇପାରିନାହାନ୍ତି ଶିକ୍ଷକ ଓ ଛାତ୍ରୀଛାତ୍ର। ଅଭିଯୋଗ ଅନୁସାରେ ଉକ୍ତ ସ୍କୁଲରେ…

ମାନସିକ ଅନଗ୍ରସରଙ୍କୁ ଅପମାନିତ କଲେ ବିଏସଏସଓ: ବୁଦ୍ଧିଜୀବୀ ମହଲରେ ନିନ୍ଦା

ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଧିକ ତ୍ରୁଟିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଥିଲା। ଦାରିଙ୍ଗବାଡିରେ ଏହି ଶିବିରକୁ ଶହ ଶହ…

ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା: ନିର୍ଦ୍ଦେଶନାମା ଜାରି

କଟକ,୮ା୧୦: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା ଜାରି…

ଲାଞ୍ଚ ନେଉଥିଲେ OAS ଅଧିକାରୀ, ମାଡିବସିଲା ଭିଜିଲାନ୍ସ

ଭଞ୍ଜନଗର,୮/୧୦(ବାବୁଲା ପ୍ରଧାନ): ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍‌ ଅର୍ଡର…

ଆଇନଜୀବୀଙ୍କୁ ଗୁଳିକରି ହତ୍ୟା: ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ କଲମ ଛାଡ଼ ଆନ୍ଦୋଳନ

ଅନୁଗୋଳ,୮ା୧୦(ମାନସ ବିଶ୍ୱାଳ): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ଅନୁଗୋଳ ବାର୍‌ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା, କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ…

ସ୍ବର୍ଣ୍ଣ ପଦକ ଜିତିଲା ଜୟଶ୍ରୀ କରମେଟ ସ୍କୁଲ, ଅନ୍ତର୍ଜାତୀୟ କବାଡି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଶିବ ପ୍ରସାଦ

ଗଞ୍ଜାମ, ୮।୧୦(ବିଦ୍ୟାଧର ସାହୁ ): ଉତ୍ତରାଖଣ୍ଡ ହରିଦ୍ୱାରଠାରେ ଅନୁଷ୍ଠିତ ନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଗଞ୍ଜାମର ଜୟଶ୍ରୀ କେମିକାଲସ ସ୍କୁଲକୁ ମିଳିଛି ସ୍ବର୍ଣ୍ଣ ପଦକ । ଗତ ମାସ ୨୭ ରେ ନ୍ୟାଶନାଲ ଖେଳିବାକୁ ଓଡ଼ିଶାରୁ ୨୭ ଜଣ ଉତ୍ତରାଖଣ୍ଡ ଗ୍ରସ୍ତ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?