ନୂଆପଡ଼ା

ପଞ୍ଚାୟତସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ:ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଦରକାର

ନୂଆପଡା ଅଫିସ,୨୫ା୮ ନୂଆପଡା ଜିଲା କୁରୁମପୁରୀ ଭଳି ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଉନ୍ନତିର ଆବଶ୍ୟକତା ରହିଛି । ଏଥିପାଇଁ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ କରିବା ଜରୁରୀ । ଏଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବା ଆବଶ୍ୟକତା ରହିଛି ବୋଲି ମତ…

ସିନାପାଲି ତହସିଲରେ ୧୪୫ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ

ସିନାପାଲି,୨୩।୮(ଡି.ଏନ.ଏ.)-ସିନାପାଲି ତହସିଲ ପରିସରରେ ଗୁରୁବାର ଜମିହୀନମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ବସୁନ୍ଧରା ଯୋଜନା ମାଧ୍ୟମରେ ସିନାପାଲି ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୪୫ ଜଣ ହିତାଧିକାରୀଙ୍କୁ ୪ ଡେସିମିଲ ପରିମାଣର ସରକାରୀ ଜମି ଯୋଗଇ ଦେବା ସହିତ ଏହାର ପଟ୍ଟା ପ୍ରଦାନ…

ଓଡ଼ିଶା-ଛତିଶଗଡ଼ ସମନ୍ବୟ ବୈଠକ: ବ୍ୟାଘ୍ର ପ୍ରକଳ୍ପ ପାଇଁ ସୁନାବେଡାରେ ଭିତ୍ତିଭୂମି ଅଛି

ନୂଆପଡା ଅଫିସ,୨୩ା୮ – ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଭଳି ମୂଲ୍ୟବାନ ଜନ୍ତୁମାନେ ସୁରକ୍ଷିତ ଭାବେ ରହିଥିବାବେଳେ ଏହାକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ବ୍ୟାଘ୍ର ପ୍ରକଳ୍ପ ପାଇଁ ଏଠାରେ…

ଟଁକା ପଏସା ଅଭାବ୍‌: ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା

କୋମନା,୨୩।୮(ଡି.ଏନ.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଝନେ ଗରିବ୍‌ ଛାତ୍ରୀ ଟଁକା ପଏସା ଅଭାବୁ ଉଚ ଶିକ୍ଷାରୁ ବଁଚିତ୍‌ ହେଇଛନ୍‌। ସୂଚନା ଅନ୍‌ସାରେ ମହୁଲଭଟା ଗଁାର ସ୍ବର୍ଗତ ଗଜାନନ ପାତ୍ରକଁର ଝି’ ଜ୍ୟୋତିଜୟା ପାତ୍ର(୧୭)।…

ଭତ୍ତା ନ ପାଇ ଦୁର୍ଦ୍ଦିନରେ ୨୧୧ କଳାକାର

କୃଷ୍ଣପ୍ରସାଦ,୨୩ା୮(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିବର୍ଷ ଧରି ୨୧୧ କଳାକାର ଭତ୍ତା ପାଇ ଅସୁଥିଲେ। ତେବେ ଏମାନଙ୍କ ଭତ୍ତା ବନ୍ଦ କରିଦିଆ ଯାଇଥିବାରୁ ଗୁରୁବାର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମାନେ ୧୨ଶହ ଟଙ୍କା କଳାକାର ଭତ୍ତା ପାଇବା ପରେ…

ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ଖଡିଆଳ,୨୨।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଥିଲା । କଲେଜର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ରମାନେ ଶ୍ରେଣୀ ବର୍ଜନ କରିବା ସହିତ କଲେଜର ମୁଖ୍ୟ ଫାଟକଠାରେ ଧାରଣା ଦେଇ ବିକ୍ଷୋଭ କରିଥିଲେ । ଛାତ୍ରୀଛାତ୍ରମାନେ…

ଜିଲାସ୍ତରୀୟ ୟୁଥ ପାର୍ଲାମେଣ୍ଟ ପ୍ରତିଯୋଗୀତା

ଖଡିଆଳ,୨୨।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ବିଦ୍ୟାଳୟଠାରେ ଓଡିଶା ସରକାରଙ୍କ ଟିଇଆଣ୍ଡ ଏସସିଇଆରଟି ତରଫରୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା ସୃଷ୍ଟି କରିବା ପାଇଁ ଜିଲାସ୍ତରୀୟ ୟୁଥ ପାର୍ଲାମେଣ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲା…

ଭତାରୁ ବଁଚିତ୍‌ ବୁରୁଧ୍‌ ଅର୍ଜୁନ

କୋମନା, ୨୧ା୮ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ କାଣ୍ଡେତରା ଗଁାର ବୁରୁଧ୍‌ ଅର୍ଜୁନ ରଣା(୭୦)। ଆଏଜ୍‌କେ ପାଖାପାଖି ୧୦ ବଛର ହେଲା ସେ ପଁଚେତ୍‌ନୁ ମୂଲ କରି ବ୍ଲକ ତକ୍‌ ଭତାର ଲାଗି ଆବେଦନ କରି ନିରାଶ ହେଇଥିବାର…

ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ, ଚାରାରୋପଣ କଲେ କଂଗ୍ରେସ କର୍ମକର୍ତ୍ତା

ନୂଆପଡା ଅଫିସ,୨୦ା୮: ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବରେ ଜିଲା କଂଗ୍ରେସ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ସ୍ଥାନୀୟ ହରିପୁର ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସଭାପତି ଘାସିରାମ ମାଝି ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…

ବିଜ୍ଞାନ,କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ନୂଆପଡା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା; ଯୋଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

ନୂଆପଡ଼ା ଅଫିସ,୧୯ା୮ : ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜ୍ଞାନ, କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଦିନିକିଆ ନୂଆପଡା ଗସ୍ତରେ ଆସି ଜିଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ…

ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଆତ୍ମସାତ୍‌ ଘଟଣା:ସିଏସ୍‌ପି ମୁଖ୍ୟ ଗିରଫ

ନୂଆପଡା ଅଫିସ,୧୭ା୮ ଏସ୍‌ବିଆଇର ଗ୍ରାହକ ସେବା କେନ୍ଦ୍ରରେ ଚଞ୍ଚକତା କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ା ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୂଆପଡା ପୋଲିସ । ଅଭିଯୁକ୍ତ ଜଣକ…

କାର୍ଯ୍ୟାଦେଶ ମିଳିଛି, ଟଙ୍କା ମିଳୁନି: ସ୍ଲାବ ପାଇଁ ଟଙ୍କା ନାହିଁ; ଭଙ୍ଗା ଘର ଭରସା

ନୂଆପଡା ଅଫିସ,୧୫ା୮ : ସରକାର କାହାରିକୁ ଖପର ଘରେ ରହିବାକୁ ଦେବେ ନାହିଁ ବୋଲି ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେଉଛନ୍ତି । ହେଲେ ସେଗୁଡିକର ପରିଚାଳନା ବ୍ୟବସ୍ଥା ଢିଲା ପଡିଥିବା ଯୋଗୁ ଥିଲାବାଲା ଲୋକ ଶୀଘ୍ର ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?