ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ
ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କୁ ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଚାକିରିରୁ ନିଲମ୍ବିତ…
ଉମରକୋଟ ଏସ୍ଏନ୍ସିୟୁ ରାଜ୍ୟରେ ଶ୍ରେଷ୍ଠ
ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍ (ଏସ୍ଏନ୍ସିୟୁ) ସମଗ୍ର ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ତାଲିକାରେ…
ନବଜାତ ଶିଶୁଙ୍କ ଚିକିତ୍ସାରେ ଉମରକୋଟ ଏସ୍ଏନ୍ସିୟୁ ରାଜ୍ୟରେ ଶ୍ରେଷ୍ଠ
ଉମରକୋଟ,୨୮ା୫: ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ(ଏସ୍ଏନ୍ସିୟୁ) ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ବିଚାରକୁ ନେଇ ଏହି ସମ୍ମାନ ନିମନ୍ତେ…
କ୍ଷେତରେ ଅନେଇ ରହିଥିଲା ମୃତ୍ୟୁ, ଏକାଠି ଚାଲିଗଲେ ୨ ସାଙ୍ଗ
କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା। ପ୍ରକାଶ ଯେ, ଊର୍ମିଳା, ହୀରାଦେଈ, ଲତା କେଉଟ ଓ ମେନକା ଭତ୍ରା ସାଙ୍ଗ…
୧୦ ଦିନିଆ ଶଟ୍ଡାଉନ ଘୋଷଣା କଲେ ସରପଞ୍ଚ
ଉମରକୋଟ,୨୮ା୪: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଝରିଗାଁ ବ୍ଲକ୍ରୁ ୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରେ ଧୋଡ୍ରା ପଞ୍ଚାୟତରୁ ୫ ଜଣ ରହିଛନ୍ତି। ସଂକ୍ରମଣକୁ ରୋକିବା ନେଇ…
ସୌର, ପବନଶକ୍ତିରେ ଚାଲୁଛି ସେଚ ପ୍ରକଳ୍ପ
ନବରଙ୍ଗପୁର,୨୮।୪ (ବି.ପ୍ର.) – ବିଦ୍ୟୁତ୍ ନ ଥାଇ ସୌର ଓ ପବନ ଶକ୍ତି ଦ୍ୱାରା ପାଣିମଟର ଚଳାଇ ଜମିକୁ କରାଯାଉଛି ଜଳସେଚନ । ଗୋଟିଏ ପ୍ରକଳ୍ପରୁ ଦୈନିକ ୨୦ହଜାର ଲିଟର ପାଣି ଜମିକୁ ପହଞ୍ଚା ଯାଇପାରୁଛି। ସାଉଥ୍ ଆଫ୍ରିକା ଜ୍ଞାନକୌଶଳରେ ନବରଙ୍ଗପୁର…
୫ ଦିନିଆ ଶଟ୍ଡାଉନ୍ ଘୋଷଣା
ଚନ୍ଦାହାଣ୍ଡି,୧୮ା୪: ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକକୁ ୫ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ୧୦ ଦିନ ମଧ୍ୟରେ ବ୍ଲକରୁ ୧୮୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।…
ଇନ୍ଦ୍ରାବତୀରେ ଓଲଟିଲା ଡଙ୍ଗା
ନବରଙ୍ଗପୁର,୧୧।୪: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଏକ ମାଛଧରା ଡଙ୍ଗା ଓଲଟି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଯିଛି। ମୃତକ ହେଲେ ନନ୍ଦାହାଣ୍ଡି ବ୍ଲକ କୋଈଗୁଡା ଗ୍ରାମର ନୀଳକଣ୍ଠ ଅମାନତ୍ୟ (୨୮)। ରବିବାର ନୀଳକଣ୍ଠଙ୍କ ସମେତ…
ଛତିଶଗଡ଼ ଜଗଦଲପୁର ସୀମା ସିଲ୍
କୋଷାଗୁମୁଡ଼ା,୯।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରୁ ଛତିଶଗଡ଼ର ଜଗଦଲପୁର ରାସ୍ତାକୁ ପ୍ରଶାସନ ସିଲ୍ କରିଛି। କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ତଥା ଡିଆର୍ଡିଏ ଆଉଁଳି ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ପଡ଼ୋଶୀ ଛତିଶଗଡ଼ରେ ଏବେ କରୋନା…
ବଜ୍ରପାତରେ ୨୦ ଗୋରୁ ମୃତ
ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ ପଡ଼ିଆରେ ଏକ ଗଛ ମୂଳେ ୨୦ରୁ ଊଦ୍ଧର୍ବ ଗୋରୁ ଆଶ୍ରୟ ନେଇଥିଲେ। ଗଛ ଉପରେ…
କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ପ୍ରଥମ ସ୍ଥାନ
ନବରଙ୍ଗପୁର,୭ା୪(ବି.ପ୍ର.): ଜୟପୁରଠାରେ ଅନୁଷ୍ଠିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୬ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ୱାରା ନିର୍ମିତ ଏବଂ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ମିଳିଛି ପ୍ରଥମ ସ୍ଥାନ। ଏଥିରେ ରାଜ୍ୟ…
ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ
ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରାବାସର ୯ଛାତ୍ର ରହିଛନ୍ତି। ପ୍ରଶାସନ ପକ୍ଷରୁ ଛାତ୍ରାବାସକୁ ସାନିଟାଇଜ୍…
Archives


