୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ

ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି ପାଟି କରିଥିଲେ। ଫଳରେ ଭାଲୁଟି ଗାଁର ଯୋଗେନ୍ଦ୍ର ସାନ୍ତା ଓ ଲକ୍ଷ୍ମଣ ସାନ୍ତାଙ୍କ ଘର ସନ୍ଧିରେ ପଶି ଯାଇଥିଲା। ପରେ ଗ୍ରାମବାସୀ ସାହସ କରି ସନ୍ଧିଟିକୁ ଏକ ଖଟିଆରେ ଅବରୋଧ କରିଥିଲେ। ଭାଲୁଟି ଫୁପୁଗାଁ ଜଙ୍ଗଲରୁ ପଳାଇ ଆସିଥିବା ଗ୍ରାମବାସୀ ଅନୁମାନ କରି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ମେଦନା ଫେରେଷ୍ଟର ଗୋବିନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ବନକର୍ମଚାରୀଙ୍କ ସହ ଏକ ସ୍ବତନ୍ତ୍ର ଟିମ୍‌ ଦୀର୍ଘ ୮ଘଣ୍ଟା ପରିଶ୍ରମ ପରେ ଭାଲୁଟିକୁ ଉଦ୍ଧାର କରିଥିଲେ। ଭାଲୁଟିର ବୟସ ପ୍ରାୟ ୫ ହେବ। ଶନିବାର ଭାଲୁର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲକୁ ଛାଡଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧...

ଲିଭୁନି ନିଆଁ, ବର୍ଷା ଭରସା

ବାରିପଦା ଅଫିସ,୧୨।୩:  ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ନିଅଁା ଓ ଧୂଅଁାରେ ପରିବେଶ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଭୟାରଣ୍ୟକୁ ଧ୍ୱଂସ କରିବା ପାଇଁ ଯୋଜନାକାରୀଙ୍କ ବିରୋଧରେ...

କଠୋର ହେଲା ଟ୍ରାଫିକ ପୋଲିସ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଗକୁ ହକି ବିଶ୍ୱକପ୍‌ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାର ସୁପରିଚାଳନା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ...

ସଚେତନତାରେ ପୋଲିସ, ଓକିଲ ସଂଘ କର୍ମକର୍ତ୍ତା ସାମିଲ; ହେଲମେଟ ପିନ୍ଧିବା ପାଇଁ ଏସ୍‌ପି ପରାମର୍ଶ ଦେଲେ

ନୂଆପଡା ଅଫିସ,୧୬ା୯ : ପରିବର୍ତ୍ତିତ ପରିବହନ ଅଧିନିୟମକୁ କଡାକଡି କାର୍ଯ୍ୟାନ୍ବୟନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ଉଦ୍ୟମ ଆରମ୍ଭ...

ସ୍ବାମୀଙ୍କ ସହ ମିଶି ମାକ୍ସ ତିଆରି କରି ବାଣ୍ଟୁଛନ୍ତି ଶାନ୍ତିଲତା

ସୁନ୍ଦରଗଡ଼,୨୮ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଖରେ ମାକ୍ସ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର...

୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ ଜିଲାରେ କାଳବୈଶାଖୀ ଆଶଙ୍କା କରାଯାଉଛି। ଏହିସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏହି...

ଡ୍ରୋନ ଦ୍ୱାରା ଷ୍ଟେଶନ ସୁରକ୍ଷା ତଦାରଖ

ସମ୍ବଲପୁର, ୯।୪ (ବ୍ୟୁରୋ)-ଡ୍ରୋନ କ୍ୟାମେରା ଦ୍ୱାରା ସମ୍ବଲପୁର ରେଳ ଷ୍ଟେଶନ ସୁରକ୍ଷା ତଦାରଖ କରାଯାଉଛି । ଲକ୍‌ ଡାଉନ ସମୟରେ ରେଳବାଇର ଟ୍ରେନ କୋଚ୍‌, ଯାତ୍ରୀ...

କରୋନା ମୁକାବିଲାକୁ ନେଇ ଛତିଶା ନିଯୋଗ ବୈଠକ: ଦର୍ଶନ, ଭୋଜନ ବ୍ୟବସ୍ଥା, ଗହଳି କଟକଣା ଉପରେ ଆଲୋଚନା

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଏଥିରେ ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାର ଅଧ୍ୟକ୍ଷତା...

Advertisement
Archives

Model This Week