ନବରଙ୍ଗପୁର

୪ କି.ମି. ପାହାଡ଼ ଚଢ଼ି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

ନନ୍ଦାହାଣ୍ଡି,୨୨।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଅପହଞ୍ଚ ବିଚ୍ଛିନ୍ନାଞ୍ଚଳ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତର ପୁଟଘରରେ ପହଞ୍ଚତ୍ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ବିଡିଓ ଏଇଇ ଶଙ୍କର ବୁଡ଼େକଙ୍କ ସହିତ ୪ କି.ମି. ପାହାଡ଼ ଚଢ଼ି ସେଠାରେ ପହଞ୍ଚତ୍ ଲୋକଙ୍କ…

ପ୍ରକଳ୍ପ ଅଛି, କିନ୍ତୁ ସବୁ ଅଞ୍ଚଳକୁ ମିଳୁନି ପାଣି

ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଏସ୍‌ପି ଏସ୍‌.ସୁଶ୍ରୀ, ଡିଏଫ୍‌ଓ ଜି.ଜଗଦୀଶ ରାଓ, ଜିଲା…

କାର୍ଯ୍ୟ ସରୁନି କି କାମରେ ଲାଗୁନି

ନବରଙ୍ଗପୁର,୨୦।୨(ବି.ପ୍ର.): ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ତଥା ସେବା ଯୋଗାଇବାରେ ବିଫଳ ହୋଇଛି। ରାସ୍ତାଘାଟ ଡ୍ରେନ ଆଦି ସଫା ହେଉନି ଓ ରାସ୍ତା କଡରେ ଥିବା ଅବର୍ଜନା ନିୟମିତ ଭାବେ ଉଠୁନାହିଁ । ସରକାରଙ୍କ ମୁକ୍ତା ଯୋଜନାରେ ଲୁ ନାମରେ…

ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର

ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ନବରଙ୍ଗପୁରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ…

ପ୍ରେମ ଦିବସରେ ଘରୁ ଚାଲି ଆସିଥିଲେ ପ୍ରେମୀଯୁଗଳ, ମିଳିଲା ଝୁଲନ୍ତା ମୃତଦେହ

ପାପଡାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରେ ବୁଧବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଉଭୟ ଏକ ମହୁଲ ଗଛରେ ଝୁଲିପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ଲେଖାଯିବା ସୁଦ୍ଧା…

ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ ନିଆଁ ଲଗାଉଛନ୍ତି। ତାହା ବ୍ୟାପି ଜଙ୍ଗଲ ଭିତରେ ପଶୁଛି। ପରିବେଶକୁ ନେଇ ସଚେତନ ଅଭାବ…

ଡାକ୍ତରଖାନା ଛାତରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର,୧୪।୨(ବି.ପ୍ର.):ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଛାତରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ତଳକୁ ଡେଇଁବାକୁ ଧମକ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା। ଉକ୍ତ ଯୁବକଙ୍କ ନାମ ଶ୍ୟାମ ହରିଜନ। ସେ କେଉଁ…

ନିଲମ୍ବନ ପରେ ସ୍କୁଲରୁ ହଣ୍ଡା, ଡେକ୍‌ଚି ନେଇଗଲେ ଶିକ୍ଷକ

ନବରଙ୍ଗପୁର,୧୩ା୨(ବି.ପ୍ର.):ସରକାର ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାମାନେ ହଷ୍ଟେଲରେ ରହି କିଭଳି ସୁସ୍ଥ ପରିବେଶରେ ପାଠ ପଢ଼ିବେ ସେ ନେଇ ଚିନ୍ତା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ଖାଦ୍ୟ, ଭତ୍ତା ଓ ସ୍କୁଲ ଫି, କୋଭିଡ୍‌…

ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତର ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ଦେଇଛନ୍ତି। ବଙ୍ଗଳାଗୁଡ଼ା ଗ୍ରାମରେ ତିନୋଟି…

ନବରଙ୍ଗପୁରର ସାର୍ଥକ ମିଷ୍ଟର ଇଣ୍ଡିଆ

ନବରଙ୍ଗପୁର,୯।୨(ବି.ପ୍ର.): ବିୟଣ୍ଡ ୟୁ ସଂସ୍ଥା ପକ୍ଷରୁ ଆୟୋଜିତ ମିଷ୍ଟର, ମିସ୍‌ ଓ ଟିନ୍‌ ଜାତୀୟସ୍ତର ପ୍ରତିଯୋଗିତାରେ ନବରଙ୍ଗପୁର ସହରର ସାର୍ଥକ ଆଚାରୀ ମିଷ୍ଟର ଇଣ୍ଡିଆ ଟାଇଟଲ ହାସଲ କରିଛନ୍ତି। ବିଗ୍‌ବସ୍‌ ବିଜେତା ପ୍ରିନ୍ସ ନରୁଲା ଅତିଥିଭାବେ ଯୋଗଦେଇ ତାଙ୍କୁ ସମ୍ମାନିତ କରିଛନ୍ତି।…

କାମ ନ ସରିବା ଆଗରୁ ଫାଟିଗଲାଣି ରାସ୍ତା

ଉମରକୋଟ, ୮।୨(ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି କାମ। କିନ୍ତୁ କାମ ସରିବା ପୂର୍ବରୁ ହିଁ ରାସ୍ତା ଫାଟିଗଲାଣି। ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ଡଙ୍ଗରିଗୁଡ଼ା ମୁଖ୍ୟ ରାସ୍ତାର ଦୃଶ୍ୟ। ପୂର୍ତ୍ତ ବିଭାଗ ପକ୍ଷରୁ ଧୋଡ୍ରାରୁ ଉମରକୋଟ ୧୦ କି.ମି.…

୪ କକ୍ଷରେ ପଢ଼ୁଛନ୍ତି ୮ ଶ୍ରେଣୀର ପିଲା

ଝରିଗାଁ, ୮।୨(ସ୍ବ.ପ୍ର.): ଭିତ୍ତିଭୂମିର ଅଭାବ, ଶିକ୍ଷକ ଇଚ୍ଛା କଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁନାହାନ୍ତି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri