‘ବନ୍ୟପ୍ରାଣୀ ସୁରକ୍ଷା ମାନବ ସମାଜ ପାଇଁ ଶୁଭଙ୍କର’
ବାରିପଦା ଅଫିସ,୪ା୧୦: ମୟୂରଭଞ୍ଜ ଜିଲା ବାରିପଦା ବନାଞ୍ଚଳ ଯଦୁନାଥପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ବନପ୍ରାଣୀ ସପ୍ତାହ ପାଳନ କରାଯାଇଛି। ସଂଗ୍ରାମ ସ୍ବେଚ୍ଛାସେବୀ ସଙ୍ଗଠନ ଓ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସଂଯୁକ୍ତା ବସା ଅଧ୍ୟକ୍ଷତା…
ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା
ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ…
ତାଲା ଭାଙ୍ଗି କରୁଥିଲେ ଚୋରି, ପଡ଼ିଲେ ଧରା
ମୋରଡ଼ା,୩ା୧୦(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଚିତ୍ରଡ଼ାସ୍ଥିତ କଲେଜ ଛକ ନିକଟ ଏକ ଦୋକାନରୁ ଚୋରି କରୁଥିବା ବେଳେ ଯୁବକଙ୍କୁ ଲୋକେ କାବୁ କରିଛନ୍ତି। ଯୁବକ ଜଣଙ୍କ ବାରିପଦା ପୂର୍ଣ୍ଣଚନ୍ଦ୍ରପୁରର ରାଜକିଶୋର ନନ୍ଦ ବୋଲି ଜଣାପଡ଼ିଛି। ରାଜକିଶୋର ଶନିବାର ରାତିରେ କଲେଜ…
ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା
ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ ପୂରୁଣୁ ମୃତ୍ୟୁ ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର…
ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ
ମୋରଡ଼ା,୩ା୧୦(ଡି.ଏନ୍.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ବିଭିନ୍ନ ପୂଜା କିମିଟି। କରୋନା ପାଇଁ ଦୁଇ ବର୍ଷ ଧରି ପୂଜା କଟକଣାରେ ପାଳନ ହୋଇଥିବା…
ଆହତ ଦନ୍ତାର ହେଲା ଅସ୍ତ୍ରୋପଚାର
ବେତନଟୀ,୩ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀ ରେଞ୍ଜ୍ର ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ୧୫ ଦିନ ହେବ ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ବେଳେ ହାତୀ ଗୋଡ଼ରୁ ଏକ ମୋଟା ପ୍ଲାଷ୍ଟିକ ରଶି…
ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ
ସାରସକଣା,୨।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପୋଖରିଡିହା ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ବଣ୍ଟନ ପାଇଁ ଆସୁଥିବା ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ଛତୁଆ ନେଇ ଆସିଥିବା ଗାଡ଼ିକୁ ସରପଞ୍ଚ କାଳିପଦ ସିଂଙ୍କ…
ମନ୍ତ୍ରୀଙ୍କ ପାଚେରି ଭାଙ୍ଗିଲେ ଗ୍ରାମବାସୀ
ବାରିପଦା ଅଫିସ, ୨।୧୦: ଯିବା ଆସିବା ଲାଗି ରାସ୍ତା ଛାଡ଼ିବାକୁ ଲୋକେ ଅନୁରୋଧ କରିଥିଲେ। ହେଲେ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଲୋକଙ୍କ ରୋଷର ଶିକାର ହୋଇଛନ୍ତି ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ। ମୟୂରଭଞ୍ଜ ଜିଲା…
ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ
ସାରସକଣା,୧ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ। ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ…
ଝିଅଙ୍କୁ ନେଇ ଘରକୁ ଆସୁଥିବା ବେଳେ ଚାଲିଗଲା ମା’ଙ୍କ ଜୀବନ
ଠାକୁରମୁଣ୍ଡା,୧।୧୦ (ଡି.ଏନ୍.ଏ.): ବାଇକ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ଆନନ୍ଦପୁର ରାସ୍ତାର ମହୁଲଡ଼ିହା ଅଫିସ ସାହି ନିକଟରେ ଶନିବାର ଏଭଳି ଏକ ଦୁର୍ଘଟଣା ଘଟିଛି। ମୃତକ ମହିଳାଜଣଙ୍କ ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭଲିଆଡାଳ ଗ୍ରାମ ଢେଙ୍କିଶାଳ ସାହିର କାଇରୀ ବୋଲି ଜଣାପଡ଼ିଛି।…
ଶିଶୁମାନଙ୍କୁ ବ୍ୟାପୁଛି ଅଜଣା ରୋଗ
ସାରସକଣା,୧ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍ ଅଞ୍ଚଳରେ ଶିଶୁମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ମୁହଁ, ଦେହର ବିଭିନ୍ନ ସ୍ଥାନରେ ଫୋଟକା ଭଳି ହୋଇ ଘା’ ହୋଇଯାଉଛି। ଏହା ବ୍ୟାପୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ସୂଚନା ଅନୁଯାୟୀ,…
ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ
ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ଦେହ ସାରା ଫଟକା ହେବା ସହ ପରେ…
Archives


