ମୟୂରଭଞ୍ଜ

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ମୋରଡ଼ା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ମାକୁନ୍ଦ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ବେତନଟୀ ଥାନା ଅଧୀନ ସଂଶା ଅଞ୍ଚଳର ରାଜାରାମ ମହାନ୍ତ (୨୫)। ଏକ ନୂତନ ବାଇକ୍‌ରେ…

ଜୁଆ ଖେଳି ୩ ଗିରଫ

କୁଳିଅଣା,୨୩ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ପୋଲିସ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଠଶୀର୍ଷ ଗ୍ରାମର ରମେଶ ହଁାସଦା, ଯଦୁ ମୁର୍ମୁ ଓ ବାଙ୍ଗରିପୋଷି ଥାନା ଜଗନ୍ନାଥଖୁଣ୍ଟା ଗ୍ରାମର ଭରତ…

ଶିମିଳିପାଳରେ ପୁଣି ଦନ୍ତା ଶିକାର

ବାରିପଦା ଅଫିସ,୨୩ା୧:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଥମିବାର ନଁା ଧରୁନି। ମାସକ ପୂର୍ବେ ଦୋଷ ଲୁଚାଇବାକୁ ବନ କର୍ମଚାରୀମାନେ ଏକ ଦନ୍ତାର ମୃତଦେହ ପୋଡ଼ି ନଦୀରେ ଭସାଇଦେବା ଘଟଣାର ତଦନ୍ତ ଚାଲିଥିବା ବେଳେ ରବିବାର ପୁଣି ଏକ ଦନ୍ତାର…

ବଳାତ୍କାର ଉଦ୍ୟମକାରୀଙ୍କୁ ହତ୍ୟା କଲେ ପୀଡ଼ିତା

ବାରିପଦା ଅଫିସ,୨୩ା୧:ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଗୁଞ୍ଜୁସାହି ଅଞ୍ଚଳରେ ବଳାତ୍କାର ଉଦ୍ୟମକାରୀଙ୍କୁ ଜଣେ ମହିଳା କୋଦାଳରେ ପିଟି ହତ୍ୟା କରିଛନ୍ତି। ଗତ ରବିବାର ଏହି ଘଟଣା ଘଟିଥିବା ବେଳେ ୭ ଦିନ ପରେ ଗଳିତ ମୃତଦେହକୁ ପୋଲିସ ଜବତ…

ସରିଲା ମକରମେଳା

ଗୋପବନ୍ଧୁ ନଗର/ବୈଶିଙ୍ଗା,୨୧ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ଖଡିକାପଦା ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ମକର ମେଳା ଉଦ୍‌ଯାପିତ ହୋଇଯାଇଛି। ପୂଜକ ରଶ୍ମି ରଞ୍ଜନ ହୋତା ଓ ଦିବ୍ୟ ସାଗର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରୁଦ୍ରାଭିଷେକ, ରୁଦ୍ର…

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କରଞ୍ଜିଆ,୨୦ା୧- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ଧୋକଟା ଗଁାରେ ଶୁକ୍ରବାର ବାପାଙ୍କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ପଞ୍ଚାନନ ନାଏକ। ହତ୍ୟାକାଣ୍ଡ ପରେ ପୁଅ ବିକାଶ ଚଢେଇଭୋଳ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା…

ପୋଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଦୋଷୀ ଜଣେ ପୋଲିସ ଏସ୍‌ଆଇଙ୍କୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ପରିବହନ ବିଭାଗର…

ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ

ସାରସକଣା,୧୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ପାକଟିଆ ଗ୍ରାମ…

ମାରାଂବୁରୁ ବଞ୍ଚାଅ ଅଭିଯାନ ଆରମ୍ଭ

ବାରିପଦା ଅଫିସ/ ରାଇରଙ୍ଗପୁର,୧୮।୧(ଡି.ଏନ.ଏ.): ଝାଡ଼ଖଣ୍ଡର ଗିରିଡିହି ଜିଲା ପୀରଟାଣ୍ଡ ବ୍ଳକରେ ଅବସ୍ଥିତ ପାରସନାଥ ପର୍ବତକୁ ସାନ୍ତାଳ ଆଦିବାସୀମାନେ ଇଶ୍ୱର ଭାବେ ପୂଜା କରି ଆସୁଛନ୍ତି। ଏହି ପର୍ବତରେ ଆଦିବାସୀମାନଙ୍କର ଜାହେର ଥାନ (ପୂଜାସ୍ଥଳ) ରହିଛି। ଏହାକୁ ଝାଡ଼ଖଣ୍ଡ ସରକାର ଜାନୁଆରୀ ୫ରେ…

ବାରିପଦା-ପୁରୀ ଟ୍ରେନ୍‌ ରହଣି ଦାବି ତେଜିଲା

ବୈଶିଙ୍ଗା,୧୮।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ଯୁଗପୁରା ରେଳ ଷ୍ଟେଶନଠାରେ ବାରିପଦା-ପୁରୀ ସାପ୍ତାହିକ ଟ୍ରେନର ଷ୍ଟପେଜ ନ ଥିବା ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଜାନୁୟାରୀ ୧୩ରେ ଏହି ରେଳ ସେବା ଶୁଭାରମ୍ଭ ହୋଇଥିଲା। ଏହି ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?