ମୟୂରଭଞ୍ଜ

ଅଖିମୁଠି ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟତୃତୀୟା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସବୁଜ ମୟୂରଭଞ୍ଜ ପକ୍ଷରୁ ଏହାର ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଅଖିମୁଠି ଅନୁକୂଳ କରିଛନ୍ତି। ବାଉଁଶଭିଲାଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ କୃଷି…

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କୁଆମରା, ୨୬।୪(ଡି.ଏନ.ଏ.)-ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ତାଣ୍ଡବ ରଚିଛି ଗୋପବନ୍ଧୁ ନଗର ବ୍ଲକରେ। ପବନ ସାଙ୍ଗକୁ କୁଆପଥର ମାଡ ଓ ମୂଷଳ ଧାରାରେ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ କରିପକାଇଛି। ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇ ପଡିଛି। ଘଣ୍ଟା…

କରୋନା ସାଙ୍ଗକୁ କାଳବୈଶାଖୀ: ଚାଷୀ ସର୍ବସ୍ବାନ୍ତ

ବାରିପଦା ଅଫିସ, ୨୬ା୪-ମହାମାରୀ କରୋନା ଲାଗି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଥିବା ବେଳେ ବେଡି ଉପରେ କୋରଡା ମାଡ ସଦୃଶ ଚାଷୀଙ୍କ ପାଇଁ ସର୍ବନାଶ କାରଣ ହୋଇଛି କାଳବୈଶାଖୀ। ଏହାର ପ୍ରଭାବରେ ପ୍ରତିଦିନ ବର୍ଷା ଓ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲାରେ…

ଦୋକାନ ବନ୍ଦ କଲା ପ୍ରଶାସନ

ବାରିପଦା ଅଫିସ, ୨୬ା୪- ସମସ୍ତ ଦୋକାନ ଖୋଲିବା ଗୁଜବ ପ୍ରଚାର ହେବା ପରେ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ସହରରେ କେତେକ ଦୋକାନ ଖୋଲିଥିଲା। ଖବରପାଇ ଉପ ଜିଲାପାଳ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ତହସିଲଦାର ରାମଚନ୍ଦ୍ର ସେରେନ୍‌, ଟାଉନଥାନା ଅଧିକାରୀ…

କୁଟରା ମାଂସ ଜବତ: ୩ ଶିକାରୀ ଗିରଫ

ଠାକୁରମୁଣ୍ଡା,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ. ୧୨ ତଳବନ୍ଧ ନାଳ ନିକଟରୁ ଗୁରବାର ରାତିରେ ବନ ବିଭାଗ ୩ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ କେ.ଜି କୁଟୁରା…

ଚୋରକୁ ପିଟି ହତ୍ୟା , ୫ଗିରଫ

ବାରିପଦା ଅଫିସ/ବେତନଟୀ,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଦହିକୁଟି ପଞ୍ଚାୟତ ଅନ୍ତର୍ଗତ ଖମାରି ଗ୍ରାମର କେତେକ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଏକ ମାମଲା(ନଂ.୯୫/୨୦୨୦) ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ…

ବଜ୍ରପାତରେ ଗଲା ୬ ଜୀବନ

ଖୁଣ୍ଟା/କୁଆମରା/କେନ୍ଦୁଝର/ରୂପ୍‌ସା,୨୪।୪(ଡି.ଏନ୍‌.ଏ./ସ୍ବ.ପ୍ର)-ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବଡ଼ପଥରା…

ବେଆଇନ ମଦଭାଟି ଭାଙ୍ଗିଲେ ମହିଳା

ଚିତ୍ରଡା, ୨୪।୪(ଡି.ଏନ.ଏ.)-ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧୀନରେ ଥିବା ହଲଦୀପାଳ ପଞ୍ଚାୟତର ମଦନଡ଼ିହି ଗ୍ରାମର ଶୁକ୍ରବାର ସକାଳୁ ସରପଞ୍ଚ ଅଞ୍ଜନା ମାଝୀଙ୍କ ସମେତ ମିଶନ ଶକ୍ତିର ମହିଳା ମାନେ ସାହାସିକତା ଦେଖାଇଛନ୍ତି। ଗତ ଗୁରୁବାର ରାତିରେ ଲକ୍‌ଡାଉନ୍‌ର ସୁଯୋଗ ନେଇ ମଦନଡ଼ିହିରେ…

ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ ସାତକୋଶିଆ ବନ କର୍ମଚାରୀ ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧…

ବାରିପଦାରେ ହେବ କରୋନା ପରୀକ୍ଷା

ବାରିପଦା ଅଫିସ, ୨୪ା୪- ଆସନ୍ତା ୨୦ ଦିନ ଭିତରେ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ କଲେଜରେ କରୋନା ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛି। ସେହିଭଳି ଗୁରୁବାର ଭିଡ଼ିଓ କନେଫେରେନ୍ସି ମାଧ୍ୟମରେ କୋଭିଡ଼ -୧୯ ଉପରେ ଏକ…

ଖାଲି ପଡ଼ୁଛିିି ପୋଲିସ କ୍ୟାମ୍ପ

ବାରିପଦା ଅଫିସ, ୨୩ା୪- ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଆରମ୍ଭ ହେବା ପରେ ଗତ ୨୦ ତାରିଖଠାରୁ ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯାହାର ଫାଇଦା ଉଠାଇ ଲୋକେ ସହରରେ ବିନା କାରଣରେ ଯାତାୟତ କରୁଛନ୍ତି। ଏଭଳି ସ୍ଥଳେ ବାରିପଦା…

୩ ପୋଲିସ କରୋନା ଯୋଦ୍ଧା ପ୍ରଶଂସିତ

ବାରିପଦା ଅଫିସ, ୨୩ା୪-କରୋନା ଭଳି ମହାମାରୀର ମୁକାବିଲା ଲାଗି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତିି। ମୟୂରଭଞ୍ଜ ଜିଲାର ୩ପୋଲିସ କର୍ମଚାରୀ କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ କରିଦେଇଥିବାରୁ ସେମାନେ ଏବେ ପ୍ରଶଂସିତ ହୋଇଛନ୍ତି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?