୩୩୧ ରିପୋର୍ଟକୁ ଅପେକ୍ଷା
ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ବାଲେଶ୍ୱରରୁ ପଜିଟିଭି ବାହାରିବା ପରେ ପଡ଼ୋଶୀ ଜିଲା ମୟୂରଭବାସୀ…
ଲକ୍ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା
ଖୁଣ୍ଟା,୨୨ା୪(ଡି.ଏନ୍.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେତେକ ବ୍ୟକ୍ତି ବେପରୁଆ ଭାବେ…
ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି
ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ…
ପିଆରଏମ୍ ମେଡିକାଲ୍ରେ ନିଆଁ
ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍ ମେଡିକାଲ୍ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ସମୟରେ ଶର୍ଟ ସର୍କିଟ ଯୋଗୁ ଉକ୍ତ ଓ୍ବାର୍ଡରେ…
ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ
ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲାର ବିଭିନ୍ନ ଗ୍ରାମରେ ଅନ୍ୟ ଲୋକମାନଙ୍କୁ କୌଣସି…
ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ
ଠାକୁରମୁଣ୍ଡା,୨୦ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ୧ନଂ.ୱାର୍ଡ଼ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଶନିବାର ରାତିରେ ଚଢ଼ାଉ କରି ୧୫ଲକ୍ଷ ଟଙ୍କାରୁ ଊଦ୍ଧର୍ବ ଟଙ୍କାର ଚୋରା ବିଦେଶୀ ମଦ…
ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ
କପ୍ତିପଦା,୨୦ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଉପଖଣ୍ଡ…
ଶିଶୁ କନ୍ୟାଙ୍କୁୁ ଅସଦାଚରଣ
ଖୁଣ୍ଟା,୨୦ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା (ନଂ.୫୪/୨୦୨୦) ରୁଜୁକରି ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ରବିବାର ଜୁଭେନାଇଲ କୋର୍ଟକୁ ପଠାଇଛି। ଏନେଇ ଗ୍ରାମରେ…
ପୁଅ ବାଇକ୍ରୁ ଖସି ମା’ଙ୍କ ପ୍ରାଣ ଗଲା
ରାଇରଙ୍ଗପୁର,୨୦ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ୨୨୦ନଂ. ଜାତୀୟ ରାଜପଥର ସିମଦିହି ନିକଟରେ ରବିବାର ପୁଅର ବାଇକ୍ରୁ ଖସିପଡ଼ି ମାଆଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଯଶିପୁର ଥାନା ଅନ୍ତର୍ଗତ ଭଣ୍ଡାରୀପୋଷି ଗ୍ରାମର ଉର୍ମିଳା ମୁଖୀ। ପୋଲିସ ଏକ…
କରୋନାକୁ ନେଇ ଗୁଜବ: ଜଣେ ଗିରଫ
ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା ଅନୁଯାୟୀ,…
ଅଙ୍ଗନଓ୍ବାଡି କର୍ମୀଙ୍କୁ ଆକ୍ରମଣ
ଠାକୁରମୁଣ୍ଡା,୧୯ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ବାଉଁଶଡିହା ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଶନିବାର ସକାଳେ ଜଣେ ଯୁବକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଠାକୁରମୁଣ୍ଡା ଥାନା ପୋଲିସ ଏକ ମାମଲା(ନଂ.୪୬/୨୦୨୦) ରୁଜୁ କରି…
ବଡ଼ସାହିରେ ରକ୍ତଦାନ ଶିବିର
ବଡ଼ସାହି,୧୯ା୪(ସ୍ବ.ପ୍ର)-ମୟୂରଭଞ୍ଜ ଜିଲାରେ ରକ୍ତର ଅଭାବକୁ ନେଇ ବଡସାହି ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ବିକାଶ ମଞ୍ଚ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ୨୦ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । କୋଭିଡ଼-୧୯ ଆଇନ…

