ମୟୂରଭଞ୍ଜ

‘ବନ୍ଦେ ଉକତ୍ଳ ଜନନୀ’ ସଙ୍ଗୀତ ପ୍ରତିଯୋଗିତା

ବାଙ୍ଗିରିପୋଷି,୧୬ା୬(ଡି.ଏନ୍‌.ଏ.)- ‘ଗାଁକୁ ଫେରିଚାଲ’ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ନିଶ୍ଚିନ୍ତା ପଞ୍ଚାୟତର ହେମଚନ୍ଦ୍ରପୁର (ଶୁଣ୍ଡିସାହି) ଗ୍ରାମରେ ବନ୍ଦେ ଉକତ୍ଳ ଜନନୀ ପ୍ରାଦେଶିକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂଗଠକ ନବ କୁମାର ମାଇତିଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ…

ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ, ଥାନାରେ ମାମଲା

ବାରିପଦା ଅଫିସ,୧୬ା୬- ମୟୂରଭଞ୍ଜ ଜିଲା ବାରିପଦା ତହସିଲ ଅଧୀନ ଆରଆଇ-୩ର ରାଜସ୍ବ ନିରୀକ୍ଷକ ତନ୍ମୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରାଯାଇଥିତ୍ବା ନେଇ ସୋମବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ରାଜସ୍ବ ନିରୀକ୍ଷକ ସାହୁ ଦେବେନ୍ଦ୍ରପୁରଠାରେ…

ବଜ୍ରପାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବାରିପଦା ଅଫିସ/ରାଇରଙ୍ଗପୁର,୧୬ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପଢିଆ ଗ୍ରାମ ନିକଟରେ ସୋମବାର ବଜ୍ରପାତରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଝାରପୋଖରିଆ ଥାନା ଅଧୀନ ପାନ୍ଧଡା ଗ୍ରାମର ଅଜୟ କୁମାର ଗୋଚ୍ଛାୟତ।…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବହଳଦା,୧୫।୬((ଡି.ଏନ୍‌.ଏ): ରଜ ନେଇ ସମସ୍ତେ ବ୍ୟସ୍ତ ଥିବାବେଳେ ମୟୂରଭଞ୍ଜ ଜିଲା ସୀମାନ୍ତ ତିରିଙ୍ଗ ଥାନା ଅନ୍ତର୍ଗତ ଗୀତିଲତା ଗାଁ ମୁଣ୍ଡ ଏକ ଗଛରୁ ପୋଲିସ ସୋମବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକଦ୍ୱୟ ରାମେଶ୍ବର ପାତ୍ର (୨୪) ଓ…

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବାରିପଦା ଅଫିସ, ୧୫।୬: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମରେ ସୋମବାର ଡହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ କଟା ମୁଣ୍ଡଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅଭିଯୁକ୍ତ ହେଲେ ବୁଧୀରାମ ସିଂ।…

ବିନା ଡାକ୍ତରରେ ଡାକ୍ତରଖାନା

ଚିତ୍ରଡ଼ା,୧୫ା୬(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ସେବାକୁ ‘ମୋ ସରକାର’ ଯୋଜନାରେ ସାମିଲ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଏବଂ ସାନ ମୁଁଢାବଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ…

ଭାଜପାରେ ମିଶିବା ପ୍ରଚାରକୁ ଜାମଦା ବ୍ଳକ ଉପାଧ୍ୟକ୍ଷଙ୍କ ଖଣ୍ଡନ

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲା ଜାମଦା ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ସାଗରାମ ମୁର୍ମୁ ଖଣ୍ଡନ କରିଛନ୍ତି। ସେ ବିଧାୟକଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାଜପା ଏହାକୁ ମିଶିବା ଘଟଣା କହି…

ଜିଲାପାଳଙ୍କ ଆବସିକ କାର୍ଯ୍ୟାଳୟରୁ ସାପ ଉଦ୍ଧାର

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିରଳ ତମ୍ବାମୁଣ୍ଡିଆ ଟ୍ରିଙ୍କେଟ ପ୍ରଜାତିର ବିରାଟକାୟ ସାପ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ କର୍ମଚାରୀମାନେ କାର୍ଯ୍ୟାଳୟରେ ସାପକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। କିଛି…

ଆଲୋଚନା ପରେ ବ୍ୟବସାୟୀଙ୍କ ଧାରଣା ପ୍ରତ୍ୟାହୃତ

ରାଇରଙ୍ଗପୁର, ୧୩।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଦୈନିକ ପରିବା ମାର୍କେଟଠାରେ ମନମୁଖୀ ମହାସୁଲ ଆଦାୟକୁ କେନ୍ଦ୍ର କରି ଗତ ୩ ଦିନ ହେଲା ବ୍ୟବସାୟୀଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ସେଥିଲାଗି ସ୍ଥାନୀୟବାସୀ ଗତ ଗୁରୁବାର ଠାରୁ ଶନିବାର ୩ଦିନ ପନିପରିବା ପାଇଁ…

ମନମୁଖି ମହାସୁଲ ଆଦାୟ ଘଟଣା: ଦ୍ୱିତୀୟ ଦିନରେ ବ୍ୟବସାୟୀଙ୍କ ଧାରଣା

ରାଇରଙ୍ଗପୁର,୧୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଦୈନିକ ମାର୍କେଟରେ ପନିପରିବା ସମେତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମନମୁଖି ମହାସୁଲ ଆଦାୟ ପ୍ରତିବାଦରେ ବ୍ୟବସାୟୀଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ସ୍ଥାନୀୟ ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବହୁ ଅସୁବିଧାର…

ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଫଳରେ ବହୁ ବିଧବା, ଗରିବ ଓ…

ମୟୂରଭଞ୍ଜ ଜିଲାରେ ୭ କରୋନା ପଜିଟିଭ୍‌ ଚିହ୍ନଟ: ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା ଅଫିସ,୧୨।୬: ମୟୂରଭଞ୍ଜ ଜିଲାରେ ଶୁକ୍ରବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ଶୁଳିଆପଦା ବ୍ଳକର। ସେମାନେ ସମସ୍ତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri