ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ,୨।୬: ମୟୂରଭଞ୍ଜ ଜିଲା ବାଙ୍କିଶୋଳସ୍ଥିତ ଏକ କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ…
୫୦ ଫୁଟ ତଳକୁ ଖସିଲା ୧୦୨ ଆମ୍ବୁଲାନ୍ସ
କପ୍ତିପଦା/ଠାକୁରମୁଣ୍ଡା,୨୯ା୫: ମୟୂରଭଞ୍ଜ ଜିଲା କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଶରତ ୩ ନମ୍ବର ଘାଟିରେ ଶନିବାର ଏକ ୧୦୨ ଆମ୍ବୁୁଲାନ୍ସ ୫୦ ଫୁଟ ତଳକୁ ଖସି ପଡ଼ିଛି। ସେଥିରେ କେହି ରୋଗୀ ନ ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସଟି ଠାକୁରମୁଣ୍ଡା…
ବାତ୍ୟା ପରେ ବନ୍ୟା ଭୟ
ବାରିପଦା ଅଫିସ,୨୭।୫: ବାତ୍ୟା ‘ୟାସ’ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ବନ୍ୟା ଚିନ୍ତା ଘାରିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁ ଏଠାରୁ ବାହାରି ଥିବା ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର…
ପାଚିଲା ଆମ୍ବ ବାସ୍ନାରେ ଜନବସତିମୁହାଁ ହାତୀପଲ
ବାରିପଦା ଅଫିସ,୧୯ା୫- କିଛି ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ଓ ବେତନଟୀ ବନଖଣ୍ଡକୁ ପୁଣି ହାତୀପଲ ଲେଉଟିଛନ୍ତି। ପାଚିଲା ଆମ୍ବ ବାସ୍ନାରେ ସେମାନେ ପାଗଳପ୍ରାୟ ହୋଇ ଜନବସତିମୁହାଁ ହେଉଛନ୍ତି। ସୋମବାର ବିଳମ୍ବିତ ରାତିରେ ୧୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲ…
ଶିମିଳିପାଳ ବଫର ଅଞ୍ଚଳରେ ପଶିଲା କରୋନା: ଖଡ଼ିଆ ସମ୍ପ୍ରଦାୟର ୧୬ ସଂକ୍ରମିତ
ବାରିପଦା ଅଫିସ,୧୯ା୫- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବଫର ଇଲାକାରେ ରହୁଥିବା ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁଇକ୍ ରେସ୍ପଣ୍ଡ ଡାକ୍ତରୀଦଳ ଗାଁକୁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଆଶାକର୍ମୀ…
ବାର୍ହା ମାଂସ ରୋଷେଇ ପାଇଁ ଚାଲିଥିଲା ଆୟୋଜନ
ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନ ପାଟଶାଣିପୁର ନିକଟ କାଶିକୁଣ୍ଡଳ ଗ୍ରାମରେ ସୋମବାର ବନବିଭାଗ ଚଢ଼ାଉ କରି ୧୦ କିଲୋ ବାର୍ହା ମାଂସ ଜବତ କରିଛି। ଏହି ଘଟଣାରେ ଜଣେ ଶିକାରୀ ଗିରଫ ହୋଇଛନ୍ତି। ସେ ହେଲେ ଶ୍ରୀହରି…
ଖାଇ ପାରିଲେନି ବାହାଘର ଭୋଜି
ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗୋଇ ଏବଂ ସାରସକଣା ତହସିଲଦାର ସତ୍ୟବାନ ନାଏକ ବିବାହ…
ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍
ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ ବ୍ୟବହୃତ ପିପିଇ କିଟ୍ ଏବଂ ଗ୍ଲୋଭ୍ସ। ଏହି ନଦୀ ଉପରେ ପ୍ରତ୍ୟେହ ଶତାଧିକ ଲୋକ…
ଜାଲ୍ ସାର୍ଟିଫିକେଟରେ ଚାକିରି
ଉଦଳା, ୧୪।୫ (ଡି.ଏନ.ଏ.)- ଜାଲ୍ ସାର୍ଟିଫିକେଟ୍ ଦେଇ ଦୀର୍ଘ ୧୪ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାକିରି କରିଆସୁଥିଲେ ଅଧ୍ୟାପିକା। ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ସେପଟେ ଧରାପଡ଼ିଯିବା ପରେ…
ଉଦଳା ସବ୍ଜେଲରେ ୨୧ କଏଦୀଙ୍କୁ କରୋନା
ଉଦଳା,୧୦।୫(ଡି.ଏନ୍.ଏ.): ବର୍ତ୍ତମାନ କରୋନା କବଳରେ ସାରା ରାଜ୍ୟ। ଏହି ମହାମାରୀ ପ୍ରଥମ ଲହରରେ ଯାହା କରି ନ ଥିଲା ଦ୍ୱିତୀୟ ଲହରରେ କାହାକୁ ବାଦ୍ ଦେଉନି। ବର୍ତ୍ତମାନ ଉଦଳା ସବ୍ଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା…
ଶାଗ ତୋଳିବାକୁ ଯାଇଥିବା ବେଳେ ଆଈ, ନାତୁଣୀଙ୍କୁ ଦଳିଦେଲା ଦନ୍ତା
ବିଶୋଇ,୮।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ବଣ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବିଶୋଇ…
ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ
କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ବଣପାହାଡ଼ ଘେରା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଏହି…
Archives


