ମାଲକାନଗିରି

ବଣ୍ଡାଘାଟିରେ ନୂତନ ହାଟ ଉଦ୍‌ଘାଟିତ

ମାଲକାନଗିରି,୧୭।୧(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡା ଘାଟିରେ ୩୫ ବଣ୍ଡା ଲୋକଙ୍କ ସୁବିଧା ପାଇଁ ଏକ ନୂତନ ହାଟ ବସିଛି। ଏହା ଅଣ୍ଡରାହାଲ ପଞ୍ଚାୟତଠାରୁ ୩ କିମି ଦୂରରେ ରହିଛି। ଏହାଦ୍ୱାରା କାତାଙ୍ଗଗୁଡା ଲୋକେ ଉପକୃତ ହେବେ। ଏହି ହାଟ…

ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ

ମାଲକାନଗିରି, ୧୭।୧ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି ସୁରୁଖୁରୁରେ ଚାଲିନି ଏହା ସ୍ପଷ୍ଟ ହୋଇଛି। ଜିଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ସମୟରେ…

ମୁମ୍ବାଇରେ ମାଲକାନଗିରିର ୧୩ ଆଦିବାସୀ ପିଲା

ମାଲକାନଗିରି,୧୬।୧ (ଡି.ଏନ୍‌.ଏ.) କାହା ପାଖରେ ପ୍ରତିଭା ଅଛି ତ ସୁଯୋଗ ନାହିଁ, ଆଉ କାହା ପାଖରେ ସୁଯୋଗ ଅଛି ତ ପ୍ରତିଭା ନାହିଁ। ଯେଉଁଠି ପ୍ରତିଭା ଅଛନ୍ତି ସେଠାରେ ସୁଯୋଗ ସୃଷ୍ଟି ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଥାଏ। ଏପରି ଦେଖିତ୍ବାକୁ…

ମୋବାଇଲ ଧରିଲେ କଡ଼ା ଦଣ୍ଡ

ମାଲକାନଗିରି,୧୩।୧(ଡି.ଏନ୍‌.ଏ.): ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଗ୍ରାମବାସୀଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗି ଦେଇଛନ୍ତି। ମୋବାଇଲ୍‌ ବ୍ୟବହାର ନ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି। ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସୀ ଗାଁରୁ ଏଭଳି ଅଭିଯୋଗ ଆସିଛି। ଗ୍ରାମବାସୀ ମାଓବାଦୀ ସଙ୍ଗଠନ…

ଭାରରେ ବୁହାହେଲେ ରୋଗୀ

ମାଲକାନଗିରି,୧୩।୧(ଡି.ଏନ.ଏ.) ମାଲକାନଗିରି ଜିଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର। ରାସ୍ତା ଖରାପ ଯୋଗୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ଖଇରପୁଟ ବ୍ଲକ…

ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି,୧୧ା୧(ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ସୀମାନ୍ତରେ ମାଓବାଦୀମାନେ ଉପଦ୍ରବ ଜାରି ରଖିଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ବିଜାପୁରର କୂଟରୁ ଅଞ୍ଚଳର କେଟୁଲନାର ଗ୍ରାମରେ ମାଓବାଦୀମାନେ ମଙ୍ଗଳବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସପ୍ତାହକ ମଧ୍ୟରେ ମାଓବାଦୀ ୭ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ…

ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ ଲକ୍ଷର ପୁରସ୍କାର

ମାଲକାନଗିରି,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ପାଣ୍ଡୁରାମ ସାଲବାମ। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପାଣ୍ଡୁରାମ ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତ ମାଓବାଦୀ…

୨ ସପ୍ତାହରେ ଛିଡ଼ା ହେଲା ହସ୍ପିଟାଲ

ଚିତ୍ରକୋଣ୍ଡା,୧୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବଭିମାନ ଅଞ୍ଚଳରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ୨ କୋଟି ଟଙ୍କାର ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ ନିର୍ମାଣ କରାଯାଇଛି। ସୋମବାର ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ପ୍ରାୟ ୫ କୋଟି…

ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ

ମାଲକାନଗିରି,୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ କିଛି ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଯବାନମାନଙ୍କ…

ଗଛରେ ଫସିରହିଛି ଭାଲୁ

ମାଲକାନଗିରି,୫।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୋରାଖୁଣ୍ଟ ପଞ୍ଚାୟତ ଏମ୍‌ ଭି୨୦ ଗ୍ରାମର ଏକ ଗଛରେ ଜଙ୍ଗଲୀ ଭାଲୁ ଫସିରହିଛି। ଭାଲୁଟି ଖାଦ୍ୟ ଅନ୍ବେଷଣରେ ଗାଁ ଅଭିମୁଖେ ପଶି ଆସି ଜଙ୍ଗଲକୁ ନ ଯାଇ ପାରି ଗଛରେ ଚଢ଼ିଯାଇଥିଲା। ଗ୍ରାମବାସୀ ଏହା ଦେଖି ବନ…

ପୋଖରୀରେ କୁମ୍ଭୀର

ମାଲକାନଗିରି,୪ା୧(ଡି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବନାଞ୍ଚଳ ଅଧୀନ ଶଦାସିବପୁର ଗାଁ ପୋଖରୀରୁ ୫.୬ ଇଞ୍ଚ ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ମଙ୍ଗଳବାର ଗ୍ରାମବାସୀ ପୋଖରୀରେ ମାଛ ଧରୁଥିଲେ। ସେତିକି ବେଳେ ପୋଖରୀରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?