ମାଲକାନଗିରି

ଲୋପ ପାଇଯାଉଥିବା ବାଉଁଶର ଅଭିବୃଦ୍ଧି ଉପରେ ଗୁରୁତ୍ୱ

ମାଲକାନଗିର,୧୬।୧୦ (ଡି.ଏନ୍‌.ଏ.): ଅବକ୍ଷୟମୁଖୀ ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ବାଉଁଶ ଚାଷ, ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ ଏକ କର୍ମଶାଳା ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମନ୍ବିତ…

୨୨ ବର୍ଷ ପରେ ମା’ କୋଳକୁ ଫେରିଲେ ପୁଅ, ଗୁଗ୍‌ଲରେ ଲୋକେସନ ସର୍ଚ୍ଚ କରି ପହଞ୍ଚିଲେ ଗାଁରେ

ମାଲକାନଗିରି,୧୩ା୧୦(ଡି.ଏନ୍‌.ଏ.): ସଂସାରରେ ମା’ ଠାରୁ ବଡ଼ କେହି ନାହିଁ। ଯିଏ ଯେତେ ବଡ଼ ହେଉ ନା କାହିଁକି ମା’ କଥା ମନେ ପଡ଼ିଲେ କେହି ଅଟକାଇ ପାରିବେ ନାହିଁ। ସବୁ ବାଧାବିଘ୍ନକୁ ଏଡ଼ାଇ ନିଶ୍ଚିତ ଜଣେ ପୁଅ ଆସି ମା’ ପାଖରେ…

ମାଲକାନଗିରି-ଭଦ୍ରାଚଳମ୍‌ ରେଳଲାଇନ ସମ୍ପ୍ରସାରଣ କାମ ଆରମ୍ଭ ହେଉନି

ମାଲକାନଗିରି,୧୩ା୧୦ (ଡି.ଏନ୍‌.ଏ.): ଓଡ଼ିଶା ଏବଂ ତେଲଙ୍ଗାନା ସରକାରଙ୍କ ଦାବି ପରେ ଓଡ଼ିଶାର ମାଲକାନଗିରିଠାରୁ ତେଲଙ୍ଗାନାର ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ନିମନ୍ତେ ରେଲ୍‌ଓ୍ବେ ପକ୍ଷରୁ ବଜେଟରେ ୨୮୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେଲଙ୍ଗାନା ପକ୍ଷରୁ ସର୍ଭେ କାମ ଆଗେଇଥିବାବେଳେ ଓଡ଼ିଶା…

ଦଶହରା ଛୁଟିରେ ଆସିଥିଲେ ମାମୁଘର: ଚାଲିଗଲା ଜୀବନ

ଏମ୍‌ଭି ୭୯,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମାଲଭାରମ ପଞ୍ଚାୟତ ସାଡ଼ବାନପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିଜୟ ମାଡ଼କାମୀ। ମିଳିଥିବା ସୂଚନା ମୁତାବକ, ତାଣ୍ଡବାଇ ପଞ୍ଚାୟତ କାଟନପାଲି ଗ୍ରାମର ଜଗା ମାଡ଼କାମୀଙ୍କ ପୁଅ…

୫ମ ସ୍ଥାନରେ ମାଲକାନଗିରିର ଦେବବ୍ରତ

ମାଲକାନଗିରି, ୮।୧୦ (ଡି.ଏନ.ଏ.): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିର ଦେବବ୍ରତ ମହାରଣା ପଞ୍ଚମ ସ୍ଥାନ ଅଧିକାର କରି ଜିଲାପାଇଁ ଗୌରବ ଆଣିଛନ୍ତି। ସେ ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର ମହାରଣାଙ୍କ ଜ୍ୟେଷ୍ଠପୁତ୍ର। କଠିନ…

୧୦ କି.ମି. ଭାରରେ ବୁହାହେଲେ ରୋଗୀ

ମାଥିଲି,୮ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଛନ୍ତି। ମାତ୍ର ଦୁର୍ଗମ ଅଞ୍ଚଳରେ ଏପରି ଗ୍ରାମ ରହିଛି, ସେଠାକୁ ଏଯାଏ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଟସର

ମାଲକାନଗିରି,୮।୧୦(ଡି.ଏନ.ଏ.): ମହିଳାଙ୍କୁ କିପରି ଅଧିକ ସ୍ବାବଲମ୍ବୀ କରାଯିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ପ୍ରଚେଷ୍ଟାରେ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଟସର ତାଲିମ କେନ୍ଦ୍ର। ମାଲକାନଗିରି ଜିଲା କାଲିମେଳା…

ମାତିଛନ୍ତି ସାଇବର ଠକ

ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ ଯୁବତୀମାନଙ୍କ ମାଧ୍ୟମରେ କେତେକ ଫଟୋ ଦେଖାଇ ସେମାନଙ୍କ ସହ ମିଶିବା ପାଇଁ କଥାବାର୍ତ୍ତା କରନ୍ତି।…

ଶୁଣିଲାନି ପ୍ରଶାସନ : ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି, ୪ା୧୦(ଡି.ଏନ.ଏ.):ଶୁଣିଲାନି ପ୍ରଶାସନ, ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତର ପଡ଼ା କୋଲାନୀ ଗ୍ରାମରେ। ପଞ୍ଚାୟତ ସଦର ମହକୁମାରଠାରୁ ମାତ୍ର ଏକ କିଲୋମିଟର…

ଚାକିରି ନାଁରେ ଠକେଇ, ଥାନାରେ ମାମଲା

ମାଲକାନଗିରି,୩ା୧୦ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଚାକିରି କରାଇଦେବା ନାଁରେ କେତେକ ଯୁବତୀଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାକିରି ଆଶାୟୀ ୧୫ରୁ ଊର୍ଦ୍ଧ୍ୱ ଯୁବତୀଯୁବକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାଲକାନଗିରି ସଦର ମହକୁମାରେ ଦୁଲାଦେଈ ଫାଉଣ୍ଡେଶନ…

ଚାକିରି ନାଁରେ ଯୁବତୀ ଯୁବକଙ୍କଠାରୁ ନେଉଥିଲେ ଟଙ୍କା, ଥାନାକୁ ଗଲା ମାମଲା

ମାଲକାନଗିର,୩।୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ଚାକିରି ନାଁରେ ଯୁବତୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ମାଥିଲି ବ୍ଲକ୍‌ର ଜଣେ ବ୍ୟକ୍ତି ଚାକିରି ମିଳିବା ଆଶାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇରେ…

ନିଆରା ଉଦାହରଣ ସୃଷ୍ଟି କରିଛି ସାପ-ମଣିଷ ସମ୍ପର୍କ

ମାଲକାନଗିରି, ୩ା୧୦(ଡି.ଏନ.ଏ.): ସମ୍ପର୍କ କେବଳ ବାପ ପୁଅ, ମାଆ ଝିଅ ଓ ଝିଅପୁଅଙ୍କ ମଧ୍ୟରେ ହୋଇ ନ ଥାଏ। ପଶୁ, ପକ୍ଷୀ ଓ ସରିସୃପଙ୍କ ମଧ୍ୟରେ ବି ଗଢି ଉଠିଥାଏ। ମାଳକାନଗିରି ଜିଲାରେ ସାପ ମଣିଷ ମଧ୍ୟରେ ଗଢି ଉଠିଥିବା ପ୍ରେମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?