ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ
କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ…
ନବୀକରଣ ହେଉନି ଓଜନ ମାପ ବଟକରା
ବାଲିମେଳା,୨୩ା୭(ଶିବଦତ୍ତ ସାହୁ)ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ…
ଖତଗଦାରୁ ଶିଶୁକନ୍ୟା ଉଦ୍ଧାର
ମାଲକାନଗିରି,୨୨ା୭ (ନୃସିଂହ ଚରଣ ମହାନ୍ତି): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗା ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସଦର…
ବାୟାପଡ଼ା ଘାଟିରେ ଭୂସ୍ଖଳନ
କୋରୁକୋଣ୍ଡା,୨୦ା୭(ଅବିନାଶ ବେହେରା): ମାଲକାନଗିରି ଜିଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ପ୍ରବଳ ବର୍ଷା ଯୋଗୁ ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁ ପଞ୍ଚାୟତର…
ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା, ବଢୁଛି ଜଳସ୍ତର
ଚିତ୍ରକୋଣ୍ଡା,୧୯ା୭(କ୍ଷୀରୋଦ କୁମାର ବେହେରା): ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ୪ଦିନ ହେଲା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡାରେ ଆଶାନୁରୂପ ଭାବରେ ମଧ୍ୟମ ଧରଣର ବର୍ଷା ଲାଗିରହିଥିଲା। ମାତ୍ର ମଙ୍ଗଳବାର ରାତିରୁ ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବେହାଲ…
ଲଗାଣ ବର୍ଷା: ଏମ.ଭି ୩୭ ପୋଲ ଉପରେ ୩ଫୁଟର ବନ୍ୟା ପାଣି
କୋରୁକୋଣ୍ଡା ୧୮।୦୭(ଅବିନାଶ ବେହେରା)ଜିଲାରେ ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚାର ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ ଅତ୍ୟଧିକ ମାତ୍ରାରେ ପାଣି ଆସୁଥିବା ହେତୁ ବନ୍ୟା…
୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି
ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍ ସାଇଡ୍ ଛକଠାରୁ ପର୍ଯ୍ୟଟନ ସ୍ଥଳୀ ଯିବା ପାଇଁ ୫ କି.ମି.ରାସ୍ତା ୪ ବର୍ଷ ହେଲା…
କୁଇ ଭାଷାକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରକୁ ସୁପାରିସ
ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ବସବାସ କରୁଛନ୍ତି। ବିଶେଷକରି କନ୍ଧ ସମ୍ପ୍ରଦାୟର ଜନଜାତି ଏହି ଭାଷା ବ୍ୟବହାର କରନ୍ତି। ଏହା ରାଷ୍ଟ୍ରୀୟ ଭାଷା ମାନ୍ୟତା ପାଇ ନ ଥିବାରୁ ମାଲକାନଗିରି ଜିଲା କନ୍ଧ ସମାଜ…
ବଦଳୁନି ଶିଶୁ ଶ୍ରମିକଙ୍କ ଭାଗ୍ୟ: ବନ୍ଧାପଡ଼ିଛି ଆଇନ
ବାଲିମେଳା,୧୬।୭(ଶିବଦତ୍ତ ସାହୁ )ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁ ଶ୍ରମିକ ଉଛେଦ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରୁ ନାହିଁ। ଏବେ ବି ବିଭିନ୍ନ ହୋଟେଲ, ଗ୍ୟାରେଜ,…
୧୨ ଘଣ୍ଟିଆ ମାଲକାନଗିରି ବନ୍ଦ
ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦେଇଛି ଜିଲା କଂଗ୍ରେସ l ୫ ଦଫା ଦାବି ନେଇ ଜିଲା କଂଗ୍ରେସର ଏକ ଟିମ୍ ଗତ ୨୩ା୦୬ା୨୩ରେ ଜିଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ। ଜିଲାପାଳଙ୍କୁ ଦେଇଥିବା ସମୟ…
ଚାଷଜମିରେ କୋମଳମତି ଶିଶୁ
ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପାଠପଢା କ୍ଷେତ୍ରରେ ଶିଶୁମାନଙ୍କ ମଧ୍ୟରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଶିକ୍ଷାଦାନ ଲାଗି ବିଶେଷ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷା ଅଧିକାରୀ…
ବିଦ୍ୟାଳୟ ପରିସରରୁ ବାହାରିଲା ୬ ଫୁଟ ଲମ୍ବର ନାଗ
କୋରୁକୋଣ୍ଡା,୧୧।୦୭(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ୬ ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ପିଲାମାନେ ପଡ଼ିଆରେ ଖେଳୁଥିବା ବେଳେ ବିଦ୍ୟାଳୟ ପାଚେରୀ ମଧ୍ୟରେ ଏହି ସାପଟିକୁ ଦେଖି…
Archives


