ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ
ପଡ଼ିଆ,୪ା୨(ଭାସ୍କର ରାଓ): ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଥାନା ଅଧୀନ ମଟମଗୁଡ଼ା ନିକଟ ପାଲଗୁଡ଼ା ଗ୍ରାମର ଦେବା ଶବଲମ(୬୫)ଙ୍କ ଗଳା କାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି l ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ...
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ
ମାଲକାନଗିରି,୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ରବିବାର ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପିଡମେଲ ଆର୍ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ...
ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର
ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ...
ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ
ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି...
ବାଉଁଶ ବୁଦା ମୂଳରୁ ୫୦୦କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ,ଜଣେ ଗିରଫ
କୋରୁକୋଣ୍ଡା,୩୦।୧(ଅବିନାଶ ବେହେରା)ବାଉଁଶ ବୁଦା ମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲା କାଲିମେଳା ପୋଲିସ ସୋମବାର ବିଳମ୍ବିତ ରାତିରେ କାଲିମେଳା ଠାରୁ ପ୍ରାୟ ୪୦କିଲୋ ମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ...
ଭିଜିଲାନ୍ସ ଜାଲରେ ଜେଇ: ଏପର୍ଯ୍ୟନ୍ତ ମିଳିଲାଣି ୩୦ ଏଟିଏମ୍ ସହ ପୁଳାପୁଳା ଟଙ୍କା
ମାଲକାନଗିରି,୩୦।୧(ଦୁର୍ଯ୍ୟେଧନ ପାତ୍ର):ମାଲକାନଗିରି ଜିଲା କାଡା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ...
ମାଲକାନଗିରି ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗ୍ରାମ
ମାଲକାନଗିରି,୨୯ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗ୍ରାମ ଥାଇ ମଧ୍ୟ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ୨ ବର୍ଷ ପୂର୍ବେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ...
ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା
ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ।...
୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ଆଜି ଜଣେ ଏକ ଲକ୍ଷ ଟଙ୍କା ପୁରସ୍କାର ମହିଳା ମାଓବାଦୀଙ୍କ ସହ ଆଉ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର...
ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍ ଲଞ୍ଚର ମାଡ଼
ମାଲକାନଗିରି,୨୬ା୧(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ଦମନ ନେଇ ପୋଲିସ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଇ ତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଫୋର୍ସ ଓ କ୍ୟାମ୍ପ ଉପରେ ଆକ୍ରମଣ କରିବାର ନୂଆ ତରିକା ଆପଣେଇଛନ୍ତି ମାଓବାଦୀ।...
ସରକାରୀ ସୁବିଧାରୁ ବଞ୍ଚିତ ପାହାଡ଼ି ଗାଁ ପେଣ୍ଟାମାମୁଡ଼ି
ଚିତ୍ରକୋଣ୍ଡା,୨୫ା୧(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଦୁର୍ଗମ ପାହାଡି ତଳ ଗାଁ ପେଣ୍ଟାମାମୁଡ଼ି। ଉକ୍ତ ଗାଁ ସରକାରୀ ସୁବିଧାରୁ ବଞ୍ଚିତ ରହିଛି। ଉକ୍ତ ଗ୍ରାମକୁ ଧୂଳିପୁଟ ପଞ୍ଚାୟତ...
ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ
ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ,...
Archives


