ମାଲକାନଗିରି

ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ ଭଉଣୀର ନିଆରା ସମ୍ପର୍କ ଜଣେ ଭାଇକୁ ମାଓବାଦୀରୁ କରିଛି ସାଧାରଣ ମଣିଷ। ଏଭଳି ଦୃଶ୍ୟ…

ଚିତ୍ରକୋଣ୍ଡା ଥାନାର ୬ କର୍ମଚାରୀ କରୋନା ଆକ୍ରାନ୍ତ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଚିତ୍ରକୋଣ୍ଡା,୨୯ା୭(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା ଥାନାର ୯ ଜଣ କର୍ମଚାରୀଙ୍କର ସ୍ବାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଡ୍ରାଇଭର, ଜଣେ କନଷ୍ଟେବଳ ଓ ଜଣେ…

ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ

ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ପଡିଆ ବ୍ଲକ ସଦର ମହକୁମାରେ। ପଡିଆ ବ୍ଲକ ଅନ୍ତର୍ଗତ ମୁସାକୀଗୁଡା…

ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ

କୋରୁକୋଣ୍ଡା,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ବାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା ମିଳିଛି। ମାଲକାନଗିରି ଏସ୍‌ଓଜି, ଡିଭିଏଫ୍‌ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ସହ…

ମାଲକାନଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା: ସମ୍ମାନର ସହ ଦାହ କଲା ପ୍ରଶାସନ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପ୍ରଥମ କରୋନା ମୃତ୍ୟୁ ହୋଇଛି। ମାଲକାନଗିରି ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ ସାହିର ଜଣେ ବ୍ୟକ୍ତିଙ୍କ ମାଲକାନଗିରି କୋଭିଡ୍‌ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ସେ କରୋନା ଆକ୍ରାନ୍ତ ଥିବା…

ସରକାର ମାଗୁଛନ୍ତି କାଳିଆ ଟଙ୍କା

କୋରୁକୋଣ୍ଡା,୨୩।୭(ଡି.ଏନ୍‌.ଏ): ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ସରକାର ପୁଣି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଉକ୍ତ ଟଙ୍କା ଫେରସ୍ତ ନିମନ୍ତେ ଚିଠି ଲେଖିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି…

ବିଦ୍ୟାଳୟ ବନ୍ଦ: ଗାଈ, ମଇଁଷି ଚରାଉଛନ୍ତି ପିଲା

କୋରୁକୋଣ୍ଡା,୨୦।୭(ଡି.ଏନ.ଏ): କରୋନା କଟକଣା ଯୋଗୁ ବିଦ୍ୟାଳୟ କେବେ ଖୋଲିବ ତାହା ରାଜ୍ୟ ସରକାର ଏଯାଏ ସ୍ପଷ୍ଟ ଭାବେ ଘୋଷଣା କରି ନାହାନ୍ତି। ଏହି ସମୟରେ ମାଲକାନଗିରି ଜିଲାର କେତେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚିତ ହୋଇ ନିଜ ପରିବାର ଭରଣପୋଷଣ ନିମନ୍ତେ କାର୍ଯ୍ୟ…

ଚିତ୍ରକୋଣ୍ଡା ଦୈନିକ ବଜାରର ୭ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୦।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନ ଉପରେ ସୋମବାର ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ ଓ ଏକ ତହସିଲ ଟିମ୍‌ ବଜାରରେ କରୋନା…

ମାଲକାନଗିରିରେ କରୋନା: ଆଜି ଚିହ୍ନଟ ହେଲେ ୮ ଆକ୍ରାନ୍ତ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଚାରିଜଣ ହୋଇଥିବା ବେଳେ ସେଥିମଧ୍ୟରୁ ତିନିଜଣ ଅନ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ଏବଂ ଜଣେ ଗୃହ ସଂଗରୋଧରେ ଥିବା…

ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦ ଶଟ୍‌ଡାଉନ୍‌ ଘୋଷଣା

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦକୁ ଶଟଡାଉନ୍‌ ଘୋଷଣା କରା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ସମସ୍ତ…

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ଥିବାରୁ ରାଜ୍ୟ ସରକାର ମାଲକାନଗିରି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରିଛନ୍ତି।…

ମାଲକାନଗିରିରେ ୫୪ ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କୋରୁକୋଣ୍ଡା,୧୭।୭(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାର ସର୍ବାଧିକ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ମାଲକାନଗିରି ଜିଲାପାଳ ଟୁଇଟ୍‌ କରି ଜଣାଇଛନ୍ତି। ମାଲକାନଗିରି ପୌରପରିଷଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?