ମାଲକାନଗିରି

ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ…

3 years ago

ଶତାଧିକ ଏକର ତରଭୁଜ ଚାଷ ନଷ୍ଟ

ମାଲକାନଗିରି,୨୦ା୩ (ଡି.ଏନ୍‌.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ…

3 years ago

ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ

ମାଲକାନଗିରି,୨୦ା୩(ଡି.ଏନ୍‌.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ…

3 years ago

ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ ମାଟିତଳେ…

3 years ago

ବନ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଲା ଝଡ଼ବର୍ଷା

ମାଲକାନଗିରି,୧୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିଲା। ଏପରି କି ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଥିଲା।…

3 years ago

ଆଦିବାସୀଙ୍କ ଆବଶ୍ୟକତା ଭରଣା କରୁଛି ଟୋଲା ତେଲ

ମାଥିଲି, ୧୭।୩ (ଡି.ଏନ.ଏ) :ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି ଟୋଲା। ଏଥିରୁ ପ୍ରସ୍ତୁତ ତେଲକୁ ଆଦିବାସୀମାନେ ରୋଷେଇରେ ବ୍ୟବହାର କରିଥାନ୍ତିି। ମାଲକାନଗିରି ଜିଲା ମାଥିଲି ଓ ଖଇରପୁଟ…

3 years ago

ଚିତ୍ରକୋଣ୍ଡାରେ କୁଆପଥର ବର୍ଷା

ଚିତ୍ରକୋଣ୍ଡା,୧୬ା୩(ଡି.ଏନ୍‌.ଏ.): ଚୈତ୍ର ଆରମ୍ଭରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ କିଛି ଦିନ ଧରି ଖରାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଗୁରୁବାର  ଅଦିନିଆ ବର୍ଷା ସହ କୁଆପଥର ମାଡ଼…

3 years ago

ସୀମାନ୍ତରେ ୩ ଗାଡ଼ି ପୋଡ଼ିଲେ ମାଓବାଦୀ

ମାଲକାନଗିରି,୧୫ା୩(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲାରେ ଗତ ଏକ ମାସ ମଧ୍ୟରେ ମାଓବାଦୀମାନେ ଦୁଇଥର ଗାଡି ଜାଳିବା ସହ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ମଙ୍ଗଳବାର…

3 years ago

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ମାଲକାନଗିରି,୧୫।୩:(ଡି.ଏନ.ଏ.): ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଆଜି ଶାନ୍ତିପୂର୍ଣ୍ଣ ଧର୍ମଘଟ ସହ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ…

3 years ago

ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ

ମାଥିଲି,୧୫।୩ (ଡି.ଏନ.ଏ.): ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ…

3 years ago