ମାଲକାନଗିରି

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

କୋରୁକୋଣ୍ଡା,୧୨।୫(ଡି.ଏନ୍‌.ଏ): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୩୧ଠାରୁ କିଛିପାଲ୍ଲି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମହିଳାଙ୍କ ମୃତଦେହ ଉଦ୍ଧାର…

2 years ago

ବର୍ଷେ ହେଲାଣି ଫଟା ପାଇପ୍‌ ମରାମତି ହେଉନି

ମାଲକାନଗିରି,୧୨।୫ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତର ଅମଳାବଟା ଗ୍ରାମରେ ବଢିବାରେ ଲାଗିଛି ଜଳ କଷ୍ଟ । ଗ୍ରାମରେ ପାନୀୟ ଜଳ ଯୋଗାଣ ଲାଗି…

2 years ago

ବାତ୍ୟା ଲାଗି ସ୍କୁଲ ଛୁଟି

ମାଲକାନଗିରି,୧୧।୫(ଡି.ଏନ୍‌.ଏ.): ବାତ୍ୟା ଅସାନିକୁ ନେଇ ମାଲକାନଗିରି ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରି ଜିଲା ପ୍ରଭାବିତ…

2 years ago

୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ ନ…

2 years ago

ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ…

2 years ago

ରୋଗାକ୍ରାନ୍ତ ଶାଶୁଙ୍କ ପାଇଁ ଔଷଧ କିଣିବାକୁ ଅର୍ଥ ବାଧକ

ମାଲକାନଗିରି,୮।୫ (ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସଦର ପଞ୍ଚାୟତ ଝରିଆଗୁଡ଼ା ଗ୍ରାମରେ ରହନ୍ତି ତୁଳସୀ ସିରଗାମଙ୍କ ପରିବାର। ସ୍ବାମୀ ସନ୍ନ୍ୟାସୀ ସିରଗାମଙ୍କର ଯକ୍ଷ୍ମାରେ ପରଲୋକ ପରେ…

2 years ago

ମାଓବାଦୀଙ୍କ ଟାର୍ଗେଟରେ ଛତିଶଗଡ଼ ମନ୍ତ୍ରୀ ମାଓବାଦୀ ସଙ୍ଗଠନ ପକ୍ଷରୁ ଚିଠି ଜାରି

ମାଲକାନଗିରି,୮।୫(ଡି.ଏନ୍‌.ଏ.): କଂଗ୍ରେସ ଶାସନାଧୀନ ଛତିଶଗଡ଼ର ମନ୍ତ୍ରୀ କବାସି ଲକ୍ଷ୍ମାଙ୍କ ବିରୋଧରେ ମାଓବାଦୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ପୁଞ୍ଜିପତିଙ୍କ ଇଙ୍ଗିତରେ ଚାଲିବା ସହ ଆଦିବାସୀଙ୍କ ସଂସ୍କୃତି ନଷ୍ଟକରି…

2 years ago

ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ଗଞ୍ଜେଇ

ଏମ୍‌ଭି-୭୯,୬।୫(ଡି.ଏନ୍‌.ଏ.): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଏମ୍‌ଭି-୭୯ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଗଞ୍ଜେଇ ଜବତ ହୋଇଛି। ଏକ ବାଇକ୍‌(ଓଡି୩୩ଏଡି-୩୧୭୭)ରେ ୨ଜଣ ଯୁବକ ଏକ…

2 years ago

କାଳବୈଶାଖୀରେ ଭାଙ୍ଗିଲା ଘର, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରୁକୋଣ୍ଡା,୬।୫(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ସମେତ ଆଖପାଖ ପଞ୍ଚାୟତରେ କାଳବୈଶାଖୀରେ ଝଡ଼ତୋଫା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜୋରରେ ପବନ ବହିବା ଯୋଗୁ ଅଞ୍ଚଳର ବିଭିନ୍ନ…

2 years ago

ଗୋଷ୍ଠୀ ଶୌଚାଳୟରୁ ଫିଟୁନି ତାଲା

କୋରୁକୋଣ୍ଡା, ୫।୫(ଡି.ଏନ୍‌.ଏ.) : ନିର୍ମାଣ ପରଠାରୁ ମାତ୍ର ୧୫ ଦିନ ଲୋକଙ୍କ ସେବାରେ ଲାଗିଛି। ତା’ପରଠାରୁ ତାଲା ପଡ଼ି ରହିଛି ଗୋଷ୍ଠୀ ଶୌଚାଳୟ। ଜନକଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପରେ…

2 years ago