କୋରାପୁଟ

ପର୍ଯ୍ୟଟନ ମାନଚିତ୍ରକୁ ବିଗାଡୁଛି ସେମିଳିଗୁଡାର ଟ୍ରାଫିକ ସମସ୍ୟା, ନିଦାବିଷ୍ଣୁ ସାଜିଛି ପ୍ରଶାସନ

ସୁନାବେଡା/ସେମିଳିଗୁଡା, ୨୮ା୧୨ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଦୃଷ୍ଟି ଦେଉନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ…

୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା

ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ): ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା ଭଳି…

ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ

କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪…

ଗାଁରେ ପଡୁନି ପ୍ରଶାସନିକ ଅଧିକାରୀଙ୍କ ପାଦ

ଦଶମନ୍ତପୁର,୨୬ା୧୨ (ଅରବିନ୍ଦ ନାୟକ): ସ୍ବାଧୀନତାର ଦୀର୍ଘବବର୍ଷ ପରେ ମଧ୍ୟ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡୁନି। ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ବହୁ ସମସ୍ୟା ଥିଲେ ମଧ୍ୟ ତାହା ସମାଧାନେ ହୋଇପାରୁନି। ସରକାରଙ୍କ ପକ୍କାଘର, ଆବାସ ଆଦି…

ଟିକସ ଆଦାୟ କରୁଛି, ରକ୍ଷଣାବେକ୍ଷଣ କରୁନି ଆର୍‌ଏମ୍‌ସି

କୁନ୍ଦୁରା,୨୫ା୧୨ (ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ସଦର ମହକୁମାରେ ବୁଧବାର ବସୁଥିବା ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ହାଟ ମଧ୍ୟରେ ଥିବା ପିଣ୍ଡି ଏବଂ ପୁରୁଣା ଆଶ୍ରୟସ୍ଥଳୀଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠାରେ ବିପଜ୍ଜନକ ଅବସ୍ଥାରେ…

‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

କୋରାପୁଟ,୨୩ା୧୨(ଅମିତାଭ ବେହେରା): ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ ଉତ୍ସବରେ…

ଜୟପୁରକୁ ଜିଲା ମାନ୍ୟତା ଦାବି ତେଜିଲା

ଜୟପୁର,୨୨ା୧୨(ପବନ ପାଣିଗ୍ରାହୀ): ଜୟପୁରକୁ ଜିଲା ମାନ୍ୟତା ଦାବିରେ ସ୍ଥାନୀୟ ରାଜନଗର ଛକଠାରେ ଶୁକ୍ରବାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜିକ କର୍ମୀ, ଛାତ୍ର ନେତା ଏବଂ ଯୁବକମାନେ ଯୋଗ ଦେଇଥିଲେ। କୋରାପୁଟ ଇତିହାସରୁ…

ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବାବେଳେ ଆର ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କୋରାପୁଟ,୧୯।୧୨(ଅମିତାଭ ବେହେରା ): ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ। କୋରାପୁଟ ଜ଼ିଲା ଲମତାପୁଟ ଆରଆଇ ବିଜୟ କୁମାର ବାଘ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଜମି ଚି଼ହ୍ନଟ ପାଇଁ ତାଙ୍କଠାରୁ ୧୦ ହଜାର…

ବିଧାୟକଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଜୟପୁର, ୧୮ା୧୨ (ପବନ ପାଣିଗ୍ରାହୀ): ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏନେଇ ସେ ନିଜେ ଫେସ୍‌ ବୁକର ଅନ୍ୟ ଏକ ପ୍ରୋଫାଇଲ ପେଜ୍‌ରୁ ସୂଚନା ଦେଇଛନ୍ତି। କେହି ଜଣେ ଦୁର୍ବୃତ୍ତ ଏପରି କରିଥିବା…

ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ…

ଜାଡ଼ରେ ଥରୁଛି କୋରାପୁଟ: ଦିନରେ ୧୦ ରାତିରେ ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା

କୋରାପୁଟ,୧୮।୧୨(ଅମିତାଭ ବେହେରା): କୋରାପୁଟରେ ଗତ କିଛି ଦିନ ହେବ ଅସହ୍ୟ ଶୀତ ଲହରି ଜାରି ରହିଛି। ଜିଲାରେ ପାରଦ ୯.୫ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। ଜିଲାର କେତେକ ସ୍ଥାନରେ ମଧ୍ୟ ରାତ୍ରରେ ୪ରୁ ୫ ଡିଗ୍ରୀ ତାପମାତ୍ରା ରହୁଛି। ଗତ…

ନନ୍ଦପୁର ବଜାରରେ ନକଲି ୫୦୦ ଟଙ୍କିଆ

ନନ୍ଦପୁର,୧୮।୧୨(ଶଙ୍କର ପୂଜାରୀ): ନନ୍ଦପୁର ବଜାରରେ ଗତ କିଛିଦିନ ହେଲା ନକଲି ୫୦୦ ଟଙ୍କିଆ ନୋଟ୍‌ କାରବାର ଚାଲିଛି। କିଛି ଗ୍ରାହକ ନକଲି ନୋଟ୍‌ ଆଣି ଆସୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଭିଡ଼ ଥିବା ପେଟ୍ରୋଲ ଟାଙ୍କି, କିରାଣି ଦୋକାନ, ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?