କୋରାପୁଟ

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କରେଣ୍ଟ ଲାଗି ଟଳିପଡ଼ିଲେ ଦମ୍ପତ୍ତି

କୋରାପୁଟ,୨୧।୧(ଅମିତାଭ ବେହେରା): ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା ତଳେ ପଡି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆବୁଡୁ ରାଜୁ।…

କୋରାପୁଟ ଡିଭିଜନ: ୬ ରେଞ୍ଜରେ ୫୪୧୩ ପକ୍ଷୀ ଚିହ୍ନଟ

କୋରାପୁଟ,୧୮ା୧(ଅମିତାଭ ବେହେରା)- କୋରାପୁଟ ବନଖଣ୍ଡ ଅଧିନରେ ଥିବା ୬ ରେଞ୍ଜରେ ବିଭାଗ ପକ୍ଷରୁ ଶନିବାର ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା ବେଳେ ମୋଟ ୫୪୧୩ ପକ୍ଷୀ ଚିହ୍ନଟ କରାଯାଇଛି। କୋରାପୁଟ ରେଞ୍ଜରେ ୧୮ ପ୍ରକାରର ୨୦୧୨ ପକ୍ଷୀ, ବାଲଡା ରେଞ୍ଜରେ…

ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

କୋରାପୁଟ/ନାରାୟପାଟଣା,୧୬/୧(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟପାଟଣା ବ୍ଲକ ତାଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାରେ ଗୁରବାର ନାରାୟଣପାଟଣା ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ଲକ୍ଷ୍ମୀପୁରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ…

ବେଆଇନ ମହୁଲ ଫୁଲ ଚାଲାଣବେଳେ ଚଢ଼ାଉ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଜୟପୁର,୧୩ା୧(ପବନ ପାଣିଗ୍ରାହୀ): ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବେଳେ ଚଢ଼ାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାର ୨ ଅଭିଯୁକ୍ତ ଟଙ୍କଧର ନାୟକ (୨୪) ରତ୍ନାକର ନାୟକ (୪୮)। ପିକ୍‌ଅପ୍‌ ଭ୍ୟାନ୍‌ରେ ୬୭ ବସ୍ତାରେ…

ରାୟଗଡ଼ା ରେଳ ଡିଭିଜନର ନୂଆ ଡିଆରଏମ୍‌ ଅମିତାଭ ସିଂଘଲଙ୍କ କୋରାପୁଟ ଗସ୍ତ

କୋରାପୁଟ,୧୨ା୧(ଅମିତାଭ ବେହେରା): ନୂତନ ଭାବେ ରାୟଗଡ଼ା ଡିଭିଜନର ଦାୟିତ୍ୱ ଗ୍ରହଣ କରିଥିବା ଡିଆର୍‌ଏମ୍‌ ଅମିତାଭ ସିଂଘଲ କୋରାପୁଟ ଗସ୍ତରେ ରବିବାର ସକାଳେ କୋରାପୁଟ ଷ୍ଟେଶନକୁ ଆସି ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ କରିବା ସହ ରେଲଓ୍ବେ କର୍ମଚାରୀ ଓ…

ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ

କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟ୍ଟନମ୍‌ ଅଞ୍ଚଳରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର କାର୍ଯ୍ୟ କ୍ଷେତ୍ରରେ…

ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ପରେ ଛୁରାମାଡ଼ କଲେ ଯୌନ ପିପାସୁ

କୋରାପୁଟ,୯ା୧: କୋରାପୁଟ ଜିଲା ନନ୍ଦପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯିବା ପରେ ଏଥିରେ ବିଫଳ ହେବାରୁ ଛୁରାମାଡ଼ କରିଛନ୍ତି ଯୌନ ପିପାସୁ ଜଣକ।…

କୋରାପୁଟ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୮,୯୪୬ ନୂତନ ଭୋଟର

କୋରାପୁଟ,୭/୧(ଅମିତାଭ ବେହେରା)- କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫କୁ ନେଇ ଏକ ଖବରଦାତା ସମ୍ମିଳନୀ କରାଯାଇ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ଅଧ୍ୟକ୍ଷତା କରି ଚଳିତ ବର୍ଷ ଜାନୁଆରୀ ୫…

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

କୋରାପୁଟ,୬ା୧(ଅମିତାଭ ବେହେରା): କୋରାପୁଟ ସହରର ଓଏମ୍‌ପି ମୁଖ୍ୟ ଗେଟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌-ବାଇକ୍‌ ମୁହଁାମୁହିଁ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଇକ୍‌ ଚାଳକ ବିରଞ୍ଚି ବିଶୋଇ। ତାଙ୍କ ଘର ଲକ୍ଷ୍ମୀପୁର ଅଞ୍ଚଳରେ। କୋରାପୁଟ ଟାଉନ…

ବଚସାରୁ ଆକ୍ରମଣ: ଚାଲିଗଲା ଯୁବକଙ୍କ ଜୀବନ

କୁନ୍ଦୁରା,୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ଏବଂ ବୈପାରୀଗୁଡ଼ା ସୀମାନ୍ତ ଗୁଣ୍ଡାଳ ବ୍ରିଜ ନିକଟରେ ବଚସାରୁ ଆକ୍ରମଣ କରିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୈପାରୀଗୁଡ଼ା ବ୍ଲକ୍‌ ଚେରେକା ପଞ୍ଚାୟତ ଅଧୀନ ଝଡିଗୁଡା ଗ୍ରାମର ମନୋହର ହରିଜନ(୪୦)।…

ସନ୍ତାନ ଜନ୍ମ ପରେ ଆଖିବୁଜିଲେ ପ୍ରସୂତି, ଡାକ୍ତର କହିଲେ…

କୁନ୍ଦୁରା,୪ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପକଣ୍ଠ ରାଇ କୁନ୍ଦୁରାଠାରେ ଛୁଆଜନ୍ମ କରିବା ପରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜାନୁଆରୀ ୧ ତାରିଖରେ ରାଇ କୁନ୍ଦୁରାଠାରେ ବସବାସ କରୁଥିବା ଅଞ୍ଜଳି ଦଳେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?