ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେଉନାହାନ୍ତି ଗାଡି ମଲିକ
କୋରାପୁଟ, ୧୯।୧ (ଅମିତାଭ ବେହେରା ): କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଗାଡି ମଲିକ। ଖାଲି ପଡିଛି ଷ୍ଟିକର କାଉଣ୍ଟର। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଆନ୍ତରିକତା…
କୋଟିଆ ବିବାଦ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲା ଡିପିବିପି: ୬୪ ବ୍ଲକ୍କୁ ନେଇ…
ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିବିପି ରାଜ୍ୟ ସଭାପତି ତଥା…
ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…
କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି ବ୍ଲକ ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଆସନା ପଞ୍ଚାୟତରେ ଆସନା ଗ୍ରାମ ରହିଛି।…
ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ
କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ ମିଳୁଛି ଅଜବ ସମସ୍ୟା। ଚାଷୀଙ୍କ ଧାନ ନେବାକୁ ଗାଡି ପଠାଉ ନାହାନ୍ତି ମିଲର୍ସ ।…
କୁନ୍ଦୁରା-ଜୟପୁରକୁ ଗଡ଼ିଲା ସରକାରୀ ବସ: ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି
କୁନ୍ଦୁରା,୧୨ା୧,(ସନ୍ତୋଷ ପ୍ରହରାଜ): କୁନ୍ଦୁରା ବ୍ଲକବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ପ୍ରଚେଷ୍ଟାରେ କୁନ୍ଦୁରା ବ୍ଲକର ପଖନାଗୁଡ଼ା ଠାରୁ ବ୍ୟବସାୟିକ ପ୍ରାଣକେନ୍ଦ୍ର ଜୟପୁର ପର୍ଯ୍ୟନ୍ତ ସରକାରୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି। ସୋମବାର କୁନ୍ଦୁରା ବ୍ଲକ…
ଲମତାପୁଟ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସିସିଟିଭି ସହ ରହିଛି….
କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ…
ପଞ୍ଚାୟତ ନିର୍ବାଚନ ଅଣ୍ଟା ଭିଡ଼ା, ଗୁରୁମନ୍ତ୍ର ଦେଲେ ବିଧାୟକ
କୁନ୍ଦୁରା,(ସନ୍ତୋଷ ପ୍ରହରାଜ)୧୧/୧: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁଷାଙ୍ଗଗୁଡା କୋଲାବ ସେତୁ ନିକଟରେ କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀଙ୍କ ନେତୃତ୍ୱରେ ଆଠ ପଞ୍ଚାୟତର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୋଟପାଡ଼ ବିଧାୟକ ରୂପୁ…
ଆମ୍ବ ଗଛ ପଡ଼ି ଭାଙ୍ଗିଲା ୩ ଘର, ବିଦ୍ୟୁତ୍ ଖୁଣ୍ଟ: ଅନ୍ଧାରରେ ଗାଁ
ନନ୍ଦପୁର,୧୧ା୧(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ଜବାଗଡ ଗ୍ରାମରେ ମଝିରେ ଥିବା ଏକ ଆମ୍ବ ଗଛ ଭାଙ୍ଗି ପଡିବାରୁ ୩ ଘରର ଛପର ନଷ୍ଟ ହେବା ସହ ପାର୍ଶ୍ୱରେ ଥିବା ୩ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି।…
ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା
କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ ଦ୍ୱିତୀୟ ହୋଇଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ରୌପ୍ୟ ପଦକ ମିଳିଛି। ଶୁକ୍ରବାର ଲୋକସେବା…
ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…
ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ ନିକଟସ୍ଥ ଏକ ଗ୍ରାମର ରାସ୍ତାକଡରେ ଥିବା ଏକ ଝୁମ୍ପୁଡି କୁଡ଼ିଆରେ ଆଶ୍ରୟ ନେଇଥିଲେ ଛାତ୍ରୀମାନେ।ପୋଲିସ…
ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…
ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ପାଠପଡୁଥିଲେ। ଖ୍ରୀଷ୍ଟମାସ ଛୁଟିରେ ଘରକୁ ଯାଇଥିଲେ ଏମାନେ। ଶୁକ୍ରବାର ଅପରାହ୍ନ ୩.୩୦ ମିନିଟ୍ରେ ତାଙ୍କ…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମେଧାବୀ ଛାତ୍ରଙ୍କ ଜୀବନ, ଗ୍ରାମରେ ଶୋକ
ପଟ୍ଟାଙ୍ଗି୯।୧(ଶରତ କୁମାର ଧଳ): ରାଜ୍ୟରେ ଚାଲିଛି ସଡ଼କ ସୁରକ୍ଷା ମାସ କିନ୍ତୁ ଏଠି ନିଜେ ସଚେତନ ହେଉନାହାନ୍ତି ଲୋକେ। ସଚେତନତା କରାଇବା ଦୂରର କଥା ବର୍ଷର ଆରମ୍ଭରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ଚାଲିଯାଉଛି ଜୀବନ ।…

