ଲକ୍ ଡାଉନକୁ ବେଖାତିର, ପରମ୍ପରା ଆଳରେ ବନ୍ୟଜନ୍ତୁ ଶିକାର
ବୈପାରିଗୁଡ଼ା,୫।୪(ଡି଼.ଏନ୍.ଏ.): କରୋନାକୁ ନେଇ ଚାରିଆଡ଼େ ଆତଙ୍କିତ ପରିସ୍ଥିତି। ସବୁଠି ଲକ୍ ଡାଉନ୍। ବାହାରକୁ ନ ଆସିବାକୁ ପୋଲିସ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। ଗୋଷ୍ଠୀଗତ ଭାବେ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବାକୁ ନିୟମ କରାଯାଇଛି। ନିୟମ ଖିଲାପ କରୁଥିବା ଲୋକଙ୍କୁ…
ଚାଷୀଙ୍କ ଦାବି: ପଞ୍ଜିକରଣ ସମୟ ବଢୁ
ଜୟପୁର,୪।୪ (ଡି.ଏନ୍.ଏ.): ଆସନ୍ତା ରବି ଚାଷ ପାଇଁ ଚାଷୀଙ୍କ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି କୋରାପୁଟ ଜିଲା କୃଷକ କଲ୍ୟାଣ ମଞ୍ଚ। କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।…
ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ
ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ କରିଛି ପ୍ରଶାସନ। ବୋରିଗୁମ୍ମା ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବ୍ୟାଙ୍କ, ଦୈନିକ ବଜାର, ସ୍ଥାନୀୟ ଛକରେ…
୧୭୦ କିମି ଚାଲି ଗାଁକୁ ଫେରିଲେ ୫ ଦାଦନ ଶ୍ରମିକ
ନନ୍ଦପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ବାହାର ରାଜ୍ୟରେ କେଉଁଠି ଫସିରହିଛନ୍ତି ତ ଅନ୍ୟ କେଉଁଠୁ ଚାଲିଚାଲି ଗାଁକୁ ଫେରୁଛନ୍ତି। ଶନିବାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦୀର୍ଘ ୧୭୦ କି.ମି. ଚାଲି ଚାଲି…
ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର
ଜୟପୁର,୩ା୪(ଡି.ଏନ୍.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା ଆସିପାରୁ ନ ଥିବାରୁ ଜୟପୁର ସହରରେ ଏବେ ଏହାର ଅଭାବ ଦେଖାଦେଲାଣି। ଜିଲାର…
କରୋନା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଏସଏଚ୍ଜି ମହିଳା
ଜୟପୁର,୨ା୪(ନି.ପ୍ର.): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ହେଲେ ଘରୁ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖିବାକୁ ସଚେତନ କରାଯାଉଛି। ହେଲେ ଏଭଳି ପରିସ୍ଥିତିରେ ଯୋଦ୍ଧା ସାଜିଛନ୍ତି କୋରାପୁଟ ଜିଲାର ଏସ୍ଏଚ୍ଜି ମହିଳା। ମହା…
ନିଜାମୁଦ୍ଦିନ୍ ଧର୍ମସଭାରେ ଥିଲେ କୋରାପୁଟର୨
ଜୟପୁର,୧ା୪(ନି.ପ୍ର./ଡି.ଏନ୍.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍ଠାରେ ହୋଇଥିବା ମୁସଲମାନ୍ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର ୧୫ଜଣ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାର ଜୟପୁର ଏବଂ କୋଟପାଡ଼ ଅଞ୍ଚଳର ୨ ବ୍ୟକ୍ତି…
ରାଜ୍ୟ ଓ ଦେଶ ବାହାରୁ ଫେରିଛନ୍ତି ୩ହଜାର ୭ଶହ ଲୋକ: ଜିଲାରେ ଖୋଲିଲା ୧୮ ସଙ୍ଗରୋଧ ଗୃହ, ୨୪୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର
ଜୟପୁର,୩୦ା୩(ନି.ପ୍ର.): ଭାଇରସ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ତେବେ ବାହାର ରାଜ୍ୟ ଓ ବିଦେଶରୁ…
ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ତୁଳସୀ
ଜୟପୁର,୨୮ା୩(ନି.ପ୍ର.): ଆନ୍ଧ୍ର-ଓଡ଼ିଶା ବର୍ଡର୍ ସ୍ପେଶିଆଲ୍ ଜୋନାଲ୍ କମିଟିର ମହିଳା ମାଓବାଦୀ ତୁଳସୀ ଉଲ୍ଲାକା ଶନିବାର କୋରାପୁଟ ଏସ୍ପି ମୁକେଶ୍ ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କୋରାପୁଟ ଜିଲା ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିଲେ। ତୁଳସୀଙ୍କ ଘର ନାରାୟଣପାଟଣା ଥାନା…
ରାପ୍ ସଙ୍ଗ୍ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ
ଜୟପୁର,୨୭ା୩(ନି.ପ୍ର.) : ରାପ୍ ସଙ୍ଗ୍ ମାଧ୍ୟମରେ ଟ୍ରାଫିକ୍ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ ପୁଣି ଲୋକଙ୍କ ମନ ଜିଣିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସେ ନିଜ…
ଆଳୁ, ପିଆଜ ଦର ବୃଦ୍ଧି କରୁଛନ୍ତି ଅସାଧୁ ବ୍ୟବସାୟୀ, ପ୍ରଶାସନର ଚଢ଼ାଉ
ଜୟପୁର,୨୫।୩(ଡି.ଏନ୍.ଏ.): ରାଜ୍ୟର ସମସ୍ତ ଜିଲାରେ ଲକ୍ଡାଉନ୍ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରିଛନ୍ତି। ଏଥିନେଇ କୋରାପୁଟ ଜିଲା ଜୟପୁର ସହରରେ ଆଳୁ କିଲୋପିଛା ୧୦ଟଙ୍କା ଏବଂ…
କୋରାପୁଟର ୪ସ୍ଥାନରେ ଆନ୍ତଃରାଜ୍ୟ ସୀମା ସିଲ
ଜୟପୁର,୨୫।୩ (ନି.ପ୍ର./ଡି.ଏନ୍.ଏ.): କୋରାପୁଟ ଜିଲାକୁ ସଂଯୋଗ କରୁଥିବା ପୋଡଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ରାସ୍ତାକୁ ପୋଲିସ ସିଲ କରଛି। ମଙ୍ଗଳବାର ମଧ୍ୟରାତ୍ରି ୧୨ଟାରୁ ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାପରେ କୋରାପୁଟ ଏସ୍ପି ମୁକେଶ କୁମାର ଭାମୋଙ୍କ ନିର୍ଦ୍ଦେଶକ୍ରମେ ଛତିଶଗଡକୁ…

