କୋରାପୁଟ

ବର୍ଷେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଜୟପୁର,୧୮ା୬ (ନି.ପ୍ର.) ଗଞ୍ଜେଇ ଚୋରାଚାଲାଣ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଶନିବାର ସଦର ଥାନା ପୋଲିସ ଗିରଫ କରିଛି। ସେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ବୀରଖମ୍ବ ସାହିର ଅର୍ଜୁନ ବିଷୋୟୀ (୩୮)। ୨୦୨୧ ଫେବୃୟାରୀ ୧୯ ତାରିଖରେ ଅର୍ଜ୍ଜୁନ…

ଅଗ୍ନିପଥକୁ ବିରୋଧ କରି ଜୟପୁରରେ ବିକ୍ଷୋଭ

ଜୟପୁର,୧୮ା୬ (ନି.ପ୍ର.): ଅଗ୍ନିପଥକୁ ବିରୋଧ କରି ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଶନିବାର ଗଣବିକ୍ଷୋଭ କରାଯାଇଥିଲା। ଏପରିକି ତୁରନ୍ତ ଅଗ୍ନିପଥ ଯୋଜନାକୁ ବାତିଲ କରିବା, ରାଜ୍ୟ ଓ କେନ୍ଦ୍ରର ସମସ୍ତ ସରକାରୀ ଓ ନିଗମରେ…

ଆନ୍ଧ୍ରର ପ୍ରସ୍ତାବକୁ ବିରୋଧ

ପଟ୍ଟାଙ୍ଗୀ,୧୩।୬(ଡି.ଏନ.ଏ.): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ସମାଧାନର ବାଟ ବାହାରିବା ଯେତିକି ବିଳମ୍ବ ହେଉଛି ଆନ୍ଧ୍ର ବିବାଦ ବଢାଇବାରେ ସେତିକି ପ୍ରସ୍ତୁତି ଚଳାଇଛି। କୋଟିଆର ତଳ ଗଞ୍ଜେଇପଦରରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରି ଆନ୍ଧ୍ର ଏନେଇ ଏକ ରିପୋର୍ଟ…

କୋରାପୁଟର ୨୦ ଆବାସିକ ଛାତ୍ରାବାସକୁ ମିଳିଲା ଆଇଏସ୍‌ଓ ସାର୍ଟିଫିକେଟ

କୋରାପୁଟ,୧୧ା୬(ସ୍ବ.ପ୍ର.): କୋରାପୁଟ ଜିଲାର ୨୦ଟି ଆବାସିକ ବିଦ୍ୟାଳୟକୁ ଆଇଏସ୍‌ଓ ସାର୍ଟିଫିକେଟ ମିଳିଛି। ଏନେଇ କୋରାପୁଟ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି। ପ୍ରାୟ ୧ ବର୍ଷ ଧରି ଛାତ୍ରାବାସରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ଉପଲବ୍ଧିକୁ ଦେଖି ଏହି…

ପୋଷ୍ଟ ଅଫିସ ସ୍ଥାନାନ୍ତର ପରେ ଜମାକାରୀ ହନ୍ତସନ୍ତ

ସୁନାବେଡ଼ା,୯।୬(ସ୍ବ.ପ୍ର.): ଲୋକଙ୍କ ସୁବିଧା ଲାଗି ୧୯୭୩ରେ ଜୟପୁର ସର୍କଲ ଅଧୀନରେ କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ଟାଉନଶିପ୍‌ ଜି ଜୋନ୍‌ରେ ଖୋଲାଯାଇଥିବା ସବ୍‌ ପୋଷ୍ଟ ଅଫିସ ଇତିମଧ୍ୟରେ ଅନ୍ୟ ଏକ ଉପଡାକଘରକୁ ସ୍ଥାନାନ୍ତର ହୋଇଯାଇଛି। କିନ୍ତୁ ଗତ ୩ ତାରିଖରୁ ଏହାକୁ ସ୍ଥାନାନ୍ତର…

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ବାମୀ ଦାମୋଦର ଦାମୀ(୨୬)। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ…

୨୫ ଲକ୍ଷ ନେଇ କର୍ମଚାରୀ ଫେରାର

କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ ୨୫ ଲକ୍ଷ ଟଙ୍କା ନେଇ ଜଣେ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୪୮/୨୨) ରୁଜୁ କରି ତଦନ୍ତ ଚାଲିିଥିବା…

ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା

ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା ପ୍ରଶାସନ ନିର୍ଦ୍ଦେଶରେ ହଟାଯାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାଷ୍ଟିଂ କରି ଏହାକୁ ହଟାଯାଇଛି।…

ଗୋଦାମ ତାଲା ଭାଙ୍ଗି ହିତାଧିକାରୀଙ୍କୁ ଚାଉଳ ଦେଲା ପ୍ରଶାସନ

ଦଶମନ୍ତପୁର, ୫।୬ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଗୋଦାମ ଗୃହରେ ପକାଯାଇଥିବା ତାଲାକୁ ଶନିବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏହି ଏସ୍‌ଏଚ୍‌ଜି ମହିଳାମାନେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବେ…

ଦାବି ପୂରଣ ନ ହେଲେ ରବି ମଣ୍ଡିରେ ଧାନ କିଣିବେନି ମିଲର

ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍‌ଏମ୍‌ଡିଏଫ୍‌କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ ବୈଠକରେ…

କୋରାପୁଟର ଦୟାନିଧିଗୁଡ଼ା ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅଧୀନ ଦୟାନିଧିଗୁଡ଼ାରେ ଶନିବାର ଟ୍ରକ୍‌-ଅଟୋ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚତ୍ଛି। ଘଟଣାସ୍ଥଳରେ ମୂଷାପୁଟ ଗ୍ରାମର ପିଙ୍କି ପ୍ରଧାନୀଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବୁଟୁରୁଗୁଡା ଗ୍ରାମର…

ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼। ଗୁହାରି କଲେ ବି କୌଣସି ଅଧିକାରୀ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri