ଛାତ ଉପରେ ବ୍ୟକ୍ତିଙ୍କ ମୁଣ୍ଡକୁ ଛେଚି ବିଭତ୍ସ ଭାବେ ହତ୍ୟା
ନିରାକାରପୁର,୪।୮(ଡି.ଏନ୍.ଏ.): ନିଜ ଘରର ଛାତ ଉପରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ପଞ୍ଚାୟତ ତଳ ମୋଟା ଗ୍ରାମରେ। ମୃତକ ହେଲେ ରଘୁନାଥ ମହାରଣା...
ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ
ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍ଡିଏମ୍)ରେ ଅର୍ଥ ହେରଫେର କରାଯାଇଥିବା ସମ୍ପର୍କରେ ଗତ ୧ ତାରିଖରେ ‘ଧରିତ୍ରୀ’ ରେ ଏକ ଖବର ପ୍ରକାଶ...
ମୃତ୍ୟୁପ୍ରମାଣପତ୍ର ଦେବାକୁ ବି ଲାଞ୍ଚ ମାଗିଲେ କିରାଣୀ, ଏକାଥରେ ଥାନାରେ
ଖୋର୍ଦ୍ଧା ଅଫିସ,୨।୮: ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୂଚନା ଅନୁଯାୟୀ,...
ମଧ୍ୟାହ୍ନଭୋଜନ ଅର୍ଥ ହେରଫେର
ଖୋର୍ଦ୍ଧା ଅଫିସ,୧ା୮: ସରକାରୀ ଆଶ୍ରମ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା, ସୁସ୍ଥ ପରିବେଶ, ଉତ୍ତମ ଖାଦ୍ୟପେୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେବେ କେତେକ ସ୍କୁଲରେ ପିଲାଙ୍କ ସାମଗ୍ରୀ ବାଟମାରଣା ହେଉଛି। ଖୋର୍ଦ୍ଧା...
ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ଡିଆଇଇଟି
ଖୋର୍ଦ୍ଧା ଅଫିସ,୩୧।୭: ଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ଲାଗି ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ଯୋଜନା ଅନ୍ତର୍ଗତ ସ୍କୁଲ ରୂପାନ୍ତରଣରେ ସ୍ମାର୍ଟ ସ୍କୁଲ ନିର୍ମାଣ ଚାଲିଛି। ତେବେ ଦୀପ ତଳ ଅନ୍ଧାର ଭଳି ଖୋର୍ଦ୍ଧା ଜିଲା...
ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ
ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ ଆସିଛି। ଫାଇନାନ୍ସ କମ୍ପାନୀର କେତେଜଣ ଅସାଧୁ କର୍ମଚାରୀ ଏବଂ ମୋବାଇଲ ଦୋକାନୀ ମିଳିମିଶି...
ଜାମିନରେ ମୁକୁଳିଲେ ଜଗଦ୍ଦେବ
ଖୋର୍ଦ୍ଧା ଅଫିସ,୨୭।୭: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନରେ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ସୋମବାର ତାଙ୍କୁ...
ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା
ଖୋର୍ଦ୍ଧା ଅଫିସ,୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍. ଈଶ୍ୱର ରାଓ। ଏକ କାଚବୋତଲ ଭିତରେ ସାଢ଼େ ୩ ଇଞ୍ଚ ଉଚ୍ଚ ଏବଂ ସାଢ଼େ...
ଆର୍ଆଇ ଅଫିସ୍ ଆଜବେଷ୍ଟସ୍ରୁ ପାଣି ଗଳୁଛି
ନିରାକାରପୁର,୨୨।୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେଲେ କାନ୍ଥ ବାଡଠାରୁ ଆରମ୍ଭ କରି ଆଜବେଷ୍ଟସରୁ ପାଣି ଝରୁଛି। ଏଥିସହ ଗୃହର ଚାରିଆଡ ବିରାଟକାୟ ହୁଙ୍କା ରହିଛି।...
ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କ୍ରସର ମାଲିକ
ଖୋର୍ଦ୍ଧା ଅଫିସ,୨୦ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚାଲିଥିବା କ୍ରସର ଶିଳ୍ପସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ୯ ଦିନରେ ୯୦ଟି କ୍ରସର ୟୁନିଟ୍କୁ ସିଲ କରାଯିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଶିଳ୍ପସଂସ୍ଥା ବନ୍ଦ...
ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍ ଭାଙ୍ଗିଲା
ନିରାକାରପୁର,୧୮ା୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି ହୋଇ ୨ଟି ପଞ୍ଚାୟତର ୫ରୁ ଊର୍ଦ୍ଧ୍ୱ ଗାଁ ପାଣିଘେରରେ ରହିଛି। ଚାଷୀଙ୍କ ହିତ...
ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା
ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ଜନସ୍ବାସ୍ଥ୍ୟ) ଡା. ନିରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍...
Archives


