ଖୋର୍ଦ୍ଧା

ଗୋଡ଼ିସାହି ଜଙ୍ଗଲରେ ନିଆଁ

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଗୋଡ଼ିସାହି ଫାଣ୍ଡି ଅଧୀନ ଏନ୍‌ଡିଆର୍‌ଏଫ୍‌ କ୍ୟାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି। ପୂର୍ବାହ୍ନ ୧୧ଟା ପାଖାପାଖି କେହି ଦୁର୍ବୃତ୍ତ ଏନ୍‌ଡିଆର୍‌ଏଫ୍‌ ପଛପଟେ ଥିବା ରାସ୍ତାକଡ଼ରେ ପଡ଼ିଥିବା କିଛି…

ଯୁବକଙ୍କୁ ଛୁରାମାଡ଼ ଘଟଣା: ଗିରଫ ହେଲେ ଅଭିଯୁକ୍ତ

ନିରାକାରପୁର,୧୫ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକଠାରେ ଗତ ୨ ତାରିଖରେ ରାମେଶ୍ୱର ଗ୍ରାମର ମହେଶ୍ୱର ସାହୁ ନାମକ ଯୁବକଙ୍କୁ ଖଜୁରୀପଡ଼ା ଗ୍ରାମର ଦିବାକର ପାହାଡ଼ସିଂହ ନାମଙ୍କ ଜଣେ ଯୁବକ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ଆହତଙ୍କ ମା’…

ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ,୧୫ା୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡଙ୍ଗା ଓ ଭସାପୋଲ (ଭେସେଲ) ଅଟକୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଚିଲିକାରେ…

୩ ବର୍ଷରେ ୮କୋଟିର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୨।୨: ଖୋର୍ଦ୍ଧାରେ ବଢ଼ିଚାଲିଛି ନିଶା କାରବାର। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୋଇନ୍ଦା, ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଜିଲା ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ନିଶା କାରବାର ଥମୁନାହିଁ। ଗତ ୩ବର୍ଷରେ ଏନ୍‌ଡିପିଏସ୍‌ରେ ୭୬ଟି ମାମଲା ରୁଜୁ ହୋଇଛି।…

ଜିଆର୍‌ଏସ୍‌, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା

ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେଶିିନ କାମ କରୁଥିବା ଏବଂ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା…

ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

ବାରଙ୍ଗ,୧୦ା୨(ଡି.ଏନ୍‌.ଏ.): ମେଣ୍ଢାଶାଳ ଅଞ୍ଚଳରେ ବିଶୃଙ୍ଖଳା ତଥା ଡେରାସ ସରକାରୀ କୃଷି ଫାର୍ମରେ କାର୍ଯ୍ୟରତ ୬ଶହ କୃଷି ଶ୍ରମିକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାରମ୍ବାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ରେ ମେଣ୍ଢାଶାଳଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ଉପଯୁକ୍ତ…

୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ଆଦର୍ଶ ପୋଲିସକୁ ମିଳିଛି ବଡ଼ ସଫଳତା। ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ…

ଜରିମାନାକୁ କେନ୍ଦ୍ରକରି ଉତ୍ତେଜନା

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ଏନେଇ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାସ୍ତା ଉପରେ ପାର୍କିଂ କରୁଥିବା ଯାନବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ମଙ୍ଗଳବାର ନୂଆ ବସ୍‌ଷ୍ଟାଣ୍ଡଠାରେ ଖୋର୍ଦ୍ଧା ଆଦର୍ଶ ଥାନା…

୨ମାସ ବିତିଲା, ଘୋଷଣା ହୋଇନି ଅନୁଦାନ

ଖୋର୍ଦ୍ଧା ଅଫିସ,୫।୨: ରାଜ୍ୟର ଐତିହାସିକ ସ୍ଥଳ, ମନ୍ଦିର, ଶକ୍ତିପୀଠ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଐତିହ୍ୟ ସ୍ଥାନ ଓ ମନ୍ଦିର ପରିଦର୍ଶନ କରୁଛନ୍ତି। ଏହି କ୍ରମରେ…

କନ୍ତିଆରେ ସିରିଜ ବୋମାମାଡ଼: ଜଣେ ଗୁରୁତର

ଜଟଣୀ,୪ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଶନିବାର ସିରିଜ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ, ଜୋନ-୩ ଏସିପି ରଜତ ରୟ ଏବଂ…

ମାଙ୍କଡା ପଥର ବୋଝେଇ ଟ୍ରକ ଓଲଟି ଶ୍ରମିକ ମୃତ, ଖଣିରେ ଚାପା ଉତ୍ତେଜନା…

ନିରାକାରପୁର(ଡି.ଏନ.ଏ) ,୪।୨ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମଣ ଭୂଇଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେଲା ଚାଲୁରହିଥିବା ଚୋରା ମାଙ୍କଡା ପଥର ଖଣିରେ ଶନିବାର ଦିନ ଏକ…

ଫାଇଲ ଭିତରେ ଚପିଯାଇଛି ମୌଳିକ ଦାବି

ବେଗୁନିଆ,୨।୨(ଡି.ଏନ୍‌.ଏ.): ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବା ସହ ସାଧାରଣ ଲୋକଙ୍କ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟଟି ସାଧିତ ହୋଇପାରୁ ନାହିଁ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଏଠି ଅଣଦେଖା କରାଯାଉଛି। ଖୋର୍ଦ୍ଧା ଜିଲା ବେଗୁନିଆବାସୀଙ୍କ ପକ୍ଷରୁ ବିଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri