ଖୋର୍ଦ୍ଧା

ଜାତୀୟ ରାଜପଥରେ ଦୁର୍ଘଟଣା: ଷ୍ଟିଅରିଂରେ ଫସିଗଲା ଡ୍ରାଇଭରଙ୍କ ଗୋଡ଼

ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ...

ଟ୍ରେନିଂ ବେଳେ ଯବାନଙ୍କୁ କଚାଡ଼ିଲା ହାତୀ

ବାରଙ୍ଗ,୯।୪(ଡି.ଏନ୍‌.ଏ.): ଟ୍ରେନିଂ ବେଳେ ଚନ୍ଦକା ଜଙ୍ଗଲରେ ଶନିବାର ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪ରୁ ଅଧିକ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଚନ୍ଦକା ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ...

ଚିଲିକା ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ: ତଥାପି ରହିବେ ଜେଲରେ

ଖେର୍ଦ୍ଧା ଅଫିସ,୮।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ କିଛି ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ବିଧାୟକ ବାଣପୁର ସବ ଜେଲରେ ଅଛନ୍ତି। ତେବେ...

କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହି ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଲାଗି ରାଜ୍ୟ...

ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ। ଏହି ନଦୀକୂଳରେ ଅବସ୍ଥିତ ହଜ ଗ୍ରାମର ଉତ୍ତର ଦିଗକୁ ମାତ୍ର ୫୦୦ ମିଟର...

ଭୋଟ ପାଇଁ ନକଲି ରାଶନକାର୍ଡ

ଖୋର୍ଦ୍ଧା ଅଫିସ,୮ା୪: ନକଲି ରାଶନକାର୍ଡ ଦେଇ ଭୋଟ ହାତେଇଥିବା ବେଳେ ନିର୍ବାଚନ ଫଳାଫଳ ଘୋଷଣା ପରେ ଏହି କାର୍ଡ କାର୍ଯ୍ୟକ୍ଷମ ହେଉନାହିଁ। ଏପରି କି ପ୍ରାର୍ଥୀ ବିଜୟ ହାସଲ କରିବା ପରେ ଭୋଟରଙ୍କୁ ଦେଇଥିବା କାର୍ଡକୁ ଜବରଦସ୍ତ ଛଡ଼ାଇ ନିଆଯାଇଛି।...

ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ...

ରାସ୍ତା କାମରେ ମିଥ୍ୟା ବିଲ୍‌, ଦେଢ଼ମାସ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି

ବୋଲଗଡ଼,୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଏକ ରାସ୍ତା କାମରେ ମିଥ୍ୟା ବିଲ୍‌ କରି ଅର୍ଥ ତୋସରପାତ କରାଯାଇଥିବା ନେଇ ନାରାୟଣୀପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଗତ ଫେବୃୟାରୀ ୧୨ରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ପ୍ରାୟ...

ବିଜେଡିରେ ମିଶିଲେ ଜଟଣୀର ୩ କାଉନ୍‌ସିଲର

ଭୁବନେଶ୍ୱର,୪।୪(ବ୍ୟୁରୋ): ଜଟଣୀ ପୌର ପରିଷଦର ୩ ଜଣ ନବନିର୍ବାଚିତ ସ୍ବାଧୀନ କାଉନ୍‌ସିଲର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୬୦ ନମ୍ବର ୱାର୍ଡର କର୍ପୋରେଟର ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଜଟଣୀର ୧୨...

ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲ ଏଲ୍‌ଇଡି ବୋଝେଇ ଟ୍ରକ୍‌

ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍‌ଇଡି ଟିଭି ବୋଝେଇ ଟ୍ରକ୍‌। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍‌ଇଡି ଟିଭି ବୋଝେଇ ଟ୍ରକ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ...

ଗଛ ତଳେ, ବାରଣ୍ଡାରେ ପଢ଼ିଲେ ପିଲା

ଖୋର୍ଦ୍ଧା ଅଫିସ/ନିରାକାରପୁର, ୩।୪(ଡି.ଏନ୍‌.ଏ.)କରୋନା ସଂକ୍ରମଣ ନିୟନ୍ତ୍ରଣ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଅବ୍ୟବସ୍ଥା ଦେଖାଦେଇଛି। ସ୍କୁଲ ମିଶ୍ରଣକୁ ବିରୋଧ କରି ଗୋଟିଏ ସ୍କୁଲର ଛାତ୍ରୀଛାତ୍ର ଏକ ମନ୍ଦିର ପରିସର ଗଛତଳେ ପାଠ ପଢୁଥିବା ବେଳେ ଅନ୍ୟ ଏକ ସ୍କୁଲର ପିଲାମାନେ...

ମାନ୍ୟତା ସତ୍ତ୍ୱେ ବିକାଶ ହୋଇପାରିନି

ଖୋର୍ଦ୍ଧା ଅଫିସ,୧ା୪: ଖୋର୍ଦ୍ଧା ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ବର୍ଷ ପୂର୍ତ୍ତିହେଲାଣି। ଏହାର ଭୌଗୋଳିକ, ଐତିହାସିକ, ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କଲେ ଏହା ଗୌରବମୟ ଗାଥାର ପରିଚୟ ବହନ କରିଥାଏ। ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri